ଟ୍ରକ ଡ୍ରାଇଭର ମାନଙ୍କ ପାଇଁ ବଦଳିଲା ନିୟମ, ଦୁର୍ଘ-ଟଣା କରି ଫେ-ରାର ହୋଇଗଲେ ଭୋଗୀ..।

ଟ୍ରକ ଡ୍ରାଇଭରଙ୍କ ପାଇଁ ବଦଳିଲା ଏହିସବୁ ନିୟମ, ଦୁର୍ଘ-ଟଣା କଲେ ଆଉ ବଞ୍ଚି ପାରିବେ ନାହିଁ ଟ୍ରକ କିମ୍ବା ଡ୍ରମ୍ପର ଡ୍ରାଇଭର। ଲାଇ-ସେନ୍ସ କାମ କରିବ ନାହିଁ ଡ୍ରାଇଭରଙ୍କ ପାଇଁ। ଟ୍ରକ ହେଉ କିମ୍ବା ଡ୍ରମ୍ଫର ହେଉ ଦୁର୍ଘ-ଟଣା କଲେ ଆଉ କେହି ବଂଚି ପାରିବେ ନାହିଁ। ସେମାନଙ୍କର ହେବି ଲାଇସେନ୍ସ ବି ସେମାନଙ୍କୁ ବଞ୍ଚାଇ ପାରିବ ନାହିଁ କାରଣ ଏବେ ନିୟମ ବଦଳିବା ସହ କଠୋର କରାଯାଇଛି।

ହଁ ଆଜ୍ଞା ପ୍ରତିବର୍ଷ ଟ୍ରକ ଏବଂ ଡ୍ରମ୍ଫର ଧ-କାରେ ୫୦ ହଜାରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଉଛି। ହେଲେ ଏହି ଟ୍ରକ କି ଡ୍ରମ୍ଫର ମାନଙ୍କ ବିରୋ-ଧରେ କୌଣସି ବି କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରାଯାଉ ନାହିଁ। ହେଲେ ଏବେ ପୁରୁଣା ନିୟମକୁ ବଦଳାଇ ଦିଆ ଯାଇଛି।

ହିଟଟେଣ୍ଡ ରନ ପାଇଁ ଭାରତୀୟ ନ୍ୟା-ୟ ସ୍ନିତା ବଦଳାଇଛି ନିୟମ। ପୂର୍ବ ନିୟମ ଠାରୁ ଆହୁରି କ-ଠୋର କରାଯାଇଛି। ଲାଇସେନ୍ସ ଥିଲେ ବି ଯଦି ହିଟଟେଣ୍ଡ ରନ କରୁଛନ୍ତି ଟ୍ରକ କିମ୍ବା ଡ୍ରମ୍ଫର ଡ୍ରାଇଭର ତେବେ ସେମାନଙ୍କ ପ୍ରତି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ। ଭାରତୀୟ ନ୍ୟା-ୟ ସ୍ନିତାରେ ବଦଳା ଯାଇଥିବା ଆଇନ ଅନୁଯାୟୀ ଯଦି କୌଣସି ଟ୍ରକ କିମ୍ବା ଡ୍ରମ୍ଫର ହିଟ ଟେଣ୍ଡ ରନ କରୁଛି ତେବେ ଉକ୍ତ ଡ୍ରାଇଭରକୁ ୧୦ ବର୍ଷର ଜେ-ଲ ଦ-ଣ୍ଡ ଭୋଗିବାକୁ ପଡିବ ଏବଂ ଏହା ସହିତ ଉକ୍ତ ପରିବାରକୁ ୭ ଲକ୍ଷ ଟଙ୍କାର କ୍ଷ-ତିପୂ-ରଣ ଦେବାକୁ ପଡିବ ଡ୍ରାଇଭରକୁ।

ଯଦି ଡ୍ରାଇଭର ଦୁର୍ଘ-ଟଣା ପରେ ଟିକେ ମାନବିକତା ଦେଖାଏ ଆହତଙ୍କୁ ମେଡିକାଲକୁ ନେଇଯାଏ ତେବେ ଡ୍ରାଇଭର ବିରୋ-ଧରେ ଦ-ଣ୍ଡକୁ କମ କରାଯିବ ବୋଲି ଆଇ-ନରେ କୁହାଯାଇଛି। ତେବେ ପୂର୍ବରୁ ମଧ୍ୟ ଏହି ଭଳି ଆ-ଇନ ଥିଲା କିନ୍ତୁ ୧୦ ବର୍ଷ ଜାଗାରେ ଥିଲା ୨ ବର୍ଷ ଜେ-ଲ ଦ-ଣ୍ଡ। ଯେଉଁଥିରେ ଡ୍ରାଇଭର ମାନେ ଖସି ପଳାଇ ଆସୁଥିଲେ ବେଲରେ।

ଅନେକ ଡ୍ରାଇଭର ତ ଥା-ନାରେ ହିଁ ଖସି ଯାଉଥିଲେ। ସେନାନଙ୍କୁ ଜେ-ଲକୁ ମଧ୍ୟ ଯିବାକୁ ପଡୁନଥିଲା। ହେଲେ ଏବେ ଆଉ ବେଲ ମିଳିପାରିବ ନାହିଁ। ୧୦ ବର୍ଷ ଜେ-ଲରେ କା-ଟିବେ ଡ୍ରାଇଭର। ଲାଇ-ସେନ୍ସ ମଧ୍ୟ ରୋଧ କରିଦିଆଜିବ। ଯାହାକୁ ନେଇ ଡ୍ରାଇଭର ମାନେ ପ୍ରତିବାଦ କରିଛନ୍ତି। ରାସ୍ତାକୁ ଓଲ୍ହାଇ ହୋ ହାଲା କରୁଛନ୍ତି ଡ୍ରାଇଭର ମାନେ। ଏହି ନିୟମ ଖାଲି ଓଡ଼ିଶାରେ ନୁହେଁ ଏହି ନିୟମ ପୁରା ଭାରତରେ ଲାଗୁ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *