ବାପା ପୁଅକୁ ଟିକେ ଦେଖିବ ବୋଲି ଦୌଡୁଛି କିନ୍ତୁ ହଷ୍ଟେଲ ଭିତରେ ପୁଅର… ।
ପୁଅର ଶବକୁ ଟିକେ ଦେଖିବା ପାଇଁ “ମୋ ଧନ ଧନରେ” କହି ଧାଇଁ ଯାଉଛି ବାପା । ହଁ ଆଜ୍ଞା ପୁଅ ନଗେନ୍ଦ୍ରର ହଷ୍ଟେଲରେ ଜୀବନ ଯାଇଛି । ଆଉ ଏପଟେ ବାପା ତା ପୁଅକୁ ଶେଷଥର ପାଇଁ ଟିକେ ଦେଖିବ ବୋଲି ଧାଉଁଛି । ପୁଅ ଭଲ ପାଠ ପଢୁଛି ବୋଲି ବାପା ପୁଅକୁ ସବୁ ଦୁଃ-ଖ କଷ୍ଟ ସହି ହଷ୍ଟେଲରେ ରଖି ତାକୁ ପାଠ ପଢ଼ାଉଥିଲେ । ହେଲେ ପୁଅର ଏବେ ମରିବା ଖବର ପାଇବା ପରେ ସତେ ଯେପରି ଏ ବାପାର ପାଦ ତଳୁ ମାଟି ଖସିଗଲା ।
ଯେଉଁ ହାତରେ ପୁଅର ହାତ ଧରି ଚଲେଇବା ଶିଖାଇଥିଲା ଓ ପୁଅକୁ ଛୋଟରୁ ବଡ କରିଥିଲା ଆଜି ସେହି ହାତରେ ବାପା ପୁଅର ଶ-ବକୁ ମଶା-ଣିକୁ ନେବ । ହଁ ଆଜ୍ଞା ଜଣେ ଛାତ୍ରର ହଷ୍ଟେଲରେ ଜୀବନ ଯାଇଛି । ଆଉ ଛାତ୍ର ଜଣକ ହେଉଛନ୍ତି ନଗେନ୍ଦ୍ର ଦାସ । ତାଙ୍କ ଘର ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ବଡ଼ ବାଲିକୁଦା ଅଞ୍ଚଳରେ । ସେ ଯାଜପୁରର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଛାତ୍ରାବାସରେ ରହି ପାଠ ପଢୁଥିଲେ ।
ନଗେନ ଦାସ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ହେଲେ ଏବେ ହଷ୍ଟେଲ ଭିତରେ ତାଙ୍କର ମୃ-ତ ଦେହ ମିଳିଛି । ତେବେ ବନ୍ଧୁଗଣ ନଗେନଙ୍କ ମୃ-ତ୍ୟୁ କିପରି ହେଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ପାରିନାହିଁ କିନ୍ତୁ ତାଙ୍କର ପରିବାର ଲୋକେ ଅଭି-ଯୋଗ କରିଛନ୍ତି ଯେ ପୁଅ ନଗେନ୍ କୁ ମା-ରି ଦିଆଯାଇଛି । ତେବେ ଘ-ଟଣା ସ୍ଥଳରେ ପୋ-ଲିସ୍ ଓ ସାଇଣ୍ଟିଫିକ ଟିମ୍ ସଙ୍ଗେ ସଙ୍ଗେ ପହଞ୍ଚି ତ-ଦନ୍ତ ଆରମ୍ଭ କରି ଦେଇଛନ୍ତି । ଆହୁରି ମଧ୍ୟ ଘ-ଟଣା ସ୍ଥଳରେ ତହସିଲଦାର ପହଞ୍ଚି ଯାଇଛନ୍ତି ।
ତହସିଲଦାର କହିଛନ୍ତି ଯେ ଏହି ଘଟ-ଣାର ସମସ୍ତ ଦିଗକୁ ସୂଚାର ରୂପେ ତଦ-ନ୍ତ କରାଯାଉଅଛି । ଛାତ୍ର ନଗେନ୍ ଦାସଙ୍କର ହଷ୍ଟେଲ ରୁମ୍ ଭିତରେ କିଭଳି ଅଚାନକ ମୃ-ତ୍ୟୁ ହେଲା ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି କହିଛନ୍ତି ଖୋଦ୍ ତହସିଲଦାର ମହୋଦୟ । ତେବେ ଯାଜପୁର ସଦର ଥା-ନା ପୋ-ଲିସ ଏସଡିପିଓ ଓ ତହସିଲଦାର ପହଞ୍ଚି ଘଟ-ଣାର ସମସ୍ତ ଦିଗକୁ ତ-ଦନ୍ତ କରୁଛନ୍ତି । ତେବେ ଛାତ୍ର ନଗେନ ଦାସ୍ ଙ୍କ ମୃ-ତ୍ୟ କେମିତି ହେଲା ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ ।