ଝିଅ ପ୍ରେମ ବିବାହ କରିବାକୁ ଜିଦ ଧରିଲା। ରାଜି ହେଲେନି ବାପା ରା-ଗରେ ବାପା ଝିଅକୁ….
ଘଞ୍ଚ ଜଙ୍ଗଲ, ଜଙ୍ଗଲ ଭିତରେ ନି-ର୍ଜନ ସ୍ଥାନ। ଆଉ ସେହି ସ୍ଥାନରୁ ଭାସି ଆସୁଥିଲା ପଚା ସଢା ଦୁ-ର୍ଗନ୍ଧ। ଯାହାକୁ ନେଇ ପୋଲି-ସଙ୍କର ସ-ନ୍ଦେହ ବଢିବା ସହିତ ଖୋଳା ଖୋଳି କରିବାରୁ ଯାହା ବାହାରିଲା ସମସ୍ତେ ଦେଖି ଚମକି ପଡିଥିଲେ। ପ୍ରାୟ ୫ ଫୁଟର ଗାତ ତଳେ ପୋତା ହୋଇଥିଲା ଏକ ନାବାଳିକାର ମୃ-ତ ଦେହ। ନାବାଳିକା ଜଣଙ୍କ ନୀଳ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ହାତରେ ଚୁଡ଼ି ଏବଂ ପାଦରେ ରହିଥିଲା ପାଉଁଜି। ନାବାଳିକାର ମୃ-ତ ଦେହ ଉପରେ ଘୋଡ଼ା ହୋଇରହିଥିଲା ଏକ ଲାଲ ରଙ୍ଗର ଓଢଣୀ।
ମାତ୍ର ନାବାଳିକାର ଦେହରେ କୌଣସି ପ୍ରକାରର କ୍ଷ-ତ ଚିହ୍ନ ନଥିଲା ଯାହାକି ପୋଲି-ସର ସନ୍ଦେ-ହକୁ ଆହୁରି ବଢ଼ାଇ ଦେଇଥିଲା। ତେବେ ଏ ମୃ-ତ ଦେହ କାହାର। କେମିତି ଏଠାକୁ ଆସିଲା। ଦେହରେ ଯଦି କୌଣସି ପ୍ରକାରର କ୍ଷ-ତ ଚିହ୍ନ ନାହିଁ ତେବେ ଏ ନାବାଳକାର ମୃ-ତ୍ୟୁ ହେଲା କେମିତି?
ଏସବୁକୁ ନେଇ ପୋ-ଲିସ ଓ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଘେରାରେ ରହିଥିବା ବେଳେ ଏହାର ପଛରେ ଥିବା ପ୍ରକୃତ କାହାଣୀ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। ଭାବିବେ କଣ କେଉଁ ଜନ୍ମ କଲା ନିଜ ବାପା ଏତେ ନିଷ୍ଠୁର ହୋଇପାରେ। ଏଭଳି ବାପା ଯିଏ ନିଜର ଜନ୍ମ କଲା ଝିଅ ସହିତ କିଏ କରିପାରେ।ରାତାରାତି ଲୋକ ଲ-ଜ୍ୟା ଭ-ୟରେ ଘଞ୍ଚ ଜଙ୍ଗଲ ଭିତରେ ନିଜର ଜନ୍ମ କଲା ନାବାଳିକା ଝିଅକୁ ପୋତି ଦେଇ ଚାଲି ଆସିଲା ବାପା।
ହଁ ଆଜ୍ଞା କଦ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏଭଳି ଏକ ଅଭା-ବନୀୟ ଦୃ-ଶ୍ୟ ଦେଖିବାକୁ ମିଳିଛି। ଫିରିଙ୍ଗିଆ ଥାନା ତଳ ଦଣ୍ଡିକା ପଞ୍ଚାୟତ ଅଧୀନରେ ଥିବା ଜକ ଗାଁ ନିକଟସ୍ଥରେ କରୋଡ଼ା ଜଙ୍ଗଲରେ ପ୍ରାୟ ୫ ଫୁଟ ମାଟିକୁ ଖୋଳି ଜଣେ ୧୭ ବର୍ଷୀୟ ନାବାଳିକାର ଶ-ବକୁ ଉ-ଦ୍ଧାର କରିଛି ନୟାଗଡ଼ ଜିଲ୍ଲା ନୂଆଗାଁ ପୋ-ଲିସ। ଯେଉଁ ଘଟ-ଣାକୁ ନେଇ ପୁରା ଅଞ୍ଚଳରେ ଚହଳ ପଡିଯାଇଛି।
