“ଫିଲ୍ମ ଇଣ୍ଡଷ୍ଟ୍ରିରେ ହାତ ମା-ରିବା ନର୍ମାଲ । ହେଲେ ଜଣେ ମହିଳା ସାମ୍ବାଦିକଙ୍କ ସହ ଏମିତି କରିବା କେବେ ଠିକ ନୁହଁ”… ।
ବର୍ତମାନ ସମୟରେ ହରଡ଼ ଘଣାରେ ପଡ଼ିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ସିନେ ପ୍ରଯୋଜକ ଟୁଟୁ ନାୟକ । ଗୋଟାଏ ପଟେ ସିନେମା କଳି ଥମି ନଥିବା ବେଳେ ଅନ୍ୟ ପଟରେ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ ମା-ରିବା ଘଟ-ଣାରେ ଗି-ରଫ ହୋଇ ଏବେ ଜେ-ଲ୍ ଯାଇଛନ୍ତି ଟୁଟୁ ନାୟକ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଥା ଫିଲ୍ମର ପ୍ରିମିୟର ସମୟରେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିଥିବା ଅଭି-ଯୋଗ ହେଇଥିଲା । ଏନେଇ ମହିଳା ସାମ୍ବାଦିକା ଜଣକ ଥା-ନାରେ ଅଭି-ଯୋଗ ମଧ୍ୟ କରିଥିଲେ ।
ତେବେ ମହିଳା ସାମ୍ବାଦିକାଙ୍କ ଅଭି-ଯୋଗ ଅଭି-ଯୋଗ ଅନୁଯାୟୀ ପ୍ରଯୋଜକ ଟୁଟୁ ନାୟକ କୁଆଡ଼େ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅଭଦ୍ର ଭା-ଷାରେ ଗା-ଳି କରିବା ସହିତ ଚା-ପୁଡ଼ା ମା-ରିଥିଲେ । ତେବେ ଅଭି-ଯୋଗ ପରେ ଏନେଇ ସମ୍ପୃକ୍ତ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋ-ଲିସ । ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ସମ୍ବନ୍ଧରେ ଟୁଟୁ ନାୟକ କହିଥିଲେ ସେ ଗେଲରେ ଟଚ୍ କରି ଦେଇଥିଲେ ।
ତେବେ ବର୍ତମାନ ଟୁଟୁ ନାୟକ ଜେ-ଲ୍ ଗଲାପରେ ଜଣେ ଓକିଲ ନିଜ ପ୍ରତି-କ୍ରିୟାରେ କହିଛନ୍ତି, “ଏହି ଘଟ-ଣାରେ ଜଣେ ହେଉଛନ୍ତି ଫିଲ୍ମ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ବ୍ୟକ୍ତି । ଯିଏକି ଜଣେ ବଡ଼ ପ୍ରଡ୍ୟୁସର୍ । ଏବଂ ଯାହା ସହିତ ଘ-ଟଣା ଘଟେଇଛନ୍ତି ସିଏ ଜଣେ ସାମ୍ବାଦିକା । ତେବେ ଆ-ଇନ୍ ସମସ୍ତଙ୍କ ପାଇଁ ସମାନ । ତାଙ୍କର ଜଣେ ଲେଡି ଜର୍ନାଲିଷ୍ଟଙ୍କୁ ଟଚ୍ କରିବା ଟା ଠିକ୍ ନଥିଲା । ୟା ଦ୍ଵାରା ଗୋଟେ ଖରାପ୍ ମେସେଜ ସେ ସୋସାଇଟ୍ କୁ ଦେଲେ । ମହିଳା ଜଣକ ଥିଲେ ଜଣେ ଜର୍ନାଲିଷ୍ଟ ।
ସେ କୌଣସି ଫିଲ୍ମ୍ ଇଣ୍ଡଷ୍ଟ୍ରିର ଆକ୍ଟ୍ରେସ ନଥିଲେ । ଏହି ମ୍ୟାଟରକୁ ଛାଡ଼ିଦେଲେ ଆପଣ ଯଦି ଇନ୍ ଜେନେରାଲ ଦେଖିବେ ଆପଣଙ୍କ ଇମ୍ପ୍ରେସନ୍ କ୍ୟାରି କରୁଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଡ୍ୟୁସର୍ ହୁଅନ୍ତୁ, ଡାଇରେକ୍ଟର ହୁଅନ୍ତୁ ବା କେହି ଇନଫ୍ଲୁଏନ୍ସର୍ ପାର୍ସନ ହୁଅନ୍ତୁ ହାତ ମା-ରିବା ଟଚ୍ କରିବା ନର୍ମାଲ ଗୋଟେ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ହୁଏ । କିନ୍ତୁ ଏଠି ତାଙ୍କ ସାମ୍ନାରେ ଯିଏ ଥିଲେ ସେ କଉ ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିର ଆକ୍ଟ୍ରେସ ନୁହଁନ୍ତି କି ତାଙ୍କର କୌଣସି କ୍ଲୋଜ ପର୍ସନ ନୁହଁନ୍ତି । ସେ ଥିଲେ ଜର୍ନାଲିଷ୍ଟ ତେଣୁ ତାଙ୍କୁ ଟଚ୍ କରିବା ପବ୍ଲିକରେ ଏପରି ବ୍ୟବହାର କରିବା ଏଇଟା ଗୋଟେ ଭୁଲ୍ ଜିନିଷ ନିଶ୍ଚିତ ଭାବରେ । ତେଣୁ ଏଇଟା ଗୋଟେ ଉଦାହରଣ ଯିବ ପବ୍ଲିକକୁ ଯେ ସବୁବେଳେ ନିଜ ସଞ୍ଜତରେ ରହିବା ଦରକାର” ।