ଦୀର୍ଘ ୪ ବର୍ଷ ପରେ ସ୍ତ୍ରୀର ଆତ୍ମାକୁ ମିଳିଲା ଶାନ୍ତି । ମିଳିଲା ସ୍ୱାମୀ କୁ ଦ-ଣ୍ଡ…।

ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ଯୌ-ତୁକ ପାଇଁ ବଧୂକୁ ନିର୍ଯ୍ୟା-ତନା ଦେବା ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ମଧ୍ୟ ଏହାକୁ ଆପଣେଇ ନେଉଛନ୍ତି । ଆମ ସମାଜରେ ଆଜି ମଧ୍ୟ ଯୌ-ତୁକ ଭଳି ଘୃଣ୍ୟ ସାମାଜିକ ପ୍ରଥା ପ୍ରଚଳିତ ହେଉଛି । ଏଠାରେ ଯୌତୁକ ପାଇଁ ପତ୍ନୀକୁ ମାରି ଦେଇଛି ସ୍ଵାମୀ । ଆଜ୍ଞା ହଁ ବନ୍ଧୁଗଣ ଦୀର୍ଘ ୪ ବର୍ଷ ପରେ ଅତୃପ୍ତ ସ୍ତ୍ରୀର ଆତ୍ମାକୁ ମିଳିଲା ଶାନ୍ତି । କାରଣ ମିଳିଲା ସୈତାନ୍ ସ୍ୱାମୀକୁ ଦ-ଣ୍ଡ । ଆଜକୁ ୪ ବର୍ଷ ତଳେ ସ୍ତ୍ରୀର ଚରିତ୍ରକୁ ସ-ନ୍ଦେହ କରି ନୃ-ଶଂସ ଭାବରେ ସ୍ତ୍ରୀକୁ ହ-ତ୍ୟା କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା ନୃ-ଶଂସ ସ୍ଵାମୀ । ହେଲେ ପରେ ବଦଳି ଯାଇଥିଲା ଘଟ-ଣାର ମୋଡ଼ ।

ସ୍ତ୍ରୀର ଚରିତ୍ରକୁ ସ-ନ୍ଦେହ କରି ନୁହେଁ ବରଂ ଅଧିକ ଯୌତୁକ ଦାବି କରି ସ୍ୱାମୀ ଘଟାଇଥିଲା ଏପରି ନାର-କୀୟ କା-ଣ୍ଡ । ତେବେ ଏପରି ଏକ ଲୋମହ-ର୍ଷଣକାରୀ ଘ-ଟଣା ଘଟିଥିଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥା-ନା ଅନ୍ତର୍ଗତ ରାଇବେରୁଆଁ ଗ୍ରାମରେ । ୨୦୧୨ ମସିହାରେ ମୃ-ତ ଅନ୍ନପୂର୍ଣାଙ୍କ ସହ ବିବାହ କରିଥିଲେ ଗଣେଶ ବେହୁରା ।

ବିବାହର ପରବର୍ତ୍ତୀ ସମୟରେ ଅଧିକ ଯୌ-ତୁକ ଦାବି କରି ଅନ୍ନପୂର୍ଣାଙ୍କ ଶ୍ୱଶୁର ଘରଲୋକ ଶାରିରୀକ ଓ ମାନସିକ ନିର୍ଯ୍ୟା-ତନା ଦେଉଥିଲେ । ଶେଷରେ ୨୦୧୯ ମସିହା ଅଗଷ୍ଟ ମାସ ୨୫ ତାରିଖ ରାତି ୧୧ଟା ୩୦ ମିନିଟ୍ ରେ ପୂର୍ବ ଗ-ଣ୍ଡଗୋ-ଳକୁ କେନ୍ଦ୍ର କରି ଅଭି-ଯୁକ୍ତ ଗଣେଶ ସ୍ତ୍ରୀକୁ କଟୁରୀରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ହ-ତ୍ୟା କରିଥିଲେ ।

ତେବେ ଏହି ସଂକ୍ରା-ନ୍ତରେ ଏ-ତଲା ପରେ ୨୬ ଅଗଷ୍ଟ ୨୦୧୯ରେ ଅସ୍ତରଙ୍ଗ ଥା-ନାରେ ଅଭି-ଯୋଗ ହୋଇଥିଲା ଆଉ ଆଜି ସେହି ମାମ-ଲାର ଶୁଣାଣି ହୋଇଛି । ଅତିରିକ୍ତ ଜିଲ୍ଳା ଜଜ୍ ନିମାପଡ଼ା ଶ୍ରୀଯୁକ୍ତ ଲୋକନାଥ ସାହୁ ଆସାମୀ ଗଣେଶ ବେହୁରାଙ୍କ ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କା-ରାଦ-ଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୀତାକାନ୍ତ ଦାସ ମାମ-ଲାର ପରିଚାଳନା କରୁଥିଲେ । ଆଉ ମୃ-ତା ଅନ୍ନପୂର୍ଣାଙ୍କ ଭାଇ ଅଭିଯୋଗ କରିବାର ଦୀର୍ଘ ଦିନ ପରେ ଶେଷରେ ଦୋ-ଷୀକୁ ଦ-ଣ୍ଡ ମିଳିଛି ଆଉ ଅନ୍ନପୂର୍ଣାଙ୍କୁ ନ୍ୟା-ୟ ।

Leave a Reply

Your email address will not be published. Required fields are marked *