ଭଲ ପାଇଁ ବାହାହେଲୁ ଏବେ ମୋ ପାଖରେ ମୋ ସ୍ୱାମୀର ମନ ଲାଗୁନି । ସେଥିପାଇଁ ଆଉ ଜଣଙ୍କୁ ବାହା ହେଇଗଲା…।

ତେବେ ବନ୍ଧୁଗଣ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସ-ମ୍ପର୍କ ହେଲେ ଆଜି କାଲିର ଯୁବକ ଯୁବତୀମାନେ ପ୍ରେମରେ ଅନ୍ଧ ହୋଇଲି ଭଲ ପାଇବା ନାଆଁରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥିପାଇଁ କି ତାଙ୍କୁ ଲୋକ ଲ-ଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅ-ପଶ-ବ୍ଦ ସହିବାକୁ ମଧ୍ୟ ପଡ଼ିଥାଏ ଜୀବନ ସାରା ପାଇଁ । ବନ୍ଧୁଗଣ ଆଜିକାଲି ସମୟରେ ସଚ୍ଚୋଟ ପ୍ରେମ ଆଉ ଦେଖିବାକୁ ମିଳୁନାହିଁ । ପ୍ରେମ ହେଉଛି ଶାଶ୍ଵତ ଓ ନିଃସ୍ଵା-ର୍ଥପର ।

ହେଲେ ଆଜିକାଲି ପ୍ରେମୀ ଯୁଗଳ ମାନେ ଏହାକୁ ବଦ-ନାମ୍ କରିଦେଉଛନ୍ତି । ଏବେ ଏହି ସମାଜରେ ଯାହା ସବୁ ଘ-ଟୁଛି ସେସବୁରୁ ପ୍ରେମର ସଂଜ୍ଞା କଣ ଆପଣମାନେ ସମସ୍ତେ ଜାଣି ପାରୁଥିବେ । ଆଜିକାଲି ପ୍ରେମର ଅର୍ଥ ହେଉଛି କାମନା ଏବଂ ବାସନା । ଲୋକେ ନିଜର ମନର ଆକାଂକ୍ଷାକୁ ପୁରା କରିବା ପାଇଁ ପ୍ରେମ କରୁଛନ୍ତି । ଏଥିରେ ତିଳେ ହେଲେ ତ୍ୟା-ଗ ନାହିଁ । ପ୍ରଥମେ ପ୍ରେମ କରୁଛନ୍ତି ଓ ତାପରେ ପ୍ରତା-ରଣା । ତେବେ ପ୍ରେମ ପ୍ରତା-ରଣାରର ଗୋଟିଏ କରୁଣ ଚିତ୍ର ବର୍ତମାନ ସମୟରେ ସାମ୍ନାକୁ ଆସିଛି ।

ପ୍ରେମ ହିଁ ବର-ବାଦ୍ କରିଦେଲା ମାମା ଙ୍କ ଜୀବନ । ମହିଳାଙ୍କ କହିବା ଅନୁସାରେ ୨୦୧୭ ମସିହାରେ ଭଗବାନପୁର ସେ ଭୋଟ ଦେବାକୁ ଯାଇଥିଲେ । ସେଠି ଦୀପ୍ତି ରଞ୍ଜନ ସ୍ବାଇଁ, ଯିଏକି କିଶୋର ସ୍ୱାଇଁଙ୍କ ପୁଅ ତାଙ୍କ ନମ୍ୱର୍ କେଉଁଠୁ ପାଇ ମହିଳା ଜଣକଙ୍କୁ ଫୋନ୍ କରନ୍ତି । କିଛିଦିନ ଯାଏଁ ସାଙ୍ଗ ହିସାବରେ କଥା ହେଲେ । ତାପରେ ପ୍ରପୋଜ କଲେ ଏବଂ ତାପରେ ମହିଳାଙ୍କୁ ହୋଟେଲ ପାଖରୁ ପାର୍କ ସବୁଆଡ଼େ ବୁଲାଇଛନ୍ତି । ଏପରିକି ଜଗତପୂର୍ ରେ ଘରଭଡ଼ା ନେଇ ତାଙ୍କୁ ରଖିଥିଲେ । ତାପରେ ଦୁହିଁଙ୍କ ବୈଦିକ ରୀତିରେ ୨୦୨୧ରେ ବିବାହ ହୋଇଥିଲା ।

ହେଲେ ଏହାପରେ ମହିଳାଙ୍କୁ ପ୍ରତା-ରଣା କରି ଯୁବକ ଜଣକ ଚାଲି ଯାଇଥିଲେ ଆଉ ତାଙ୍କ କଥା କିଛି ବୁଝିନଥିଲେ । ଆଉ ଏନେଇ ଚଳିତ ବର୍ଷ ଜୁନ୍ ମାସର ୧ ତାରିଖରେ ମହିଳା ଜଣଙ୍କ ଜଗତପୁର ଥାନାରେ ମଧ୍ୟ ଅଭି-ଯୋଗ କରିଥିଲେ । କେଶ୍ କୋର୍ଟକୁ ମଧ୍ୟ ଯାଇଛି ଆଉ ଅଭି-ଯୁକ୍ତ ଦୀପ୍ତିରଞ୍ଜନ କୋର୍ଟରୁ ବେଲ୍ ନେଇ ଆସିଛନ୍ତି । ଦୁହିଁଙ୍କର କେ-ଶ୍ ଫାଇନାଲ ହୋଇନଥିଲେ ସୁଦ୍ଧା ଡ଼ିସେମ୍ବର ୮ ତାରିଖ ଦୀପ୍ତିରଞ୍ଜନ ବିବାହ କରୁଛନ୍ତି । ପୋ-ଲିସ୍ ଏନେଇ କୌଣସି ପଦକ୍ଷେପ ନ ନେବାରୁ ସେ ବାଧ୍ୟହୋଇ ମିଡ଼ିଆ ସାମ୍ନାକୁ ଆସିଛନ୍ତି । ଏବେ ନ୍ୟା-ୟ ଆଶାରେ ମହିଳା ଜଣଙ୍କ ।

Leave a Reply

Your email address will not be published. Required fields are marked *