ବଞ୍ଚିଛି ସ୍ୱାମୀ ଦିଲ୍ଲୀପ ସ୍ୱାମୀ ମ-ରିଗଲା ଭାବି ସ୍ତ୍ରୀ ହାରିଦେଲା ଜୀବନ।
ସ୍ୱାମୀ ଚାଲିଗଲା ଭାବି ସ୍ତ୍ରୀ ଜୀବନ ହାରିଦେଲା, ହେଲେ ସ୍ୱାମୀ ବଞ୍ଚିଛି ହାଇଟେକ ଆଗରେ କା-ନ୍ଦୁଛନ୍ତି ୪ ଟି ପରିବାର।ଏମିତି ଘ-ଟଣା ବୋଧେ ଆଗରୁ କେବେ ଦେଖିନଥିବେ କି ଶୁଣି ନଥିବେ। ଏମିତି ଘ-ଟଣା ଓଡିଶା ଇତିହାସରେ କେବେବି ହୋଇନଥିବ। ସ୍ୱାମୀ ସ୍ତ୍ରୀ ପାଗଳ ପରି ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଆଉ ହାଇଟେକ ମେଡିକାଲର ବିସ୍ଫୋ-ରଣରେ ସ୍ୱାମୀ ଦିଲ୍ଲୀପଙ୍କର ଜୀବନ ଚାଲିଗଲା ଜାଣି ସହି ପାରିନଥିଲା ସ୍ତ୍ରୀ। ନିଜକୁ ଆଉ ସମ୍ଭାଳି ପାରିନଥିଲା। ସ୍ୱାମୀ ଦିଲ୍ଲୀପଙ୍କୁ ଝୁରି ଝୁରି କା-ନ୍ଦି କା-ନ୍ଦି ଜୀବନ ହାରିଦେଲା ସ୍ତ୍ରୀ ସୋନା।
ହେଲେ ଏବେ ଜଣା ପଡ଼ିଛି ସ୍ୱାମୀ ଦିଲ୍ଲୀପ ଜୀବିତ ଅଛନ୍ତି। ଏତେ ବଡ଼ ଭୁଲ ବୁଝାମଣା କେମିତି ହୋଇଗଲା। ସ୍ୱାମୀ ମ-ରିଗଲା ଭାବି ସ୍ତ୍ରୀ ଜୀବନ ହାରିଦେଲା। ହେଲେ ଦେଖିଲା ବେଳକୁ ସ୍ୱାମୀ ଦିଲ୍ଲୀପ ଜୀବିତ ଅଛନ୍ତି।ହଁ ଆଜ୍ଞା ସମସ୍ତଙ୍କର ମୁଣ୍ଡ ଯେମିତି କାମ କରୁନାହିଁ। ଏ ଘଟ-ଣାକୁ ସମସ୍ତେ ବୁଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଏ ଖବର ଶୁଣିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଦିଲ୍ଲୀପଙ୍କ ପରିବାର ଲୋକେ ଦିଲ୍ଲୀପ ଭାବି ନିଜ ପୁଅ ଭାବି ଯାହାଙ୍କର ଅନ୍ତିମ ସଂ-ସ୍କାର କରିଦେଲେ ସେ ପ୍ରକୃତରେ କିଏ ଥିଲେ? ଯାହାକୁ ନିଜର ସ୍ୱାମୀ ଭାବି ଏପଟେ ସ୍ତ୍ରୀ ମଧ୍ୟ ଜୀବନ ହାରିଦେଲା। ସିଏ ପ୍ରକୃତରେ କିଏ ଥିଲେ।
ହଁ ଆଜ୍ଞା ତେବେ ଜଣାପଡିଛି ଦିଲ୍ଲୀପ ଜୀବିତ ଅଛନ୍ତି। ଆଉ ଯାହାଙ୍କର ଅ-ନ୍ତିମ ସଂ-ସ୍କାର କରିଦେଲେ ଯାହାଙ୍କୁ ସ୍ୱାମୀ ଭାବି ସ୍ତ୍ରୀ ଜୀବନ ହାରିଦେଲା ସେ ଥିଲେ ଜ୍ୟୋତି। ଯାହାର ଜୀବନ ଚାଲିଯାଇଥିଲା ଅ-ଗ୍ନିକା-ଣ୍ଡରେ।ଦିଲ୍ଲୀପ ବଂଚି ଥାଉ ଥାଉ ସ୍ତ୍ରୀ ସୋନା ଜୀବନ ହାରିଦେଇଛି ଏତେ ବଡ଼ ଭୁଲ ବୁଝାମଣା କେମିତି ହୋଇଗଲା। ତେବେ ଏବେ ଆପଣ ମାନେ ଯାହାକୁ ଦେଖୁଛନ୍ତି ଏ ହେଉଛନ୍ତି ଜ୍ୟୋତିଙ୍କ ପତ୍ନୀ। ଯିଏକି ଭାବିଥିଲେ ତାଙ୍କ ସ୍ବାମୀ ଜୀବିତ ଅଛନ୍ତି କିନ୍ତୁ ସେ ମ-ରିଯାଇଛନ୍ତି। କିନ୍ତୁ ଦିଲ୍ଲୀପ ଜୀବିତ ଅଛନ୍ତି କିନ୍ତୁ ଦିଲ୍ଲୀପଙ୍କ ସ୍ତ୍ରୀ ସୋନା ସ୍ୱାମୀ ମ-ରିଯାଇଛନ୍ତି ଭାବି ସେ ଜୀବନ ହାରି ଦେଇଛନ୍ତି। ସବୁକିଛି ଗଡ଼ବଡ଼ ହୋଇଗଲା।
ସେପଟେ ସ୍ତ୍ରୀ ଜୀବନ ହାରିଦେଲା ସ୍ୱାମୀ ମ-ରିଯାଇଥିବା କଥା ଭାବି। ଏପଟେ ଜ୍ୟୋତିଙ୍କ ପରିବାର ନିଜର ପୁଅର ଶ-ବକୁ ସଂ-ସ୍କାର କରିବା ବଦଳରେ ଦିଲ୍ଲୀପଙ୍କ ପରିବାର ଲୋକେ ନିଜ ପୁଅ ଭାବି ଶ-ବ ସ-ତ୍କାର କରିଦେଲେ।୩ ଟି ପରିବାର ଆଜି ମେଡିକାଲ ଆଗରେ ଛାତି ଫଟେଇ କା-ନ୍ଦୁଛି। ତେବେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ଏପଟେ ଦାବି କରିଛନ୍ତି ପରିବାର ଲୋକେ। ତେବେ କାହାର ଅବହେଳା ପାଇଁ ଏଭଳି ସବୁ ହୋଇଗଲା ଗଡ଼ବଡ଼। ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ହାରିଦେଲା ଜୀବନ।