ଗର୍ବରେ କହୁଥିଲେ ଟୁଟୁ ନାୟକ। ମୁଁ କିଏ ତମେ ଜାଣିନ, ମୋ ପଛରେ କିଏ ତମେ ଜାଣିନ। ଆଜି ବନ୍ଧା ହେଲେ
ଟୁଟୁ କିଏ ତମେ ଜାଣିନ। ଟୁଟୁ ପଛରେ କିଏ କିଏ ସବୁ ଅଛନ୍ତି ତାହା ବି ତମେ ଜାଣିନ। ଅର୍ଥାତ ଟୁଟୁ କହିବା ପାଇଁ ଚାହୁଁଛନ୍ତି ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡରେ ହାତ ମା-ରନି। ଅର୍ଥାତ ଟୁଟୁ ଏହି ପ୍ରତି-କ୍ରିୟା ମାଧ୍ୟମରେ କହିଦେବା ପାଇଁ ଚାହୁଁଛନ୍ତି କି ଟୁଟୁ କିଏ ଟୁଟୁ କେତେ ଖତରନାକ। ଟୁଟୁ ବିରୋ-ଧରେ କେହି କିଛି କରିପାରିବେ ନାହିଁ। ଟୁଟୁ ପଛରେ ବଡ଼ ବଡ଼ ଲୋକଙ୍କର ହାତ ଅଛି। ଟୁଟୁ ଯାହା ଚାହିଁବେ ତାହା କରିବେ। ହଁ ଏତେ ସବୁ କଥା ଟୁଟୁ ପ୍ରତ୍ୟକ୍ଷରେ ନକହିଲେ ବି ପରୋକ୍ଷରେ କହୁଛନ୍ତି। ଆଜି ଟୁଟୁ ନାୟକଙ୍କୁ ଗି-ରଫ କରାଯାଇଛି।
ଆଉ ଏଭଳି ଏକ ପ୍ରତି-କ୍ରିୟା ପରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟ-ବହାର ଅଭି-ଯୋଗ ହୋଇଥିଲା। ଆଉ ମହିଳା ସାମ୍ବାଦିକା ଜଣଙ୍କ କା-ନ୍ଦି କା-ନ୍ଦି ଗଣ ମାଧ୍ୟମ ଆଗରେ ପୁରା ଘ-ଟଣା କହିଥିଲେ। ଏଥି ସହିତ ଟୁଟୁ ନାୟକଙ୍କ ବିରୋ-ଧରେ ମଧ୍ୟ ଭୁବନେଶ୍ୱର ଖାରବେଳ ଥା-ନାରେ ଏତ-ଲା ଦାୟର ହୋଇଥିଲା।
ସେପଟେ ଅଭି-ଯୋଗକୁ ଖଣ୍ଡନ କରିଥିଲେ ବରିଷ୍ଠ ଟୁଟୁ ନାୟକ। କହିଥିଲେ ମୁଁ କଣ ଗୁ-ଣ୍ଡା ସେ ଗେଟ ପାଖରେ ଛିଡା ହୋଇଥିଲା ମୁଁ ତାକୁ ଥଟା ମଜାରେ ସାଇଟ ହେବାକୁ କହିଥିଲି। ଗଣମାଧ୍ୟମର ସମସ୍ତ ସାମ୍ବାଦିକଙ୍କୁ ମୋ ପରିବାର ଭଳି ଭାବେ। ତେଣୁ ମୁଁ କାହାକୁ ଦୁ-ର୍ବ୍ୟବ-ହାର କରିନାହିଁ। ଆଉ ଏ ସବୁ ଭିତରେ କିନ୍ତୁ ଏବେ ସେ ଦିନର ପ୍ରତି-କ୍ରିୟା ଟି ପୁରା ଭାଇରାଲ ହେଉଛି। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି।
ଯେଉଁ ପ୍ରତି-କ୍ରିୟାରେ ଟୁଟୁ ନାୟକ କହୁଛନ୍ତି ଟୁଟୁ କିଏ ଜାଣିନ। ଟୁଟୁ ପଛରେ କେଉଁ ମାନେ ଅଛନ୍ତି ତାକୁ ମଧ୍ୟ ତମେ ଜାଣିନ। ଟୁଟୁ କଣ ଜଣେ ସାଧାରଣ ଲୋକ ଏମିତି ଅନେକ କଥା କହିଥିଲେ।
ଟୁଟୁ ନାୟକଙ୍କ ଗି-ରଫ ପରେ ଏସବୁ ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି। ଏତିକି ଜଣେଇ ଦେବାକୁ ଚାହିଁବୁ ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋ-ଧରେ ସଂ-ଘୀନ ଦଫା ୩୫୪, ୨୯୪,୩୪୧,୩୨୩ ଲାଗିଛି। ଆଜି ଯଦି ତାଙ୍କୁ ବେଲ ନମିଳେ ତେବେ ଅନ୍ଧାର ରାତିରେ ଶଙ୍ଖ ମଲ ମଲ ଉଆସକୁ ଛାଡି ତାଙ୍କୁ ରାତି କା-ଟିବାକୁ ପଡିବ।