୧୦ ଦିନ ଭିତରେ ଦିଲ୍ଲୀପଙ୍କ ଦୁଆରୁ ଉଠିଲା ୩ ଟି କୋକେଇ। ଦିଲ୍ଲୀପଙ୍କର ଶେଷ ଯାତ୍ରା ଚାଲିଛି। ମା’ କା-ନ୍ଦୁଛି।

୩ ମୃ-ତ ଦେହର ଅନ୍ତିମ ସ-ତ୍କାର କରିଛନ୍ତି ଦିଲ୍ଲୀପଙ୍କ ପରିବାର ଲୋକେ। DNA ରି-ପୋର୍ଟ ଆସିଲା ଆଉ ଦିଲ୍ଲୀପଙ୍କ ମୃ-ତ ଦେହ ଦିଲ୍ଲୀପଙ୍କ ପରିବାରକୁ ଦିଆଗଲା। ଆଉ ତା’ପରେ କାନ୍ଦ ବୋବାଳିରେ ଫାଟି ପଡିଲା ଦିଲ୍ଲୀପଙ୍କ ପରିବାର। ଏ ଦୃ-ଶ୍ୟ ହେଉଛି ଯେତେବେଳେ DNA ରିପୋର୍ଟ ଆସିଛି ତାହା ଦିଲ୍ଲୀପଙ୍କର ସ୍ପଷ୍ଟ ହୋଇଛି ଆଉ ଦିଲ୍ଲୀପଙ୍କ ମୃ-ତ ଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଆଉ ସେତେବେଳେ ପୁଣି ଥରେ ଦିଲ୍ଲୀପଙ୍କ ଘର ଦୁଆରେ କୋକେଇ ବନ୍ଧା ଚାଲିଛି।

ପୂର୍ବରୁ ଥରେ ଜ୍ୟୋତିରଞ୍ଜନଙ୍କ ପାଇଁ ଦିଲ୍ଲୀପଙ୍କ ଦୁଆରେ କୋକେଇ ବନ୍ଧା ହୋଇଥିଲା। ପୂର୍ବରୁ ଦିଲ୍ଲୀପଙ୍କ ପତ୍ନୀଙ୍କ ପାଇଁ ସେହି ଦୁଆରେ କୋକେଇ ବନ୍ଧା ହୋଇଥିଲା। ଏଇ ୧୦ ଦିନ ଭିତରେ ଗୋଟିଏ ଦୁଆର ମୁହଁରୁ ତିନି ତିନୋଟି କୋକେଇ ଉଠିଲା।ବନ୍ଧୁଗଣ ସମସ୍ତଙ୍କ ଛାତିକୁ ଯେମିତି ପଥର ସେମାନେ କରିଦେଇଛନ୍ତି। ଏଇ ଯେମିତି ଆଗେ ଆଗେ ମୃ-ତ ଶୋଭା ଯାତ୍ରା ଚାଲିଛି ଆଉ ପଛରେ ଗଡେଇ ଗଡେଇ ଯାଉଛି ବାହୁନି ବାହୁନି କା-ନ୍ଦୁଛି ମା’ ପୁଅକୁ ଟିକେ ଦେଖିବାକୁ।

ବନ୍ଧୁଗଣ ଏଠାରେ କାହାର ରହିଲା ଭୂଲ। କାହାର ଭୁଲ ପାଇଁ ଏଠି ଚାରି ଚାରୋଟି ଜୀବନ ଚାଲିଗଲା ଆଉ ଗୋଟିଏ ଦୁଆର ମୁହଁରେ ତିନି ତିନୋଟି କୋକେଇ ଉଠିଲା। କିଏ ଏଥିପାଇଁ ଦାୟୀ। ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି।ବନ୍ଧୁଗଣ ହାଇଟେଲ ହସ୍ପିଟାଲ ବିସ୍ଫୋ-ରଣରେ ୩ ଜଣଙ୍କର ପ୍ରା-ଣ ଯାଇଛି। ମୃତ-କଙ୍କ ମଧ୍ୟରେ ତୃତୀୟ ଜଣକ କିଏ ବୋଲି ଦେଖା ଦେଇଥିଲା ବି-ବାଦ। DNA ରି-ପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ତୃତୀୟ ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ।

ଯାହାଙ୍କ ପରିବାର ପୂର୍ବରୁ ଜ୍ୟୋତିରଞ୍ଜନଙ୍କ ମୃ-ତ ଦେହକୁ ଦିଲ୍ଲୀପଙ୍କର ଭାବି ଅନ୍ତିମ ସ-ତ୍କାର କରିଥିଲେ। ସ୍ୱାମୀ ଚାଲିଗଲେ ବୋଲି ଯାହାଙ୍କ ସ୍ତ୍ରୀ ଚାଲି ଯାଇଥିଲେ ସେ କିନ୍ତୁ ବଞ୍ଚିଥିଲେ। ଯେତେବେଳେ ତାଙ୍କର ହସ ଆସିଥିଲା ସେ କହିଥିଲେ ମୁଁ ଦିଲ୍ଲୀପ। ଆଉ ଦିଲ୍ଲୀପ ବି ମଧ୍ୟ ପରବର୍ତ୍ତୀ ସମୟରେ ଚାଲି ଯାଇଥିଲେ। ଯାହାର ଅନ୍ତିମ ସ-ତ୍କାର କାଲି କରାଯାଇଛି।

ବନ୍ଧୁଗଣ ଗୋଟିଏ ପରିବାର ଗୋଟିଏ ଦୁଆର ମୁହଁରେ ୧୦ ଦିନ ଭିତରେ ଏକ ନୁହେଁ ଦୁଇ ନୁହେଁ ତିନି ତିନୋଟି ମୃ-ତ ଦେହ ଉଠିବ କେମିତି ସହିଛି ଏ ଛାତି। କେମିତି ସହିବ ଏ ହୃଦୟ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଗାଁ ସାରା ଶୋକାକୁଳ ପରିବେଶ।

ଏସବୁ ଭିତରେ କିନ୍ତୁ ଦିଲ୍ଲୀପଙ୍କ ପରିବାର ତିନି ତିନୋଟି ମୃ-ତ ଦେହକୁ ଅ-ନ୍ତିମ ସ-ତ୍କାର କରିଛନ୍ତି। କିଛି ନହେଲେ ପୁଅର ଶେଷ କ୍ରି-ୟାକ-ର୍ମ କରିଛନ୍ତି।କିନ୍ତୁ ଜ୍ୟୋତିରଞ୍ଜନଙ୍କ ପରିବାର ପାଇଲା କଣ? ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ପାଇଲା କଣ? ନାଁ ସ୍ୱାମୀକୁ ଶେଷ ଥର ପାଇଁ ଦେଖି ପାରିଲେ ନାଁ ଘରର ପୁଅର କ୍ରିୟାକର୍ମକୁ ପରିବାର ଲୋକ ଠିକ ଭାବରେ କରିପାରିଲେ ଯାହାକୁ ନେଇ ଅନେକ କଷ୍ଟରେ ଅଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର।

Leave a Reply

Your email address will not be published. Required fields are marked *