ଛପା ସରିଛି ଏକାଦଶହ କାର୍ଡ ବଞ୍ଚିଛନ୍ତି ଦିଲୀପ।
ଶ-ବ ପଡିବ ପରେ ଶୁ-ଦ୍ଧିକ୍ରି-ୟା ପାଇଁ ସରିଲାଣି ଆୟୋଜନ… କିନ୍ତୁ ବଞ୍ଚି ଉଠିଲେ ଦିଲ୍ଲୀପ।ଟିକେ ଦେଖନ୍ତୁ ଏଇ ଦୁଇଟି ଫୋଟକୁ। ଏ ହେଉଛି ଦିଲ୍ଲୀପ ଆଉ ସୋନାଙ୍କର ବିବାହ ଫୋଟ। ଗୋଟିଏ ପଟେ ଉଭୟଙ୍କର ବିବାହର ଫୋଟ ଆଉ ସେଇ ଫୋଟ ଏକାଦଶହ କାର୍ଯ୍ୟ ପାଇଁ ଛପା ସରିଛି କାର୍ଡ। କିନ୍ତୁ ଶବକୁ ପଡିବା ପରେ ଶୁ-ଦ୍ଧିକ୍ରି-ୟା ପାଇଁ ସରିଲାଣି ଆୟୋଜନ। ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର କଥା। ଛପା ସରିଛି କାର୍ଡ କିନ୍ତୁ ବଞ୍ଚିଛନ୍ତି ଦିଲ୍ଲୀପ।
ହଁ ଆଜ୍ଞା ଦିଲ୍ଲୀପଙ୍କ ମୃ-ତ୍ୟୁ ପୁରା ପରିବାରକୁ ଭାଙ୍ଗି ଦେଇଥିଲା ଆଉ ସ୍ୱାମୀ ଦିଲ୍ଲୀପଙ୍କର ମୃ-ତ୍ୟୁକୁ ସହି ନପାରି ସ୍ତ୍ରୀ ସୋନା ବି ଜୀବନ ହାରି ଦେଇଥିଲେ। ଦିଲ୍ଲୀପ ଓ ସୋନାଙ୍କର ଗୋଟିଏ ଜୁଇରେ ଶ-ବ ସ-ତ୍କାର ହୋଇଥିଲା। ଆଉ ଉଭୟଙ୍କର ମୃ-ତ୍ୟୁକୁ ସାତ ଦିନ ବିତି ଯାଇଛି। ଆଉ ମାତ୍ର ୩ ଦିନ ପରେ ଦିଲ୍ଲୀପ ଓ ସୋନାଙ୍କର ଶୁ-ଦ୍ଧି କାର୍ଯ୍ୟ କରାଯାଇଥାନ୍ତା। ଏକାଦଶହ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ବି ସରିଛି। ଏକା ଥରେ ବିବାହର କାର୍ଡ ଛପା ଯାଇଥିଲା ଆଉ ଏକା ସାଙ୍ଗରେ ଦଶାହ କାର୍ଯ୍ୟର କାର୍ଡ ଛପା ହୋଇଛି।
ସ୍ବାମୀଙ୍କ ହାତ ଧରି ଶାଶୂଘରକୁ ବୋହୂ ହୋଇ ଆସିଥିଲେ ସୋନା, ସ୍ବାମୀଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ନୂଆବର୍ଷରେ ହିଁ ସ୍ତ୍ରୀ ସୋନା ଜୀବନ ହାରି ଦେଲେ। ଆଉ ଏଇ କାର୍ଡଟି ହେଉଛି ଦିଲ୍ଲୀପ ଆଉ ସୋନାଙ୍କର ଏକାଦଶହ କାର୍ଡ। ଏକାଦଶହ କାର୍ଡ ଛପା ସରିଛି ଏହି କାର୍ଡରେ ଉଭୟଙ୍କର ଫୋଟ ବି ରହିଛି। ସେ ପୁଣି ବିବାହର ଫୋଟ। ଆସନ୍ତା ୯ ତାରିଖରେ ହୋଇଥାନ୍ତା ଉଭୟଙ୍କର ଏକାଦଶହ କାର୍ଯ୍ୟ କିନ୍ତୁ ଏବେ ସାମ୍ନାକୁ ଆସିଛି କାର୍ଡରେ ଛପା ହୋଇଥିବା ଦିଲ୍ଲୀପ ବଞ୍ଚିଛନ୍ତି।
ହଁ ଆଜ୍ଞା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ବିସ୍ଫୋ-ରଣ ଘଟ-ଣାର ସାମ୍ନାକୁ ଆସିଛି ଏକ ବଡ଼ ଟୁଇଷ୍ଟ।ଗତ ଡିସେମ୍ବର ମାସ ୩୦ ତାରିଖରେ ହାଇଟେକ ମେଡିକାଲ ଓ ହସ୍ପିଟାଲରେ ଗ୍ୟା-ସ ବିସ୍ଫୋ-ରଣ ହୋଇଥିଲା। ଆଉ ସେହି ବିସ୍ଫୋ-ରଣରେ ୪ ଜଣ ଗୁରୁ-ତ୍ୱର ହୋଇପଡିଥିଲେ। ତାଙ୍କ ମଧ୍ୟରୁ ଦୁଇଜଣଙ୍କର ମୃ-ତ୍ୟୁ ହୋଇଥିବା ଜଣା ପଡିଥିଲା। ଆଉ ସେଥି ମଧ୍ୟରୁ ଦିଲ୍ଲୀପଙ୍କ ମୃ-ତ ଦେହକୁ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥାଇଥିଲା। ଆଉ ଶେଷରେ ଦିଲ୍ଲପଙ୍କ ପରିବାର ଲୋକେ ପୁରା ସ୍ତବ୍ଧ ହୋଇଯାଇଥିଲେ। ଆଉ ଏହା ପରେ ଦିଲ୍ଲପଙ୍କର ଶ-ବ ସ-ତ୍କାର କରାଯାଇଥିଲା।
କିନ୍ତୁ ଏବେ ସେଇ ବିସ୍ଫୋ-ରଣ ଘଟ-ଣାରେ ଦିଲ୍ଲପ ବଞ୍ଚିଛନ୍ତି। ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋ-ରଣ ଘଟ-ଣାରେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଜଣକ ଦିଲ୍ଲପ ସାମନ୍ତରାୟ ନୁହଁନ୍ତି। ଦିଲ୍ଲୀପ ସାମନ୍ତରାୟ ଜୀ-ବିତ ଅଛନ୍ତି। ଏଇ ବିସ୍ଫୋ-ରଣରେ ଗୁରୁ-ତ୍ୱର ହୋଇ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ଯୁବକ ଜ୍ୟୋତି ରଞ୍ଜନ ମଲ୍ଲିକ ବୋଲି ସମସ୍ତେ ଭାବୁଥିବା ବେଳେ କିନ୍ତୁ ଭେଣ୍ଟିଲେଟରରେ ବାହାରି ରୋଗୀ ଜଣକ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଗତ କାଲି ଉକ୍ତ ଯୁବକ ଜଣକ ଭେଣ୍ଟିଲେଟରରୁ ବାହାରିଥିବା ବେଳେ ନିଜର ପରିଚୟ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି। ତେବେ ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଥିଲା ତାଙ୍କ ପରିଚୟ ସେତେବେଳେ ଦିଲ୍ଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା। ଦିଲ୍ଲୀପଙ୍କ ପରିବାର ଲୋକେ ଦିଲ୍ଲୀପଙ୍କ ଶ-ବକୁ ନେଇ ଅନ୍ତିମ ସଂ-ସ୍କାର ମଧ୍ୟ କରିଥିଲେ। କିନ୍ତୁ ଚାଂଚଲ୍ୟକର କଥା ହେଉଛି ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ICCU ରେ ଅନ୍ୟ ଜଣେ ଆହ-ତଙ୍କୁ ଜ୍ୟୋତି ରଞ୍ଜନ ମଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା।
ତେବେ ଗତ କାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜର ନାମ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି। ଏନେଇ ଦିଲ୍ଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ଦିଲ୍ଲୀପ ସବୁକିଛି ଠିକଠିକ ଉତ୍ତର ଦେଇଥିଲେ। ଏନେଇ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି। ଏସବୁ ଦ୍ଵନ୍ଦ ଭିତରେ ଅତି ଉଦ୍ବେଗ ଜନକ କଥା ହେଉଛି ଦିଲ୍ଲୀପ ସାମନ୍ତରାୟଙ୍କ ମୃ-ତ୍ୟୁ ହୋଇଯାଇଥିବା ଭାବି ତାଙ୍କ ସ୍ତ୍ରୀ ସୋନା ସାମନ୍ତରାୟ କିଛି ଦିନ ତଳେ ନିଜର ଜୀବନ ହାରିଦେଇଛନ୍ତି। ଅପରପକ୍ଷରେ ଏଇ ଘଟ-ଣାକୁ ନେଇ ହାଇଟେକ ମେଡିକାଲକୁ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କର ଶଶୁର। ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଅକ୍ସିଜେନ ସିଲିଣ୍ଡର ମରାମତି ବେଳେ ବିସ୍ଫୋ-ରଣ ହୋଇଥିଲା ଆଉ ସେହି ବିସ୍ଫୋ-ରଣରେ ୪ ଜଣ ଗୁରୁ-ତ୍ୱର ହୋଇପଡିଥିଲେ।