ମା’ ସାଜିଲା ଡାହାଣୀ। ଛୁଆ କାନ୍ଦିଲେ ବୋଲି ଅଧା ନିଦରୁ ଉଠି କ୍ଷୀର ଦେଇ ମା-ରିଦେଲା।

କାନ୍ଦୁଥିଲେ ଛୁଆ ସହିପାରିଲାନି ମା’, କ୍ଷୀର ପିଆଇ ସବୁଦିନ ପାଇଁ ପର କରିଦେଲା ମା’… ଏବେ ପୋଲିସ ଆଗରେ ସତ ବଖାଣିଲା ମା’।ଛୁଆ କାନ୍ଦିଲେ ମା’କୁ ଚିଡା ଲାଗୁଥିଲା। ଶୋଇଲା ବେଳେ ବାରମ୍ବାର ନିଦ ଭାଙ୍ଗିଯାଉଥିଲା। ଯାହାକୁ ନେଇ ସବୁବେଳେ ର-କ୍ତ ଚାଉଳ ଚୋବାଉଥିଲା ମା’। ଜଣା ପଡିଲା କାରଣ। କାହିଁକି ଯାଆଁଳା ଛୁଆକୁ ମା-ରିଦେଲା ଜନ୍ମ କଲା ମା’।

ହଁ ଆଜ୍ଞା ଏ ହେଉଛି ସେହିଦିନର ଡାହାଣୀ ମା’। ଦୀର୍ଘ ୧୧ ବର୍ଷ ଧରି ପିଲା ଛୁଆ ହେଉନଥିବା ବେଳେ ଶେଷରେ ଭଗବାନ ଡାକ ଶୁଣିଲେ ଆଉ କୋଳକୁ ଏକା ସାଙ୍ଗରେ ଦେଇଥିଲେ ଯାଆଁଳା ଛୁଆ ସାଇ ଓ ଶ୍ରଦ୍ଧାକୁ। କେତେ ଗୁଲୁଗୁଲିଆ ହୋଇଥିଲେ ଏତେ ସୁନ୍ଦର ହୋଇଥିଲେ ଯେ ଶ-ତ୍ରୁ ବି ଦେଖିଲେ ଶଙ୍କି ଯିବ। ହେଲେ ଜନ୍ମ କଲା ମା’ ସେ ଛୁଆ ଦୁଇଟାକୁ ଯେମିତି ଘୃଣା କରୁଥିଲା ନିଜ ଛାତିରୁ କ୍ଷୀର ଦେବା ତ ଦୂରର କଥା ତାଙ୍କ ମୁହଁକୁ ଥରୁଟିଏ ବି ଚାହୁଁନଥିଲା। ଛୁଆ କା-ନ୍ଦିଲେ ତାକୁ ଭଲ ଲାଗୁନଥିଲା। ରାତିରେ ଶୋଇଲା ବେଳେ ବାରମ୍ବାର ନିଦ ଭାଙ୍ଗି ଯାଉଥିଲା ଯାହାକୁ ନେଇ ଚିଡି ଯାଇଥିଲା ମା’।

ଆଉ ସେଥିପାଇଁ ମା’ ନିଜ ଛୁଆଙ୍କୁ ମାରିବାକୁ ରଚିଲା ଷ-ଡ଼ଯ-ନ୍ତ୍ର। ବଡ଼ ମା’କୁ ଲାଟିନ ପଠାଇ ଦେଇ ଛୁଆ କାନ୍ଦୁଥିବା ବେଳେ ସେମାନଙ୍କ ପାଖକୁ ଯାଇ କ୍ଷୀର ଖୁଆଇ ଚୁପ କଲା। ପିଲା ଦୁଇଟି ଶୋଇ ପଡିବା ପରେ ଘରେ କେହି କୁଆଡେ ନଥିବାର ସୁଯୋଗ ନେଇ ଲୁ-ଚି ଲୁ-ଚି କୂଅ ପାଖକୁ ଗଲା ଆଉ ଦୁଇ ଛୁଆଙ୍କୁ ମା-ରି ଗଭୀର କୂଅ ଭିତରକୁ ଫୋପାଡ଼ି ଦେଇ ଚାଲି ଆସିଲା।

