ନନ୍ଦିନୀ ଦିଦିଙ୍କ ସହ କିଏ କରୁଛି ନୁଙ୍ଗୁ-ଡାମୀ ? ପୁଣି ଚର୍ଚ୍ଚାରେ ନନ୍ଦିନୀ ଦିଦି ନୁଙ୍ଗୁ-ଡାମୀକୁ ନେଇ ଏମିତି କହିଲେ ଦିଦି ।
ବନ୍ଧୁଗଣ ଏବେ ସେହି ନନ୍ଦିନୀ ଦିଦିଙ୍କୁ ନେଇ ଚର୍ଚା ଯାହାଙ୍କୁ ନେଇ କୋଲକାତା ରୁ ଓଡ଼ିଶା ସବୁଠି ଚର୍ଚ୍ଚା । ଆଜ୍ଞା ହଁ ୟୁ-ଟ୍ୟୁବ୍ ରେ ବହୁତ୍ ଲୋକଙ୍କ ଭଲ ପାଇବା ପାଇଛନ୍ତି ନନ୍ଦିନୀ ଦିଦି । ଆଉ ଏବେ ନନ୍ଦିନୀ ଦିଦିଙ୍କୁ କିଛି ନୁ-ଙ୍ଗୁରା ହଇ-ରାଣ କରୁଛନ୍ତି । ଆଜ୍ଞା ହଁ ନନ୍ଦିନୀ ଦିଦିଙ୍କୁ କିଛି ଇଆଡୁ ସିଆଡୁ ମେସେଜ କରୁଛନ୍ତି । ଏଇ ଯେମିତି ୫୩୨୨ଟି କମେଣ୍ଟରୁ ୨୨୨୦ଟି ନୁଙ୍ଗୁ-ରାମି କ-ମେଣ୍ଟ । ନନ୍ଦିନୀ ଦିଦିଙ୍କୁ ସମସ୍ତେ ଜାଣିଛନ୍ତି ସୋସିଆଲ ମିଡ଼ିଆରେ । କାରଣ ନନ୍ଦିନୀ ଦିଦିଙ୍କ ଏକ ବିଜନେସ ଅଛି ।
ହଁ ହୋଟେଲ ବ୍ୟବସାୟ ଅଛି । ନିଜେ ରୋଷେଇ କରନ୍ତି ଆଉ ନିଜେ ମଧ୍ୟ ବାଢ଼ିକି ଲୋକଙ୍କୁ ଖାଇବାକୁ ଦିଅନ୍ତି । ଆଉ ସେଥିପାଇଁ କିଛି ଟଙ୍କା ନିଅନ୍ତି । ଆଉ ସେଥିରେ ମଧ୍ୟ ସେ ଖୁବ୍ ଆନନ୍ଦରେ ରୁହନ୍ତି । ଆଉ ଏହି ଖାଇବା ବାଢ଼ିବାର ଭିଜୁଆଲ ଏବେ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଜଣା ଅଛି । କାରଣ ଏହି ଭିଡ଼ିଓ ସେତେବେଳେ ଭାଇରାଲ୍ ହୁଏ ଯେତେବେଳେ ନନ୍ଦିନୀ ଦିଦି ନିଜ ହାତରେ ଖାଇବା ବାଢ଼ି ଏହାକୁ ଲୋକଙ୍କୁ ଦିଅନ୍ତି ।
ଏସବୁ ଭିତରେ ଯେତେବେଳେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ପୋଷ୍ଟ ହୁଏ ସେତେବେଳେ ନନ୍ଦିନୀ ଦିଦିଙ୍କ ଆକାଶ ଛୁଆଁ ବ୍ୟକ୍ତିତ୍ଵ । କାରଣ ନନ୍ଦିନୀ ଦିଦିଙ୍କ ଫଲୋର୍ସ ସଂଖ୍ୟା ଢେର୍ ଅଧିକ । ନେଟିଜେନ୍ ମାନେ ନନ୍ଦିନୀ ଦିଦିଙ୍କୁ ଭାରି ପସନ୍ଦ କରନ୍ତି କାରଣ ନନ୍ଦିନୀ ଗୋଟାଏ ଚାଉଳରେ ଗଢ଼ା । ଆଉ ଏସବୁ ଭିତରେ କିନ୍ତୁ ନନ୍ଦିନୀ ଦିଦିଙ୍କୁ ଏବେ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିବାକୁ ଡ଼ର ଲାଗୁଛି । କାରଣ ଯେତେବେଳେ କିଛି ଭିଡ଼ିଓ ନନ୍ଦିନୀ ଦିଦି ପୋଷ୍ଟ କରୁଛନ୍ତି ସେତେବେଳେ କମେଣ୍ଟ ବକ୍ସକୁ ଗଲେ ଖୁବ୍ ରାଗୁଛନ୍ତି।
ଏମିତିକି କେହି କେହି ତୁମ ହୋଟେଲରେ ଗୋଟାଏ ପ୍ଲେଟର ଭାତ ମୂଲ୍ୟ କେତେ ବୋଲି ପଚାରୁଛନ୍ତି । ଆଉ କେହି କେହି ବେହିୟାଙ୍କ ଭଳି ଫୋନ୍ କରି ପଚାରୁଛନ୍ତି ଯେ ‘ଦିଦି ତୁମର ରେଟ କେତେ’? ଏସବୁ ଭିତରେ କିନ୍ତୁ ନନ୍ଦିନୀ ଦିଦି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିବାକୁ ଡରୁଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ ଦିଦି ପ୍ରତି-କ୍ରିୟାରେ ଦେଇଥିବା ଉତ୍ତର ଏବେ ସବୁଠି ଭାଇରାଲ ହେଉଛି । ଆଉ ସେହି ଭିଡ଼ିଓରେ ଦିଦିଙ୍କ କହିବା କଥା କିଛି ନୁଙ୍ଗୁ-ରା ଲୋକ ନୁଙ୍ଗୁ-ରାମି କରୁଛନ୍ତି । ହେଲେ ସେମାନଙ୍କୁ ଉତ୍ତର ଦେବା ପାଇଁ ଦିଦିଙ୍କ ପାଖରେ ଉତ୍ତର ନାହିଁ ।