ଅଯୋଧ୍ୟା ରାମ ମନ୍ଦିରରେ ବୁଲୁଥିଲେ ୩ ଗ୍ୟା-ଙ୍ଗଷ୍ଟା-ର, ପଚରାଉଚରା କରୁଛି ପୋ-ଲିସ।

ଅଯୋଧ୍ୟାରେ ବୁଲୁଥିବା ୩ ଜଣ ସନ୍ଦି-ଗ୍ଧଙ୍କୁ ଅଟକ ରଖାଯାଇଛି। ଅଯୋଧ୍ୟାକୁ ଆସିଥିବା ଘଟ-ଣାକୁ ନେଇ ସେମାନଙ୍କ ଉଦେଶ୍ୟ ଜଣାପଡିନି। କଡା ସୁର-କ୍ଷା ବଳୟରେ ରହିଛି ଅଯୋଧ୍ୟା ନଗରୀ।ଏସବୁ ଭିତରେ ଏବେ ଅଯୋଧ୍ୟାକୁ ନେଇ ବଡ଼ ଖବର ଆସୁଛି ଯେତେବେଳେ ଅଯୋଧ୍ୟା ସଜେଇ ହୋଇଛି ସେତେବେଳେ ଅଯୋଧ୍ୟାରେ ୩ ଜଣ ଗ୍ୟା-ଙ୍ଗଷ୍ଟା-ରକୁ ପୋ-ଲିସ ଅଟକ ରଖିଛି। ସନ୍ଦେ-ହରେ ପଚ-ରାଉ-ଚରା କରୁଛି। ହଁ କେଉଁ ଉଦେ-ଶ୍ୟ ନେଇ ସେମାନେ ଅଯୋଧ୍ୟାକୁ ଆସିଥିଲେ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଯେତେବେଳେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ଯେତେବେଳେ ପ୍ରଭୁ ଶ୍ରୀରାମଙ୍କ ଧ୍ୱନୀରେ ପ୍ରକ-ମ୍ପିତ ହେବ ଗଗନ ପବନ। ଯେତେବେଳେ କ୍ଷୀରି ପୁରୀରେ ଭାସିବ ଅଯୋଧ୍ୟା ଠିକ ସେତିକିବେଳେ କିଛି ମନ୍ଦ ଉଦେଶ୍ୟ ରଖି ଅଯୋଧ୍ୟା ଭିତରକୁ ପ୍ରବେଶ କରିଥିବା ୩ ଜଣ ସନ୍ଦି-ଗ୍ଧଙ୍କୁ ବର୍ତ୍ତମାନ ପୋ-ଲିସ ଅଟକ ରଖିଛି। ପଚ-ରାଉ-ଚରା କରୁଛି।

ହଁ ବନ୍ଧୁଗଣ ଯେତେବେଳେ ପୁରା ସୁର-କ୍ଷା ବ୍ୟବସ୍ଥାକୁ କ-ଡାକ-ଡି କରାଯାଇଛି ଜୋରଦାର ପ୍ରସ୍ତୁତି ଚାଲିଛି ଯେତେବେଳେ ରଙ୍ଗ ବେରଙ୍ଗୀ ମୁରୁଜରେ ରାସ୍ତା ଘାଟ ସଜେଇ ହୋଇଛି ଆଉ ନାଲି ନୀଳ ଲାଇଟରେ ସତେ ଯେମିତି ଲାଗୁଛି ଅଯୋଧ୍ୟା ନୂଆ ବୋହୂଟି ପରି ସଜେଇ ହୋଇଛି। ଏସବୁ ଭିତରେ କିନ୍ତୁ ସୁର-କ୍ଷା ବଳୟ ଭେଦି ୩ ଜଣ ସ-ନ୍ଦିଗ୍ଧ ବୁଲାବୁଲି କରିଥିଲେ। ଯାହାକୁ ସ-ନ୍ଦେହ କରି ପୋ-ଲିସ ଅଟକ ରଖିଛି। ଚେକିଂ ବେଳେ ଇୟୁପି ଏଣ୍ଡିଏସ ୩ ସନ୍ଦି-ଗ୍ଧଙ୍କୁ ଅଟକ ରଖି ପଚ-ରାଉ-ଚରା ଚଳାଇଥିବା ଉତ୍ତରପ୍ରଦେଶ ଡିଜି ସୂଚନା ଦେଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏ ୩ ଜଣଙ୍କ ମଧ୍ୟରେ କୁ-ଖ୍ୟାତ ଗ୍ୟା-ଙ୍ଗଷ୍ଟା-ର ସୁକଖା ଦୁନେଟ ଗ୍ୟା-ଙ୍ଗର ଧର୍ମବୀରଙ୍କ ସମେତ ଏହି ୩ ଜଣ ଅଛନ୍ତି ଯାହା ବର୍ତ୍ତମାନର ସବୁଠାରୁ ବଡ଼ ଖବର।ଗତ ବର୍ଷ କାନାଡ଼ାରେ ସୁକଖା ଦୁନେଟଙ୍କୁ ହ-ତ୍ୟା କରାଯାଇଥିଲା। ୟୁପି ଏଡିଏସ ସହ ଇଣ୍ଟେଲିଜେଣ୍ଟ ଏହି ୩ ଜଣଙ୍କୁ ପଚ-ରାଉ-ଚରା ଜାରି ରଖିଛି।ତେବେ ଅଯୋଧ୍ୟାରେ ଏମାନେ କୌଣସି କିଛି କଥାକୁ କହୁନାହାନ୍ତ ଏମାନେ କେଉଁ ଉଦେଶ୍ୟ ନେଇ ଅଯୋଧ୍ୟାକୁ ଆସିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କଡା ସୁର-କ୍ଷା ବଳୟ ଭିତରେ ବର୍ତ୍ତମାନ ଅଯୋଧ୍ୟା ନଗରୀ ରହିଛି।

Leave a Reply

Your email address will not be published. Required fields are marked *