ମ-ରିଗଲେ ବାପ ପୁଅ। ଖସିଗଲା ଡ୍ରାଇଭର। ପୋଲି-ସକୁ ପି-ଟିଲେ ଲୋକେ।
ବାପ ପୁଅ ବସିଥିବା ସ୍କୁଟି ଉପରେ ଚଢ଼ିଗଲା ହାୱା, ଲୋକ ଦେଖି ଡିଆ ମା-ରିଲା ଡ୍ରାଇଭର ହେଲେ ଫ-ସିଗଲେ ପୋ-ଲିସ।ରା-ଗରେ ଜ-ଳିଲେ ଅଞ୍ଚଳ ଲୋକ। ପୋଲି-ସକୁ ଗୋଡ଼ାଇ ଗୋଡ଼ାଇ ପି-ଟିଲେ। ଏ ଦୃ-ଶ୍ୟକୁ ଆପଣ ମାନେ ଦେଖିପାରୁଥିବେ। ଯେତେବେଳେ ହାୱା ଗାଡିଟି ଦୁଇଟି ସ୍କୁଟି ଚାଳକଙ୍କ ଉପରେ ଚଢ଼ି ଯାଇଥିଲା ତାପରେ ଏମିତି କିଛି ଦୃ-ଶ୍ୟ ଦେଖିବାକୁ ମିଳିଥିଲା। ସୁଵର୍ଣପୁର ବ୍ଲକ ଟ୍ରାଫିକ ଛକରେ ଏମିତି ଘଟିଛି ମର-ମତୁନ୍ତ ସଡ଼କ ଦୁର୍ଘ-ଟଣା। ହାୱା ଟି ଚଢିଯିବା ଫଳରେ ଦୁଇ ସ୍କୁଟି ଆରୋ-ହୀଙ୍କର ଜୀବନ ଚାଲିଯାଇଛି।
ସହର ପଟୁ ସ୍କୁଟିରେ ଯାଉଥିବା ବେଳେ ସମ୍ବଲପୁର ମହାନଦୀ ସିନ୍ଧୁପଟୁ ଆସୁଥିବା ହାୱା ଗାଡିଟି ଦୁଇ ସ୍କୁଟି ଆରୋ-ହୀଙ୍କୁ ଚା-ପି ଦେଇଥିଲା। ସେଇଠୁ ଫେରାର ହେବାକୁ ଚେଷ୍ଟା କରୁଥିଲା ଡ୍ରାଇଭର। ତେବେ ଫେ-ରାର ହେବା ସମୟରେ ସ୍କୁଟିଟି ହାୱା ଗାଡ଼ିରେ ଲାଗିଯାଇଥିଲା। ଫଳରେ ଗୋଟିଏ କିଲୋମିଟର ଗଲା ପରେ ରାସ୍ତାରେ ଜ-ଳିଗଲା ହାୱା। ଏଇ ଫୋଟଟିରେ ଆପଣ ମାନେ ଦେଖିପାରୁଥିବେ କେମିତି ଗାଡିଟି ଜ-ଳିଯାଉଛି।
ଜିଲାପାଳ ଅଫିସଙ୍କ ସାମ୍ନାରେ ହାୱାଟି ନି-ଆଁ ଲାଗିଯାଇଥିଲା। ଆଉ ଶହ ଶହ ଲୋକଙ୍କର ଭିଡ଼ ଜମିଥିଲା ଆଉ ସେହି ସମୟରେ ପହଁଚିଥିଲା ପୋ-ଲିସ ଗାଡି। ପୋ-ଲିସ ଲୋକମାନଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ କେହିବି ଶାନ୍ତ ପଡିନଥିଲେ। ଏମିତିକି ପୋଲି-ସକୁ ମଧ୍ୟ ଆକ୍ର-ମଣ କରିବାକୁ ପୋଛାଇନଥିଲେ ଲୋକେ। କାରଣ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା କେହିବି ସହି ପାରୁନଥିଲେ।
ହଁ ଆଜ୍ଞା ମୃତ ଦୁଇଜଣଙ୍କର ଶରୀରକୁ ଆମେ ଆପଣଙ୍କୁ ଦେଖାଇ ପାରୁନାହୁଁ। କାରଣ ଦୁଇଜଣଙ୍କ ଶରୀର ରାସ୍ତାରେ ଯେମିତି ସମ୍ପୂର୍ଣ୍ଣ ଭାବେ ମିଶି ଯାଇଛି। ଦୁଇଜଣଙ୍କୁ ହାୱା ଗାଡିଟି ଏଭଳି ଚା-ପି ଦେଇଛି ଯେମିତି ରାସ୍ତାରେ ସମ୍ପୂର୍ଣ୍ଣ ଶରୀର ମିଶି ଯାଇଛି। ତେବେ ଗାଡିଟି ୧ କିଲୋମିଟର ଗଲା ପରେ ଗାଡିଟି ସେଇଠାରେ ହିଁ ଥୋଇ ଦେଇ ଫେ-ରାର ମା-ରିଥିଲା ଡ୍ରାଇଭର। ଆଉ ପହଁଚି ଥିଲା ପୋ-ଲିସ। ହେଲେ ଲୋକମାନଙ୍କୁ ବୁଝାସୁଝା କରିବା ସମୟରେ ପୋଲି-ସକୁ ଗଡାଇଥିଲେ ଲୋକେ। ଏ ଦୃଶ୍ୟ ଆପଣ ଦେଖିପାରୁଥିବେ। ବ୍ଲକ ଛକରେ ଚାପ ଉତେଜନା ଥିବା ବେଳେ ସୁଵର୍ଣପୁର ପୁର ଜିଲ୍ଲା ଆରୋ-କ୍ଷଧିକାରୀ ପୋ-ଲିସ ଟିମ ସହିତ ପହଁଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଆଉ ସେହି ସମୟରେ ଏଭଳି କିଛି ଉତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଲୋକେ।