ପୋ-ଲିସ ମୋ ଶାଢ଼ୀ, ବ୍ଲାଉଜ ଓ ଶାୟା ଚିରି ବିଚ ରାସ୍ତାରେ ମୋତେ ….ଏମିତି କିଛି ଅଭି-ଯୋଗ ଆଣିଲେ ମହିଳା।
ପୋ-ଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଘରେ କେହି ନଥିବା ସମୟରେ ମହିଳାଙ୍କୁ ଏକା ପାଇ ତାଙ୍କୁ ଟଣାଓଟରା କଲେ। ବ୍ଲାଉଜ ଶାଢ଼ୀ ଶାୟା ସବୁକିଛି ଚିରି ଦେଲେ। ତାକୁ ତଳେ ପକାଇ ଉଲ-ଗ୍ନ ଓ ଅସଦାଚରଣ କରିଲେ। ମହିଳା ଜଣକ ଯେତେ ଚି-ତ୍କାର କଲେ ବି ତାଙ୍କ କଥା ଜମା ବି ଶୁଣି ନଥିଲେ। ଉଲ-ଗ୍ନ ଅବସ୍ଥାରେ ମହିଳାଙ୍କୁ ଘୋଷାଡି ଘୋଷାଡି ବିଚ ରାସ୍ତାକୁ ନେଇ ଆସିଥିଲେ। ଏମିତି କିଛି କଥା କହିଛନ୍ତି ସେଠାରେ ଥିବା ସ୍ଥାନୀୟ ଲୋକେ।
ଏଭଳି ଭାବରେ ପୋ-ଲିସ ମହିଳାଙ୍କୁ ଉଲ-ଗ୍ନ କରିହନ୍ତସନ୍ତ କରିଛି। ଯେଉଁ ଘଟ-ଣାକୁ ନେଇ ମୁହଁ ଖୋଲିଛନ୍ତି ପି-ଡିତା ମହିଳା ଜଣକ। ପିଡିତା ଜଣକ କହିଛନ୍ତି ଯେ ମୋ ସହିତ ପୋ-ଲିସ ବାବି ଅସ-ଦାଚରଣ କରିଛନ୍ତି। ସମସ୍ତଙ୍କ ଆଗରେ ବିଚ ରାସ୍ତାରେ ମୋ ଶାଢ଼ୀ ବ୍ଲାଉଜ ଓ ଶାୟା ମଧ୍ୟ ଚିରି ମୋତେ ଉଲ-ଗ୍ନ କରିଦେଲେ। ଏ କଥା ମୋ ସ୍ୱାମୀ ଶୁଣିଲେ କେବେବି ସହିବନି। ମୋତେ ଘରୁ ତଣ୍ଟିଆ ମା-ରି ଘରୁ ବାହାର କରିଦେବ। ମୁଁ କଣ କରିବି କଉଠି ରହିବି ମୋତେ ଏ ଏବେ ନ୍ୟା-ୟ ଦିଅନ୍ତୁ। ଏମିତି କିଛି କହି ଥା-ନା ଆଗରେ ନ୍ୟା-ୟ ଅପେକ୍ଷାରେ ବସିଛନ୍ତି ପି-ଡିତା ମହିଳା।
ହଁ ବନ୍ଧୁଗଣ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥା-ନାକୁ ଫେରିଛନ୍ତି ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଗତ ୧୦ ତାରିଖ ଦିନ କାମାକ୍ଷା ନଗର ଅବକାରୀ ପୋ-ଲିସ ଓ କଙ୍କଡାହାଡ଼ ପୋ-ଲିସ ମିଳିତ ଭାବରେ ବାଳିକୁମା ଗାଁରେ ମ-ଦ ଉପରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଚଇନିକ ମହିଳାଙ୍କୁ ଅବକାରୀ କର୍ମଚାରୀ ପୋ-ଲିସ ଅସଦାଚରଣ କରିଥିବା ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଅଭି-ଯୋଗ ହୋଇଛି।
ଯାହାକୁ ନେଇ ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ରାଲି ସହର ପରିକ୍ରମା କରିବା ସହିତ କଙ୍କଡାହାଡ଼ ଥା-ନା ଆଗରେ ବିକ୍ଷୋଭ କରାଯାଇଛି। ଯେଉଁ ଅଧିକାରୀ ସେଥିରେ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାଙ୍କୁ ଗି-ରଫ ଦାବି କରିଛି ଆଦିବାସୀ ମିଳିତ ମଞ୍ଚ। ଯଦି ତାଙ୍କୁ ଗି-ରଫ କରାନଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଚେତା-ବନୀ ଦିଆଯାଇଛି।ସେପଟେ ଘଟ-ଣାକୁ ନେଇ ମୁହଁ ଖୋଲିଛନ୍ତି କାମାକ୍ଷା ନଗରର SDPO। ସେ କହିଛନ୍ତି ଯେ ଆମେ ଏ ବିଷୟରେ ଆକ୍ସନ ନେବୁ। ୭ ଦିନ ଭିତରେ ସେ ମେଟରକୁ ଇନକୁଆରୀ ପାଇଁ ହାୟର କୁୱାଟରକୁ ଲେଖିକି ଜଣେଇବୁ।
ଏଥିରେ କଙ୍କଡାହାଡ଼ ଆଦିବାସୀ ମିଳିତ ମଞ୍ଚର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ତେବେ କଙ୍କଡାହାଡ଼ ତହସିଲଦାର ସୌଦାମିନୀ ନାୟକ କାମାକ୍ଷା ନଗର SDPO ପ୍ରଭାତକୁମାର ତ୍ରିପାଠୀ ଥା-ନା ଅଧିକାରିଣୀ କଳ୍ପନା ବେହେରା ଏବଂ ଆଦିବାସୀ ମିଳିତ ମଞ୍ଚ ସହିତ ଏକାଠି ବସି ବୁଝାସୁଝା କରିବା ସହିତ ୭ ଦିନ ଭିତରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି