ଭୁବନେଶ୍ୱରରେ କେହି ଦୟାକରି ଝିଅ ବାହା ଦିଅନି
ଭୁବନେଶ୍ୱରରେ କେହି ଝିଅକୁ ବାହା ଦିଅନି। ମୁଁ ବାହା ଦେଇ ଆଜି ମୋ ଝିଅକୁ ହରାଇ ଦେଇଛି।ଭୁବନେଶ୍ୱର ମୋ ଝିଅ ପାଇଁ କାଳ ପାଲଟି ଯାଇଛି। ଭାବିଥିଲି ମୋ ଝିଅ ଗାଁରୁ ଯାଇ ସହରରେ ଭଲରେ ରହିବ। ହେଲେ ସେହି ଚାକଚକିଆ ଭୁବନେଶ୍ୱର ମୋ ଝିଅ ପାଇଁ ମ-ରଣ ଜନ୍ତା ପାଲଟି ଯାଇଛି। ମୁଁ ଗରିବ ଲୋକଟେ ବହୁତ୍ କଷ୍ଟ କରି ଝିଅକୁ ଭୁବନେଶ୍ୱରରେ ବାହା କରିଥିଲି। ହଁ ଆଜ୍ଞା ଆଜି ଏମିତି କିଛି ଭାବନାକୁ ଜାବୁଡି ଧରି କା-ନ୍ଦିବାକୁ ଲାଗିଛନ୍ତି ବାପା ଜଣକ। କଣ ପାଇଁ ଝିଅକୁ ଭୁବନେଶ୍ୱରରେ ବାହା ଦେଲେ ବୋଲି ଏବେ ଭାବୁଛନ୍ତି। ମୁଁ ଗାଁରେ ଯଦି ଝିଅକୁ ବାହା ଦେଇଥାନ୍ତି ତାହେଲେ ମୋ ଝିଅ ଭଲରେ ଥାଆନ୍ତା। ହେଲେ ଭୁବନେଶ୍ୱରରେ ବାହା ଦେଇ ଭୁଲ୍ କଲେ ବୋଲି ଏବେ ଭାବୁଛନ୍ତି।
କାରଣ ତାଙ୍କ ଝିଅକୁ ଶାଶୁ ଘର ଲୋକେ ମା-ରିଦେଲେ ବୋଲି ଅଭି-ଯୋଗ ହୋଇଛି। ଏମିତି କିଛି ଘ-ଟଣା ଦେଖିବାକୁ ମିଳିଛି ଏୟାରଫିଲ୍ଡ ଥା-ନା କୁଲାମାଟି ଅଞ୍ଚଳରେ।ଭୁବନେଶ୍ୱରରେ ବାହା ଦେଇ କେତେ ବଡ଼ ଭୁଲ୍ କରିଦେଲେ ବୋଲି କହି ଏବେ କା-ନ୍ଦୁଛନ୍ତି ବାପା, ମାଆ, ଆଉ ପୁରା ପରିବାର ଲୋକେ। ସମସ୍ତଙ୍କ ଆଖିରେ ଆଜି ଆଖିଏ ଲୁହ। ଛାତିକୁ ପିଟି ଆଜି ଡାକ୍ତରଖାନା ପରିସରରେ କାନ୍ଦୁଛନ୍ତି। ନୟନପିତୁଳାକୁ ବାହା ଦେଇ ଆଜି ହରାଇ ଦେଇଛନ୍ତି ପୂରା ପରିବାର। ଖୁସିରେ ରହିବ ବୋଲି ଭାବିଥିଲେ। ହେଲେ ତା ସହ ଏମିତି ହବ ଭାବି ନ ଥିଲେ। ରାଜଧାନୀରେ ରହୁଥିବା ମଣିଷ କେତେ ଲୋଭୀ ବୋଲି ଏବେ ଭାବୁଥିବେ। କାରଣ ତାଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ। ଶାଶୁଘର ଲୋକେ ଯୌ-ତୁକ ପାଇଁ ଆଜି ତାଙ୍କ ଝିଅକୁ ମା-ରିଦେଇଥିବା ଅଭି-ଯୋଗ ହୋଇଛି।
ଅଭି-ଯୋଗ ମୁତାବିକ ୨୦୨୧ ମସିହା ଜୁଲାଇ ୧୪ ତାରିଖରେ କେଦାରଗୌରୀ ମଣ୍ଡପରେ କେନ୍ଦ୍ରାପଡ଼ାର ପ୍ରିୟଙ୍କା ଏବଂ ଭୁବନେଶ୍ୱରର କୁନାନଗେଟ୍ ଅଞ୍ଚଳର ସରୋଜଙ୍କ ସହ ବୈଦିକ ରୀତି ନୀତିରେ ବାହାଘର ହୋଇଥିଲା। ହେଲେ ବାହାଘରର କିଛିଦିନ ପରେ ଆରମ୍ଭ ହୋଇଥଲା ନିର୍ଯା-ତନା। ସ୍ଵାମୀ ସରୋଜ ଅନ୍ୟ ଝିଅଙ୍କ ସହ ଶାରୀ-ରିକ ସଂ-ପର୍କ ରଖିଥିବା ପ୍ରିୟଙ୍କା ସବୁବେଳେ କହୁଥିଲେ। ଆଉ ସରୋଜଙ୍କୁ ପ୍ରତି-ବାଦ ମଧ୍ୟ କରିଥିଲେ ପ୍ରିୟଙ୍କା। ହେଲେ ପ୍ରତିଟି ସମୟରେ ସରୋଜ ଶାରୀ-ରିକ ନିର୍ଯା-ତନା ଦିଅନ୍ତି ପ୍ରିୟଙ୍କାଙ୍କୁ।
ମା-ଡ଼ ଗା-ଳି ସବୁ ସହନ୍ତି ପ୍ରିୟଙ୍କା ବୋଲି ଅଭି-ଯୋଗ ହୋଇଛି। ଖାଲି ସେତିକି ନୁହେଁ ପ୍ରିୟଙ୍କାକୁ ମଧ୍ୟ ଯୌ-ତୁକ ନିର୍ଯ୍ୟା-ତନା ଦେଉଥିଲେ ପ୍ରିୟଙ୍କାଙ୍କ ଶାଶୁ। ଯାହାଫଳରେ ଝିଅକୁ ହ-ତ୍ୟା କରଯାଇଛି ବୋଲି ପରିବାର ଲୋକେ ଏୟାରଫିଲ୍ଡ ଥା-ନାରେ ଅଭି-ଯୋଗ କରିଛନ୍ତି। ସେପଟେ ଏହାକୁ ଖଣ୍ଡନ କରିଛନ୍ତି ସ୍ଵାମୀ ସରୋଜଙ୍କ ବାପା ଆଉ କହିଛନ୍ତି କି ଝିଅର ଅନ୍ୟ କାହା ସଙ୍ଗେ ସ-ମ୍ପର୍କ ଥିଲା। ତେବେ ଏୟାରଫିଲ୍ଡ ଥା-ନା ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ସରୋଜଙ୍କୁ ପଚାର ଉଚରା ଜାରି ରଖିଛି।