ମୁଁ ଜଣେ ଡ଼ାନ୍ସର, ଆଙ୍କର ଆଉ ଆକ୍ଟର ମଧ୍ୟ, ମୋର ଯାହା ଇଚ୍ଛା ହେବ ମୁଁ ସେୟା କରିବି…
ମୋର ବ୍ୟାକ୍ ଷ୍ଟୋରୀ ଜାଣି ନାହାଁନ୍ତି କି ମୁଁ ଏକ୍ଚୁଆଲି ଜଣେ ଓଡ଼ିଶୀ ଡାନ୍ସର,ମୁଁ ଏଙ୍କୋରିଂ କରୁଥିଲି, ମୁଁ କିଏ ହେବ ମୋ ହିରୋଇନ୍ ସିଜିନ୍ ୨ର ଫାଇନାଲିଷ୍ଟ୍ ଥିଲି। ତ ଏଇ ଜିନିଷ ଗୁଡ଼ା ଅଛି ମୋ ବ୍ଲଡରେ। ମୁଁ କଣ କରିବି। ମୁଁ ଡାନ୍ସ୍ କଲି।ସେ ବାମ୍ଫ ଯିଏ ବି ହେଇଥାଉ କଣ କାହିଁକି ତାର ଏତେ ପ୍ରୋବଲେମ୍ ହଉଛି। ଆମେ ଆମ ପ୍ରଫେସିଅନାଲ୍ ଲାଇଫରେ ସେମିତି କିଛି କରୁନୁ ।ଆମେ ପ୍ରୋପର୍ ଶାଲୁଆର୍ ଆଉ ଶାଢ଼ୀରେ ଆସି ଖାଇବା ଦେଉଛୁ। ସେଠି କେଉଁଠି ଆମେ ଅଙ୍ଗ ପ୍ରଦର୍ଶନ କରିଛୁ ଦେଖିଛନ୍ତି। ଦେଖିଛନ୍ତି ସେ କେଉଁଠି। କଣ ପାଇଁ ଆମକୁ ବଦନାମ୍ କରାଯାଉଛି ସୋସିଆଲ ମିଡ଼ିଆରେ। ଆରେ କଣ କହୁଛନ୍ତି ମୋ ଭୁବନେଶ୍ୱର କାଫି ଚେଞ୍ଜ୍ ହେଇଗଲାଣି। ହେଷ୍ଟାଗ ବୋଡି ପୋଜିଟିଭିଟି ପରା।
ଝିଅମାନେ କଣ କଣ କେତେ ସୁନ୍ଦର ପିନ୍ଧିକି ବୁଲୁଛନ୍ତି କେହି ଆଜି ପଦେ କହୁଛନ୍ତି। ଏଠି ଆମେ ଅଲଗା ଜିନିଷ କଲୁ ବୋଲି ଆମ ଗୋଡ଼ ଟଣା ହେଉଛି। ଆମେ ଯିବୁନି ତଳକୁ ଆମେ ଆହୁରି ଆଗକୁ ଯିବୁ। ଆଉ ସବୁ ଝିଅମାନଙ୍କୁ ମେସେଜ କି କାହାକୁ ଡରନ୍ତୁନି। ଆପଣ ଯେମିତି ସେମିତି ରୁହନ୍ତୁ। ସେଲ୍ଫ୍ ଲଭ୍ ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଲଭ୍ ୟୋର୍ ସେଲ୍ଫ୍ । ସେ କାଲି ବହୁତ୍ ହିଁ ଡିପ୍ରେସ ହେଇଯାଇଥିଲା। ସେ ବାମ୍ଫ ନ୍ୟୁଜକୁ କହିବି ତାକୁ ଆମେ ବାମ୍ଫ ଦେଇକି ହିଁ ଛାଡ଼ିବୁ। ଏମିତି ତାକୁ ଛାଡ଼ିବୁନି। କଣ ପାଇଁ ଯଦି ଆମେ ବାହରକୁ ଆସିଲୁ ଆମ ଫ୍ୟାମିଲିକୁ ପ୍ରୋବଲେମ୍ ନାହିଁ ତମର କାଇଁ ଏତେ ପ୍ରୋବଲେମ୍ ହଉଛି।