କାଳେ କିଏ ସ-ନ୍ଦେହ କରିବ ବୋଲି ବାହାନା କରି ସାଇକୁ କ୍ଷୀର ଆଣିବା ପାଇଁ ପଳାଇଲା। ଏପଟେ ଘର ଲୋକ ଆସି ଦେଖିଲା ବେଳକୁ ପାଣି ଭିତରେ ଭାସୁଛନ୍ତି ସାଇ ଓ ଶ୍ରଦ୍ଧା। ଏ ଦୃଶ୍ୟ ଦେଖିଲା ପରେ କା-ନ୍ଦ ବୋବାଳିରେ ଫାଟି ପଡୁଛି ଘର। ବଡ଼ ମା’ ଆଖିରୁ ଯେମିତି ଲୁହା ଶୁଖୁନି।

ଦେବକୀ ନହେଲେ ବି ଯଶୋଦା ପରି ସେ ପିଲାଙ୍କୁ ଯେଉଁ ସ୍ନେହ ଶ୍ରଦ୍ଧା ମମତା ଆଦର ଦେଇଥିଲା ଆଜି ତା ଆଖି ଆଗରେ ତା ସାଇ ଓ ଶ୍ରଦ୍ଧା ମରି ପଡିଛନ୍ତି। ଏ ଛାତିଥରା ଦୃ-ଶ୍ୟ ଦେଖି ବଡ଼ ମା’ ଆଜି ନିଜକୁ ସମ୍ଭାଳି ପାରୁନି। କା-ନ୍ଦି କା-ନ୍ଦି ଚେ-ତାଶୂ-ନ୍ୟ ହୋଇଯାଉଛି। ଆଉ ସବୁଠି ସାଇ ଓ ଶ୍ରଦ୍ଧାକୁ ଖୋଜି ବୁଲୁଛି।

ହଁ ଆଜ୍ଞା ଅନୁଗୁଳ ଜିଲ୍ଲା ବସଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବମୁଣ୍ଡାଢ଼ିପି ସାହିରେ ଘଟିଥିବା ସେହି ଘ-ଟଣା ନୂଆ ଏକ ମୋଡ଼ ନେଇଛି। ନିଜ ଜନ୍ମ କଲା ମା’ ହିଁ ନିଜ ଛୁଆଙ୍କୁ ହ-ତ୍ୟା କରିଥିବା କଥା ଜଣା ପଡ଼ିଛି। ଖାଲି ଏତିକି ନୁହେଁ ହ-ତ୍ୟା କରିବାର ୨୪ ଘଣ୍ଟା ପରେ ନିଜ ଦୋ-ଷକୁ ସ୍ୟୁକର କରିଛି ମା’।

ଦୀର୍ଘ ୧୧ ବର୍ଷ ଧରି ତପସିନୀ ଓ ସୁନୀଲଙ୍କର ପିଲା ଛୁଆ ନହେଉଥିବା ବେଳେ ଅନେକ ଡାକ୍ତର ଦେଖା ଦେଖି କରିବା ପରେ ଗତ ୩ ମାସ ତଳେ ତାଙ୍କ କୋଳକୁ ଆସିଥିଲେ ଯାଆଁଳା ଛୁଆ। କିନ୍ତୁ ମା’ ତାଙ୍କୁ ଆଦୌ ଭଲ ପାଉନଥିଲା। ତେଣୁ ତାଙ୍କର ମଝିଆ ଯା ଯାହାଙ୍କର କୌଣସି ପିଲା ଛୁଆ ନାହାନ୍ତି ସାଇ ଓ ଶ୍ରଦ୍ଧାକୁ ନିଜର ପିଲା ଭଳି କୋଳେଇ ନେଇଥିଲେ। ଖାଲି ସେତିକି ନୁହେଁ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ପ୍ରକାରର ଯତ୍ନ ନେଉଥିଲେ।

ଆଉ ନିଜେ ପୋ-ଲିସ ଆଗରେ ବି ଏ କଥାକୁ ସ୍ୟୁକର କରିଛି। ଆଉ କହିଛି ମୁଁ ନିଜେ ହିଁ ମୋ ନିଜ ହାତରେ ମା-ରିଛି। ମାତ୍ର କାହିଁକି ମା-ରିଛି ତାର କାରଣ ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇନି। କିନ୍ତୁ ହ-ତ୍ୟାକା-ରୀ ମା’ ତପସିନୀକୁ ବନ୍ତଲା ପୋ-ଲିସ ଉଠାଇ ନେଇଥିବା ବେଳେ ଏ ଘଟ-ଣାକୁ ନେଇ ତ-ଦନ୍ତ ଜାରି ରଖିଛି। ତେବେ ପୋଲି-ସର ତ-ଦନ୍ତ ପରେ ସଠିକ କଥା ଜଣା ପଡିବ।

Leave a Reply

Your email address will not be published. Required fields are marked *