ବଡ଼ବାପାର ଶୁ-ଦ୍ଧିକ୍ରି-ୟାକୁ ଆସିଲାନି ସ୍ତ୍ରୀ । ରା-ଗରେ ସ୍ତ୍ରୀକୁ ଆକ୍ର-ମଣ କଲା ସ୍ୱାମୀ…. ।
ବନ୍ଧୁଗଣ ଏମିତି କିଛି ଘ-ଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଦିନ ଦ୍ୱିପ୍ରହରରେ ରାଜଧାନୀରେ ପୁରା ଆ-ତଙ୍କ ଖେଳିଯାଇଛି । ବଡବାପାର ଶୁ-ଦ୍ଧିକ୍ରି-ୟାକୁ ସ୍ତ୍ରୀ ଗଲାନି ବୋଲି ହାଣି ପକାଇଲା ସ୍ଵାମୀ । ଆଉ ଏବେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସ୍ତ୍ରୀ ଜଣକ । ସୂଚନାଯୋଗ୍ୟ ଅଫିସ ଭିତରେ ପଶି ସ୍ତ୍ରୀକୁ ଛୁରୀଭୁସି ହ-ତ୍ୟା ଉଦ୍ୟମ ଘଟ-ଣାରେ ଅଭି-ଯୁକ୍ତ ସ୍ୱାମୀ ସପନ କରକୁ ଏବେ ଗି-ରଫ କରିଛି ପୋ-ଲିସ । ଗତକାଲି ଭୁବନେଶ୍ବରର ବରମୁଣ୍ଡା ସ୍ଥିତ କୃତିବନ୍ଧୁ ଆପାର୍ଟମେଣ୍ଟରେ ଥିବା ଏକ ଅଫିସ ଭିତରେ ପଶି ସ୍ତ୍ରୀକୁ ମର-ଣାନ୍ତକ ଆକ୍ର-ମଣ କରିଥିଲା ସ୍ୱାମୀ ।
ପାରିବାରିକ କ-ଳହ ପାଇଁ ସ୍ତ୍ରୀକୁ ହ-ତ୍ୟା ଉଦ୍ୟମ କରିଥିବା ପ୍ରଥମେ ପୋ-ଲିସ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଦୀର୍ଘ ଦୁଇ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କ-ଳହ ଲାଗି ରହିଥିଲା । ଆକ୍ର-ମଣ ପରେ ସ୍ତ୍ରୀ ମଧୁସ୍ମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କ-ଟାପନ୍ନ ରହିଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଘଟ-ଣାଘଟିବା ପରେ ଘଟଣାସ୍ଥଳରେ ଭରତପୁର ଥା-ନା ପୋ-ଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଥିଲେ ।
ସୂଚନା ଅନୁସାରେ, ଗତକାଲି ଅଫିସ ଭିତରେ ପଶି ସ୍ତ୍ରୀକୁ ଛୁ-ରୀରେ ଆକ୍ର-ମଣ କରି ଲହୁଲୁହାଣ କରିଥିଲା ଅଭି-ଯୁକ୍ତ ସ୍ୱାମୀ ସପନ କର । ସାର୍ଟ ଭିତରେ ଲୁ-ଚାଇ ଧାରୁଆ ଛୁ-ରୀ ଆଣିଥିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଥିଲା ଘ-ଟଣା ବେଳର ସମସ୍ତ ଚିତ୍ର । ସେପଟେ ପଚରା ଉଚରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭରତପୁର ପୋ-ଲିସ ହାତରେ ଲାଗିଛି । ସପନର ଘର ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ୫ ବର୍ଷ ତଳେ ସେ ମଧୁସ୍ମିତା ଦାସଙ୍କୁ ବିବାହ କରିଥିଲେ । ପର-କୀୟା ପ୍ରୀ-ତିକୁ ନେଇ ମଧ୍ୟ ସ୍ତ୍ରୀ ମଧୁସ୍ମିତାଙ୍କୁ ସ-ନ୍ଦେହ କରୁଥିଲେ ସପନ ।
ଯାହାକୁ ନେଇ ପରିବାର ଭିତରେ ବାଦ ବି-ବାଦ ଲାଗି ରହିଥିଲା । ଆଉ ବଡବାପାର ଶୁ-ଦ୍ଧିକ୍ରି-ୟାକୁ ସ୍ତ୍ରୀ ଗଲାନାହିଁ ବୋଲି ସ୍ଵାମୀ ରା-ଗିଯାଇ ଘଟାଇଲା ଏଭଳି ନାରକୀୟ କା-ଣ୍ଡ । ଦୁହେଁ ଭୁବନେଶ୍ବରରେ ଅଲଗା ଅଲଗା ରହୁଥିଲେ । ଗତକାଲି ମଧୁସ୍ମିତା କାମ କରୁଥିବା ବିଲ୍ଡର ଅଫିସରେ ପହଞ୍ଚି ଛୁ-ରାମା-ଡ଼ କରିଥିଲେ ସ୍ବାମୀ ସପନ । ପରେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଅଭି-ଯୁକ୍ତକୁ ଗି-ରଫ କରିଛି ।