ମା’ ଖାଇବାକୁ ଦେଲାନି ବୋଲି ଆଈର ଜୀବନ ନେଇଗଲା ନାତି, ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଅଭି-ଯୁକ୍ତକୁ ଗି-ରଫ କରିଛି।

ଯେଉଁ ନାତିକୁ ଆଈ ଏଡିକି ଟିଏରୁ ଏଡେଟେ କରିଥିଲା ପାଳି ପଶି ତାକୁ ବଡ କରିଥିଲା ରାତି ରାତି ଅନିଦ୍ରା ରହି ତା ପାଖରେ ଜଗି ବସୁଥିଲା ଆଜି ଶେଷରେ ସେହି ନାତି ହିଁ ଆଈକୁ ଚୋ-ଟ ମା-ରିଲା। ସମ୍ପର୍କର ମାନେ ବୁଝିଲା ନାହିଁ। ସାମାନ୍ୟ କଥା ପାଇଁ ପାଳି ପୋଷି ବଡ଼ କରିଥିବା ଆଈକୁ ରାସ୍ତାରୁ ସଫା କରିବାକୁ ପଛେଇଲା ନାହିଁ ଏହି ସାଇତାନ ନାତି।

ହଁ ଆଜ୍ଞା ଆଜି କା-ନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ। ସମସ୍ତଙ୍କ ଆଖିରୁ ଏବେ ଲୁହ ଧାର ଧାର ହୋଇ ବହି ଯାଉଛି। କେହି କାହାରିକୁ ବୁଝେଇବା ଅବସ୍ଥାରେ ନାହାନ୍ତି। ସମସ୍ତେ ଖାଲି କା-ନ୍ଦି ଚାଲିଛନ୍ତି। ଆଖି ଆଗରେ ଏମିତି ବିଭତ୍ସ ହ-ତ୍ୟା ସମସ୍ତଙ୍କୁ ଯେମିତି ମର୍ମାହତ କରିଛି। ଏଭଳି ଘଟ-ଣାକୁ ଯେତେ ଭୁଲିବାକୁ ଚେଷ୍ଟା କରିଲେ ମଧ୍ୟ ଭୁଲି ପାରୁନାହାଁନ୍ତି। ଆଖି ଆଗରେ ସେହି ବିଭତ୍ସ ହ-ତ୍ୟାକା-ଣ୍ଡର ଦୃଶ୍ୟ ଦେଖାଯାଉଛି। ମୃ-ତ ଶରୀର ପାଖରେ ବସି ଭୋ ଭୋ ହୋଇ କା-ନ୍ଦୁଛନ୍ତି ସମସ୍ତେ। କା-ନ୍ଦ ବୋବାଳିରେ କମ୍ପୁଛି ପୁରା ଗାଁ। ଆଉ ସମସ୍ତେ ବୁଢ଼ୀ ଆଈକୁ ସମସ୍ତେ ଝୁରି ହେଉଛନ୍ତି।

ହଁ ଆଜ୍ଞା ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାମ୍ପଡ଼ା ହାଣ୍ଡି ଥା-ନା ଅନ୍ତର୍ଗତ ବାବାଜିକୁଳା ଠାରେ। ଆଈକୁ ଏତେ ବିଭତ୍ସ ଭାବରେ ମା-ରିଦେଇଛି ନାତି।ସୂଚନା ମୁତାବକ ଅଭି-ଯୁକ୍ତ ଅବଦାନ ହରିଚନ୍ଦ ଦିନସାରା ବାହାରେ ବୁଲି ସନ୍ଧ୍ୟା ସମୟରେ ଘରକୁ ଆସି ମାକୁ ଖାଇବାକୁ ମାଗିଥିଲେ। ମା ପୁଅ ମଧ୍ୟରେ ପଚଷା ହୋଇଥିଲା। ପଚଷା ଏତେ ହଗ୍ର ରୂପ ନେଲା ଯେ ପୁଅ ରାଗି ଯାଇ ମାକୁ ଏକ ଠେଙ୍ଗାରେ ପି-ଟି ଚାଲିଲା। ମାକୁ ଏଭଳି ମା-ରୁଥିବାର ଦେଖି ଦୌଡ଼ି ଆସିଥିଲା ଆଈ। ନାତି କବଳରୁ ଝିଅକୁ ଛଡେଇବା ପାଇଁ ଅନେକ ଚେଷ୍ଟା କରିଥିଲା କିନ୍ତୁ ନାତି କବଳରୁ ତ ଝିଅକୁ ଅଟକାଇ ପାରିଲାନାହିଁ ଓଲଟି ନାତିର ଠେଙ୍ଗା ପାହାରରେ ଛଟପଟ ହୋଇ ଆଖି ବୁଜିଦେଇଥିଲା ଆଈ।

ମାକୁ ଛାଡି ଆଈକୁ ପି-ଟିଥିଲା ନାତି। ଆଉ ନାତିର ଠେଙ୍ଗା ପାହାରରେ ସେଇଠି ଟଳି ପଡିଥିଲା ଆଈ। ଆଉ ଛଟପଟ ଅ-ଚେତ ହୋଇଯାଇଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଡକେଇ ଆଈକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ମାତ୍ର ମେଡିକାଲରେ ପହଁଚିଲା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ।

ସେପଟେ ମୁଖ୍ୟ ଚିକିତ୍ସାଳୟରେ ଶ-ବ ବ୍ୟବ-ଚ୍ଛେଦ କରାଯିବା ପରେ ଆଈର ମୃ-ତ ଦେହକୁ ଘରକୁ ଅଣା ଯାଇଛି। ମୃ-ତ ଦେହ ଗାଁକୁ ଆସିବା ପରେ ପୁରା ପରିବେଶରେ ଖେଳିଯାଇଛି ଶୋକର ଛାୟା। ପୁରା ଗାଁ ଯେମିତି ଆଜି ଦୁଃ-ଖରେ ଭାଙ୍ଗି ପଡିଛି। ସମସ୍ତଙ୍କ ଆଖିରୁ ବହି ଯାଉଛି ଧାର ଧାର ହୋଇ ଲୁହ। ଆଈର ମୃ-ତ ଦେହକୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିବା ବେଳେ ଏନେଇ ପାମ୍ପଡ଼ାହାଣ୍ଡି ଥା-ନା ଅଧିକାରୀ ଅଭି-ଯୁକ୍ତ ଅବଦାନ ହରିଚନ୍ଦକୁ ଥା-ନାରେ ନେଇ ପଚ-ରାଉଚରା କରିଛନ୍ତି।ଅଭି-ଯୁକ୍ତ କେଉଁ ପରିସ୍ଥିତିରେ ଆଈକୁ ମା-ରିଛି ତାର ତ-ଦନ୍ତ ପରେ ପ୍ରକୃତ ଘଟଣା କଣ ଜଣାପଡିବ। ସେପଟେ ପରିବାର ଲୋକଙ୍କ ଏତଲାକୁ ଆଧାର କରି ଅଭି-ଯୁକ୍ତକୁ ଗି-ରଫ କରାଯାଇଛି।

Leave a Reply

Your email address will not be published. Required fields are marked *