“ଟୁଟୁ ନାୟକଙ୍କ ବିରୋ-ଧରେ ଯେଉଁ ସବୁ ଦଫା ଲାଗିଛି ପ୍ରମାଣିତ ହେଲେ ୩-୫ ବର୍ଷ ଜେ-ଲ ହୋଇପାରେ…” ବନ ମହାନ୍ତି ।

ବନ୍ଧୁଗଣ ବର୍ତମାନ ସମୟରେ ହରଡ଼ ଘଣାରେ ପଡ଼ିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ସିନେ ପ୍ରଯୋଜକ ଟୁଟୁ ନାୟକ । ଗୋଟାଏ ପଟେ ସିନେମା କଳି ଥମି ନଥିବା ବେଳେ ଅନ୍ୟ ପଟରେ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିବା ଘଟ-ଣାରେ ଗି-ରଫ ହୋଇ ଏବେ ଜେ-ଲ୍ ଯାଇଛନ୍ତି ଟୁଟୁ ନାୟକ । ଆଜ୍ଞା ହଁ ବି-ବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗି-ରଫ କଲା ଭୁବନେଶ୍ୱର କମିଶନରେଟ୍‌ ପୁ-ଲିସ୍‌ । ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦା-ଚରଣ ଅଭି-ଯୋଗରେ ତାଙ୍କୁ ପୁ-ଲିସ୍‌ ଗି-ରଫ କରିଛି । ଏବେ ଟୁଟୁ ନାୟକଙ୍କ ବିରୋ-ଧରେ ଲାଗିଛି ସବୁ ସଙ୍ଗୀନ ଦଫା ।

୩୫୪, ୨୯୪, ୩୪୧, ୩୨୩ ଦଫାରେ ଗି-ରଫ କରାଯାଇଛି ।ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚା-ପୁଡ଼ା ମା-ରିବା ଅଭି-ଯୋଗରେ ସେ ଗି-ରଫ ହୋଇଛନ୍ତି । ସୂଚନାଯୋଗ୍ୟ ଶୁକ୍ରବାର ପ୍ରଥା ଫିଲ୍ମର ପ୍ରିମିୟର ସମୟରେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିଥିବା ଅଭି-ଯୋଗ ହେଇଥିଲା । ତେବେ ଅଭି-ଯୋଗ ପରେ ଏନେଇ ସମ୍ପୃକ୍ତ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋ-ଲିସ ।

ତେବେ ବର୍ତମାନ ଟୁଟୁ ନାୟକ ଜେ-ଲ୍ ଗଲାପରେ ବରିଷ୍ଠ ଆଇନଜିବୀ ବନ ମହାନ୍ତି ନିଜର ପ୍ରତି-କ୍ରିୟା ଦେଇ କହିଛନ୍ତି, “ଦେଖନ୍ତୁ ମହିଳାଙ୍କୁ ଅସ-ଦାଚରଣ କଲେ ବୋଲି ୩୫୪ ଧାରା, ଆଉ ସେହି ମହିଳାଙ୍କୁ ଅଟକାଇଲେ ବୋଲି ୩୪୧ ଧାରା, ଫିଜିକାଲି ଆସଲ୍ଟ ପାଇଁ ୩୨୩ ଏବଂ ସେହି ଟାଇମ୍ ରେ କିଛି ଅଶାଳୀନ ଭାଷାର ପ୍ରୟୋଗ କଲେ ବୋଲି ୨୯୪ ଟୁଟୁ ନାୟକଙ୍କ ବିରୋ-ଧରେ ଲାଗିଛି । ଏଇ ଯେଉଁ ଦଫା ଗୁଡ଼ିକ ମଧ୍ୟରୁ ୩୫୪ ହେଉଛି ନନ୍-ବେଲେବଲ୍ ଆଉ ବାକି ଧାରା ବେଲେବଲ୍ । ଯେତେବେଳେ ଟୁଟୁ ନାୟକଙ୍କୁ ଏସଡିଜିଏମ କୋର୍ଟକୁ ଫରୱାର୍ଡ କରାଯାଇଛି, ସେ କୋର୍ଟ ଚାହିଁଲେ ବେଲ୍ ଦେଇ ପାରିବ ଚାହିଁଲେ ରିଜେକ୍ଟ ମଧ୍ୟ କରି ପାରିବ ।

ଏହାର ଦ-ଣ୍ଡ ସବୁ ତେବେ ଯାହା ସବୁ ହେଇଛି ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଦ-ଣ୍ଡ ବ୍ୟବସ୍ଥା ଅଛି । ତେଣୁ ଯଦି ପୋ-ଲିସ୍ ଠିକ୍ ତଥ୍ଯ ଉପସ୍ଥାପନ କରନ୍ତି ଆଉ ସାକ୍ଷ୍ୟ ଯଦି ଠିକ୍ ଷ୍ଟେଟମେଣ୍ଟ ଦିଏ ତାହେଲେ ହୁଏତ ଦୋ-ଷୀ ଉଚିତ୍ ଦ-ଣ୍ଡ ପାଇବ । ଏବେ ପର୍ଯ୍ୟନ୍ତ ସମସ୍ତ ସାକ୍ଷ୍ୟ ଦେବସ୍ମିତାଙ୍କ ସପକ୍ଷରେ ହିଁ ଯାଇଛି । ପୋ-ଲିସ୍ ଉଚିତ ପଦକ୍ଷେପ ନେଇଛି କାରଣ ଜଣେ କର୍ମରତ ମହିଳାଙ୍କ ସହିତ ଏଭଳି ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ତେବେ ବର୍ତ୍ତମାନ୍ ଯେଉଁ ହାକିମଙ୍କ ପାଖରେ ଫାଇଲ୍ ପୁଟ ଅପ୍ ହେଇଛି ତାଙ୍କ ପାଖରେ ଅଖଣ୍ଡ କ୍ଷମତା ଅଛି ଯେ ସେ ବେ-ଲ୍ ଦେଇ ପାରିବେ” ।

Leave a Reply

Your email address will not be published. Required fields are marked *