ତେବେ ଏଇ ମୃ-ତ ନାବାଳିକା ନୟାଗଡ଼ ଜିଲ୍ଲା ନୂଆଗାଁ ଥା-ନା ସୋରଡା ଗାଁର ଦିପ୍ରବର ନାୟକଙ୍କ ଝିଅ ତୁଳସୀ ନାୟକ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମୃ-ତ ନାବାଳିକା ଜଣଙ୍କ ସରଡା ଗାଁର ଜଣେ ବିବାହିତ ଯୁବକକୁ ଭଲ ପାଉଥିବା ବେଳେ ତାଙ୍କୁ ବାହା ହେବା ପାଇଁ ଜିଦ ଧରି ବସିଥିଲା ଯେଉଁ ସମ୍ପ-ର୍କକୁ ନେଇ ଦୁହିଁଙ୍କ ପରିବାର ଲୋକେ ଅସ୍ୟୁକାର କରୁଥିଲେ।
ଏ କଥାକୁ ନେଇ ବାପା ବାରମ୍ବାର ବି-ରକ୍ତ ହେଉଥିବା ବେଳେ ଝିଅର ଜିଦ ଦେଖି ବାପା ଝିଅକୁ ନି-ର୍ଧୁମ ପି-ଟିଥିଲେ। ନି-ର୍ଧୁମ ମା-ଡ଼ ମା-ରିବା ସହିତ ଗୋଟେ ଘରେ ବନ୍ଦୀ କରି ଦେଇଥିଲେ। ଏ ଅପ-ମାନକୁ ଝିଅ ସହି ପାରିନଥିଲା। ଶେଷରେ ଘରେ କେହି ନଥିବାର ସୁଯୋଗ ନେଇ ଜୀବନ ହାରି ଦେଇଥିଲା। ଝିଅର ମୃ-ତ୍ୟୁ ପରେ ଲୋକ ଲ-ଜ୍ୟା ଭ-ୟରେ ବାପା ଝିଅକୁ ରାତାରାତି ପ୍ରମାଣ ନ-ଷ୍ଟ କରିବା ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥା-ନା ଜକ ଗାଁ ନିକଟରେ ଥିବା କରୋଡା ଜଙ୍ଗଲରେ ଝିଅକୁ ମାଟି ତଳେ ପୋତି ଦେଇ ଫେ-ରାର ହୋଇଯାଇଥିଲେ।
ଏନେଇ ଖବର ପାଇବା ପରେ ନୂଆଗାଁ ପୋ-ଲିସ ନିଜ ଆଡୁ ଏକ କେ-ସ ରୁ-ଜୁ କରି ତ-ଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମେ ଶ-ବ ପୋତିବାରେ ସହଯୋଗ କରିଥିବା ନାବାଳିକାର ଦୁଇ ଭାଇକୁ ଥା-ନାକୁ ଆଣି ପଚ-ରାଉ-ଚରା କରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟ ପଟେ ବର୍ତ୍ତମାନ ସୁଦ୍ଧା ନାବାଳିକା ଝିଅର ବାପାର କୌଣସି ପୋତା ମିଳୁନାହିଁ।ତେବେ ପ୍ରେମ ବେପାରକୁ କେନ୍ଦ୍ର କରି ନାବାଳିକା ଝିଅକୁ ନିଜ ବାପା ଓ ଭାଇ ମାନେ ମିଶି ହ-ତ୍ୟା କରିଥିବା ନେଇ ସ-ନ୍ଦେହ କରାଯାଉଥିବା ବେଳେ ପୋଲି-ସର ତ-ଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ।