ସ୍ତ୍ରୀର ଅଭିନୟକୁ ଦେଖି ସହି ପାରିଲାନି ସ୍ୱାମୀ ଶେଷରେ….।

ଗୋଟିଏ ପରେ ଗୋଟିଏ ରିଲସ କରି ପୋଷ୍ଟ କରୁଥିଲା ସ୍ତ୍ରୀ, ହେଲେ ସ୍ତ୍ରୀର ଅଭିନୟ ଦେଖି ରହି ନପାରି ସ୍ୱାମୀ….।ସ୍ତ୍ରୀର ଅଭିନୟ ଦେଖି ସହି ପାରିଲାନି ସ୍ୱାମୀ। ଗୋଟିଏ ପରେ ଗୋଟିଏ ରିଲସ ପୋଷ୍ଟ କରୁଥିଲା ସ୍ତ୍ରୀ। ରା-ଗରେ ଛୁ-ରା ଧରି ଅଫିସ ଭିତରେ ପଶିଲା ସ୍ୱାମୀ। ସଭିଏଁ ଚାହିଁ ରହିଛନ୍ତି ସ୍ୱାମୀ ସ୍ତ୍ରୀକୁ ଛୁ-ରା ମା-ଡ଼ କରୁଛି।ହଁ ଆଜ୍ଞା ଏଇ ସ୍ୱାମୀ। ସ୍ୱାମୀ ଏଭଳି ନରହନ୍ତା ରା-କ୍ଷସ ପାଲଟି ଯାଇଛି ଯେ ତା ନିଜ ସ୍ତ୍ରୀ ଉପରେ ଛୁ-ରା ମା-ଡ଼ କରିଛି। ଏବେ ସ୍ତ୍ରୀ ଡାକ୍ତରଖାନାରେ ମ-ରଣ ସହ ଲଢେ଼-ଇ କରୁଛି।

ପୋ-ଲିସ ମଧ୍ୟ ଅଭି-ଯୁକ୍ତକୁ କାବୁ କରିନେଇଛି। ଏବେ ଏହି ଅଭି-ଯୁକ୍ତ କୋର୍ଟ ଚା-ଲାଣ ହୋଇଛି। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଖାଇରା ଅଞ୍ଚଳରେ ହେଉଛନ୍ତି ମଧୁସ୍ମିତା ଦାସ। ଆଉ ବାଲେଶ୍ଵର ସ୍ୱର ଅଞ୍ଚଳରେ ହେଉଛନ୍ତି ଏହି ଅଭି-ଯୁକ୍ତ ସ୍ଵପନ କୁମାର କର।ଉଭୟ ଦୁଇଜଣ ୨୦୧୮ ମସିହାରେ ବିବାହ କରିଥିଲେ। ତାଙ୍କର ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି। ୨ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଝ-ଗଡା ହେଲା ଆଉ ସେବେଠାରୁ ମଧୁସ୍ମିତା ତାଙ୍କ ବାପ ଘର ଖଇରା ଅଞ୍ଚଳକୁ ଚାଲି ଯାଇଥିଲେ। ସେହିଦିନ ଠାରୁ ସ୍ୱପନ ମଧ୍ୟ ପୁନେ ଚାଲିଗଲେ। ଆଉ ସେଠାରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।

ସ୍ୱାମୀ ଯେହେତୁ ମଧୁସ୍ମିତାଙ୍କ ପାଖରେ ରହୁନଥିଲେ ସେ ତାଙ୍କର ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା ଶୁଭଶାନ୍ତି ଡେଭଲ୍ମମେଣ୍ଟ କମ୍ପାନୀରେ ଚାକିରୀ କରୁଥିଲେ। ସେ ଏଇ ଏବେ ଗୋଟିଏ ସପ୍ତାହ ହେବ ଏହି କମ୍ପାନୀରେ କାମ କରୁଛନ୍ତି।କିନ୍ତୁ କାର୍ଯ୍ୟ କରିବା ସମୟରେ ତାଙ୍କ ସ୍ବାମୀ ହଠାତ ଅଫିସ ଭିତରକୁ ଚାଲି ଆସିଲେ। ଆଉ ସ୍ତ୍ରୀ ସହିତ କିଛି କଥାବାର୍ତ୍ତା ହୋଇ ତାଙ୍କ ଉପରକୁ ଆକ୍ରମଣ କରି ଦେଇଥିଲେ। ସ୍ୱାମୀ ସପନ କୁମାରଙ୍କର କହିବା କଥା ତାଙ୍କ ବଡ଼ ବାପାଙ୍କର ଶୁ-ଦ୍ଧିକ୍ରି-ୟା ଚାଲିଥିଲା। ଆଉ ସେହି ଶୁ-ଦ୍ଧିକ୍ରି-ୟାରେ ଆସିବା ପାଇଁ ତାଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ କହିଥିଲେ। କିନ୍ତୁ ସ୍ତ୍ରୀ ମଧୁସ୍ମିତା ଆସିନଥିଲେ। ସେହି କାରଣରୁ ଅଭି-ଯୁକ୍ତ ସପନ କୁମାର କର ତାଙ୍କ ସ୍ତ୍ରୀ ଉପରେ ଆକ୍ର-ମଣ କରିଥିବା ସେ କହୁଛନ୍ତି ପୋ-ଲିସ ଆଗରେ।

ପୋଲିସଙ୍କ କହିବା ଅନୁଯାୟୀ ସପନ କୁମାର କର ତାଙ୍କ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ସ୍ତ୍ରୀ ମଧୁସ୍ମିତାଙ୍କୁ କହିଥିଲେ କିନ୍ତୁ ସ୍ତ୍ରୀ ମଧୁସ୍ମିତା ଯାଇନଥିଲେ ଏହା ପରେ ସ୍ବାମୀ ସପନ କୁମାର କର ଅଧିକ ରା-ଗି ଯାଇ ଫୋନ କରି ମଧୁସ୍ମିତାଙ୍କୁ ପିଚାରିଥିଲେ କେଉଁଠି ଅଛ। ଏହା ପରେ ସ୍ତ୍ରୀ ମଧୁସ୍ମିତା କହିଥିଲେ ମୁଁ ଅଫିସରେ ଅଛି। ଏହା ଶୁଣି ସ୍ୱାମୀ ସପନ କୁମାର କର ରାଗି ଯାଇ ମଧୁସ୍ମିତାଙ୍କ ଅଫିସକୁ ଆସି ତାଙ୍କୁ ୪ ଥର ଛୁ-ରୀରେ ମା-ରିଥଲେ। ଏହା ପରେ ଅଫିସ ଷ୍ଟାପଙ୍କ ସହଯୋଗ ଏବଂ ପୋ-ଲିସ ଘଟ-ଣା ସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲକୁ ପଠେଇ ଦେଇଥିଲେ।

ସ୍ତ୍ରୀ ରିଲସ କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ସ୍ତ୍ରୀ ଏଭଳି ରିଲସ କରିବା ଦେଖି ପସନ୍ଦ କରୁ ନଥିଲେ ସ୍ୱାମୀ ସପନ କୁମାର କର। ତେବେ ସ୍ତ୍ରୀ ମଧୁସ୍ମିତାଙ୍କୁ ଏଭଳି ଛୁ-ରା ମା-ଡ଼ କରିବା ପରେ ପୋ-ଲିସ ଏବେ ଅଭି-ଯୁକ୍ତ ସପନ କୁମାର କରଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *