ଚଳନ୍ତା ଟ୍ରେନ୍ ରୁ ଓହ୍ଲାଉଥିଲେ ମହିଳା, ହଠାତ ଖସିଗଲା ଗୋଡ଼ ଆଉ ତାପରେ…

ସମୟ ସକାଳ ପ୍ରାୟ ଆଠଟା କି ସାଢ଼େ ଆଠଟା ହେବ। ଭଦ୍ରକ ଷ୍ଟେସନରେ ଆସି ପହଞ୍ଚିଥିଲା ଫାଷ୍ଟ୍ ପେସେଞ୍ଜର୍ ଟ୍ରେନ୍। ଆଉ କିଛି ସମୟ ସେଠି ରହିଲା ପରେ ଯିଏ ଯାହାର ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଟ୍ରେନରେ ଚଢ଼ିଯାଇଥିଲେ। ଆଉ ତାପରେ ଟ୍ରେନଟି ଧୀରେ ଧୀରେ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ହେଲେ କଣ ହେଲା କେଜାଣି ଜଣେ ମହିଳା ହଠାତ୍ ଟ୍ରେନ ଡୋର୍ ପାଖକୁ ଦୌଡ଼ି ଆସିଲେ।

ଆଉ ଚଳନ୍ତା ଟ୍ରେନରୁ ସିଧା ଓହ୍ଲାଇ ପଡ଼ିଲେ। ଆଉ ତାପରେ ଯାହା ଘଟିଲା ସମସ୍ତେ ଦେଖି ତାକୁ କାବା ହୋଇଗଲେ। ହଁ ଆଜ୍ଞା ସେ ଦୃ-ଶ୍ୟ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଦେଖାଇ ପାରୁନୁ ମାତ୍ର ଆପଣମାନେ ଦେଖୁଥିବା ଦୃଶ୍ୟ ମାଧ୍ୟମରେ ଅନୁମାନ କରି ପାରୁଥିବେ ଯେ ମହିଳାଙ୍କର ଅବସ୍ଥା କଣ ହୋଇଥିବ। ଏ ଦୃଶ୍ୟକୁ ଦେଖିଲା ପରେ ସମସ୍ତେ ଚିତ୍କାର କରିଥିଲେ ।

ଆଉ କିଏ କଣ କରିବ ବୋଲି ଭାବି ପାରି ନଥିଲେ। ଆଉ ସେପଟେ ମହିଳା ଜଣଙ୍କର ଅବସ୍ଥା ପୁରା ଶୋଚୋନୀୟ ହୋଇଯାଇଥିଲା। ଆଉ ଓହ୍ଲାଇବା ସମୟରେ ଟ୍ରେନରୁ ତାଙ୍କ ପାଦ ଖସି ଯାଇଥିଲା। ବାରମ୍ବାର ଟ୍ରେନ୍ ତାଙ୍କୁ ଧ-କ୍କା ଉପରେ ଧ-କ୍କା ମା-ରି ଚାଲିଥିଲା। କ୍ଷତ ବି-କ୍ଷତ ହୋଇ ଯାଇଥିବା ବେଳେ ସେ ତାଙ୍କର ଭାରସାମ୍ୟ ହରାଇ ବସିଥିଲେ।

ଟ୍ରେନ୍ ଟ୍ରାକରେ ପଡ଼ିବାକୁ ଯାଉଥିବା ବେଳେ ହଠାତ୍ ଦେବଦୂତ ସାଜି ଆସି ପହଞ୍ଚିଗଲେ ଜଣେ କାର୍ଯ୍ୟରତ କନେଷ୍ଟବଳ। ଆଉ ସେ ଟ୍ରେନ୍ ଚକାରୁ ବି ମୃ-ତ୍ୟୁ କବଳରୁ ଘୋଷାରି ତାଙ୍କୁ ଆଣିଲେ। ଆଉ ମହିଳାଙ୍କୁ ଦେଇଛନ୍ତି ନୂଆ ଜୀବନ। ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। କିଭଳି ଭାବରେ ମହିଳାଙ୍କୁ ଟ୍ରେନ୍ ଚକା ତଳୁ ଉ-ଦ୍ଧାର କରିଛନ୍ତି ଏ କନେଷ୍ଟବଳ ବାବୁ ଜଣକ।

ଏକ ବଡ଼ ଅଘଟଣ ହେବା ପୂର୍ବରୁ କେଉଁଭଳି ଭାବରେ କନେଷ୍ଟବଳ ବାବୁ ଜଣକ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ତାହା ଭଦ୍ରକ ଷ୍ଟେସନ ପରିସରରେ ଥିବା ସି.ସି. ଟିଭିରେ କ-ଏଦ ହୋଇଛି। ଆଉ ଏଇ ଘଟ-ଣାକୁ ନେଇ ସବୁଠି ମିଳୁଛି ବାଃ ବାଃ। କନେଷ୍ଟବଳଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଯିଏ ଏ ଦୃ-ଶ୍ୟକୁ ଦେଖୁଛି ସେ ତାଙ୍କୁ ପ୍ରଶଂସା ନକରି ରହି ପାରୁନି। ତେବେ ଆପଣମାନେ ଭାବୁଥିବେ ଯେ ମହିଳା ଜଣଙ୍କ ଚଳନ୍ତା ଟ୍ରେନରୁ କାହିଁକି ତଳକୁ ଓହ୍ଲାଇ ପଡ଼ିଥିଲେ । ଏହାର କାରଣ ହେଉଛି ବାଲେଶ୍ଵର ଅଞ୍ଚଳର ଜୈନିକ ମହିଳା ଜଣକ ବାଲେଶ୍ଵର ଯିବା ପାଇଁ ମେମୋ ଟ୍ରେନକୁ ଅପେକ୍ଷା କରିଥିଲେ।

କିନ୍ତୁ ଭୁଲ୍ ବଶତଃ ଯାଜପୁର ଆଡ଼କୁ ଯାଉଥିବା ଫାଷ୍ଟ ପେସେଞ୍ଜର ଟ୍ରେନରେ ସେ ବସି ପଡ଼ିଥିଲେ। ହେଲେ ସେ ଟ୍ରେନରେ ବସିବା ପରେ ତାଙ୍କର ସ-ନ୍ଦେହ ହୋଇଥିଲା । ଆଉ ଯାହାକୁ ନେଇ ସେ ପାଖରେ ବସିଥିବା ଜଣେ ଯାତ୍ରୀଙ୍କୁ ପଚାରିଥିଲେ ଯେ ଟ୍ରେନ୍ କୁଆଡ଼େ ଯାଉଛି। ଆଉ ଯାତ୍ରୀ ଜଣକ କହିଥିଲେ ଯେ ଏ ଟ୍ରେନଟି ବାଲେଶ୍ଵର ନୁହେଁ ଏ ଟ୍ରେନଟି ଯାଜପୁର ଯାଉଛି। ଯାହାକୁ ଶୁଣିବା ପରେ ମହିଳା ଜଣକ ଯେମିତି ଅବାକ୍ ହୋଇ ଯାଇଥିଲେ। ଆଉ କଣ କରିବେ ବୋଲି ବୁଦ୍ଧି ବାଟ ପାଇ ନଥିଲେ। ସଙ୍ଗେ ସଙ୍ଗେ ଚଳନ୍ତା ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସେ ଭାବି ନେଇ ଥିଲେ ଯେ ସେ ଟ୍ରେନରୁ ଓହ୍ଲାଇ ସୁର-କ୍ଷିତ ଭାବରେ ପଳେଇ ଯାଇ ପାରିବେ।

ମାତ୍ର କଣ ହେବ ଟ୍ରେନର ବେଗ ଅଧିକ ଥିବାରୁ ସେ ନିଜର ଭାରସାମ୍ୟ ର-କ୍ଷା କରି ପାରି ନଥିଲେ। ଆଉ ସିଧା ଯାଇ ଟ୍ରେନ ଟ୍ରାକରେ ପଡ଼ିବା ଆଗରୁ କାର୍ଯ୍ୟରତ କନେଷ୍ଟବଳ ତାଙ୍କୁ ବଞ୍ଚାଇ ଦେଇଛନ୍ତି। ହଁ ଆଜ୍ଞା ଏଭଳି ଅବସ୍ଥାରେ ଭଦ୍ରକ ରେଳ ଷ୍ଟେସନ ଡ୍ୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି ମହିଳାଙ୍କୁ କାବୁ କରି ପକାଇଥିଲେ ଓ ବଡ଼ ଅଘ-ଟଣରୁ ମହିଳା ଜଣକ ବର୍ତ୍ତି ଯାଇଥିଲେ। ସତେ ଯେମିତି ତାଙ୍କୁ ନୂଆ ଜୀବନ ମିଳି ଯାଇଛି।

ତେବେ କନେଷ୍ଟବଳଙ୍କ ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଷ୍ଟେ-ସନ ପରିସରରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ତାଯୁକ୍ ହେବା ସହ ସାବାସି ଦେଇଥିଲେ। ହଁ ଦର୍ଶକ ବନ୍ଧୁ ଭଦ୍ରକ ଷ୍ଟେସ-ନରେ ଏଭଳି ଅଘ-ଟଣ ସି.ସି. ଟିଭିରେ କ-ଏଦ ହୋଇଥିବା ବେଳେ ସୋସିଆଲ ମିଡ଼ିଆରେ ଏ ଘ-ଟଣା ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ସମସ୍ତେ ଏ ଦୃଶ୍ୟକୁ ଦେଖି ଯାତ୍ରୀ ମାନଙ୍କୁ ସାବଧାନ ରହିବା ସହିତ କନେଷ୍ଟବଳ ବାବୁଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଏ ଘଟ-ଣାଟି କିଛି ଦିନ ତଳର ବୋଲି ଜଣା ପଡିଛି। ମାତ୍ର ସେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି।

Leave a Reply

Your email address will not be published. Required fields are marked *