ଆମ ଘର ଲୋକ ତ ଖୁସି ଆଉ। ଉଠାନ୍ତୁ ଚରିତ୍ର ଉପରେ। ସେ କିଏ ଉଠେଇବାକୁ ଚରିତ୍ର ଉପରେ। ମୁଁ ଉଠେଇବି ଚରିତ୍ର ତା ଉପରେ। ତା ଚାନେଲକୁ ବନ୍ଦ୍ କରେଇବା ଆମେ।ଚରିତ୍ର ଉପରେ କାହିଁକି। ଗୋଟେ ନାରୀର ଚରିତ୍ର ଉପରେ ଉଠେଇବା କଥା ନୁହଁ। କାହାର ଏତେ ହକ୍ ନାହିଁ କି ସାହାସ ନାହିଁ। ଉଠେଇକି ଦେଖାନ୍ତୁ। ଆମ ଜନତା ଆମ ସହିତ ଅଛନ୍ତି। ଆମ ଖାଦ୍ୟକୁ ଭଲ ପାଉଥିବା ଲୋକମାନେ ଆମ ସହିତ ଅଛନ୍ତି। ଆମକୁ କିଛି ଫରକ୍ ପଡିନି ଆଜି ଯାଏଁ। ମୋତେ ବହୁତ୍ ଖୁସି ଲାଗୁଛି କି ଧୀରେ ଧୀରେ ଆମ ଓଡ଼ିଶାବାସୀ ବୁଝିଲେଣି। କି କିଛି ଖରାପ୍ କାମ କରୁ ନାହାଁନ୍ତି,ଏକ୍ଚୁଆଲି ବୁଝିଲେଣି।
ମୁଁ କହୁଛି ପରା ୯୯% ଲୋକ ଆମକୁ ବୁଝିଲେଣି ଯେ ଏମାନେ କିଛି ଖରାପ କାମ କରୁ ନାହାଁନ୍ତି। ପ୍ରୋଫେଶିଅନାଲ୍ ଲାଇଫରେ ସେମାନେ ପୁରା ପ୍ରୋଫେଶିଅନାଲ୍ ଅଛନ୍ତି। ତା ପାର୍ସୋନାଲ୍ ଲାଇଫରେ ସେ ଯାହା କରୁଛି କରୁ। ଆଉ ଗୋଟେ କହିବାକୁ ଚାହିଁବି ସେ ଆଗରୁ ଆକ୍ଟିଂ କରୁଥିଲା,ଏଙ୍କୋରିଂ କରୁଥିଲା ତା ଲାଇଫ ସେ ଯାହା କଲା ତ କାହାକୁ କିଛି ପ୍ରୋବଲେମ୍ ହବା କଥା ନୁହଁ।ପାର୍ସୋନାଲ୍ ଆଉ ପ୍ରୋଫେଶିଅନାଲ୍ ଲାଇଫକୁ ମିକ୍ସ୍ କରିବା କଥା ନୁହଁ। ଆମର ବହୁତ୍ ସପୋର୍ଟର୍ ମାନେ ବି ଅଛନ୍ତି ତାକୁ ରିପୋର୍ଟ ମାରି ଆମକୁ ସ୍କ୍ରିନଶୋର୍ଟ ପଠାଉଛନ୍ତି। ସେମାନଙ୍କୁ ମୁଁ ଧନ୍ୟବାଦ କହିବି। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ୍ କରିବି କି ଯେଉଁମାନେ ଆମକୁ ଭଲ ପାଉଛନ୍ତି ଆମ ଖାଇବାକୁ ଭଲ ପାଉଛନ୍ତି ସେମାନେ ତାକୁ ଇମିଡିଏଟ୍ ରିପୋର୍ଟ କରନ୍ତୁ।