ମହାପ୍ରଭୁଙ୍କ ପାଖରେ କାନ ଧରି କ୍ଷମା ମାଗନ୍ତୁ, କେତେ ଝିଅଙ୍କ ଜୀବନ ନ-ଷ୍ଟ କରିଛନ୍ତି, କେତେ ଲୋକଙ୍କୁ ମା-ରିଛନ୍ତି

ଲିଭର ଜନିତ ଅପରେସନ ପାଇଁ ପୀ-ଡିତ ହୋଇ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାତ୍ରା କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏଭଳି ସ୍ଥିତିରେ ସାଥି କଳାକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପାଇଁ ଆଗେଇ ଆସିଛନ୍ତି।କିଛି ଲୋକ ତାଙ୍କୁ ସାହାଯ୍ୟ କରି ତାଙ୍କ ଦୁଃ-ଖରେ ଦୁଃ-ଖୀ ହେଉଥିବା ବେଳେ କିଛି ଲୋକ କହୁଛନ୍ତି ଯେ ଯାହା ହେଉଛି ଭଲ ହେଉଛି।

ଏହିପରି ହେବା ଦରକାର। ତେବେ ଏହିପରି ବିରୋ-ଧିଙ୍କ ଭିତରେ ଜଣେ ହେଉଛନ୍ତି ଅଭିନେତା ଏବଂ ନିର୍ଦେଶକ ରୁଦ୍ର। ସେ କହିଛନ୍ତି ଯେ,” ଯାହା ହେଇଛି ଭଲ ହେଇଛି। ଏମିତି କୋକଙ୍କ ସହ ଏହିପରି ହେବା ଦରକାର। ପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି।

ଆହୁରି 4 ଜଣ ବି ଏହିପରି ଅବସ୍ଥାରେ ପଡିବେ। ସମସ୍ତେ ତାଙ୍କୁ ଭଲ କହିଲେ କଣ ହେଲା। ମୁଁ ଜାଣିଛି ସେ କି ପ୍ରକାର ଲୋକ। ଆରେ ଆମ ମୁହଁରୁ ଖାଦ୍ୟ ଛଡ଼ାଇଛନ୍ତି ସେ। ତାଙ୍କୁ କଣ ସହଜରେ ମୁକ୍ତି ମିଳିବ ନା କଣ? କିଏ କହିଲା ତାଙ୍କ ପାଖରେ ଟଙ୍କା ନାହିଁ। ଆରେ 50 ଲକ୍ଷ ଟଙ୍କା କଣ ତାଙ୍କ ପାଖରେ କୋଟି କୋଟି ଟଙ୍କା ପଡିଛି।

ସେ ନିଜ ଟଙ୍କାକୁ ଚିପିକି ରଖିଛନ୍ତି ଆଉ ଲୋକଙ୍କଠାରୁ ଖାଉଛନ୍ତି।ସମସ୍ତଙ୍କୁ ଶାସ୍ତି ମିଳିବ। ସବୁ ମାରିବେ। ଆଜିକାଲି ଓଡ଼ିଆ ଇଣ୍ଡଷ୍ଟ୍ରିରେ କିଛି ଫିଲ୍ମ ନାହିଁ। ଦମନ ଆସିଲା କୋଟି କୋଟି କମେଇଲା ଚାଲିଗଲା। ଏମାନଙ୍କୁ କାହିଁକି ଫିଲ୍ମ ମିଳୁନାହିଁ ସେ ନିଜେ ଜାଣିଛନ୍ତି। ଆରେ ଲୋକ ଯେତେ ଭଲ କହିଲେ କଣ ହେବ ଯିଏ ଭୋଗିଛି ସିଏ ଜାଣିଛି।

50 ଲକ୍ଷ ରୁ 1 କୋଟି ଗୋଟେ ଫିଲ୍ମରୁ ରୋଜଗାର କରୁଥିବା ଲୋକ ଆଜି 15 ଲକ୍ଷ ମିଳିଗଲେ ବି ବହୁତ ଖୁସି ହେଇଯାଉଛି। ଫିଲ୍ମ ନ ମିଳିଲେ ସିରିଏଲ କରିବାକୁ ବାଧ୍ୟ ହେଉଛି। ନିଜେ ଏତେ ବର୍ଷ ହେଲା ଅଭିନୟ କରି କଳା କଳା ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ କାହାକୁ ବି ଭାଗ ଦେଉନାହାନ୍ତି। ଅଭିନୟ ପାଇଁ ଆଉ କୌଣସି ଯୁବ ପିଢ଼ି ଲୋକଙ୍କୁ ସୁଯୋଗ ଦେଉନାହାନ୍ତି।

କାହିଁ କେତେ ଲୋକଙ୍କର ବେକ ଚିପିଛନ୍ତି। କାହିଁ କେତେ ଝିଅଙ୍କର ଜୀବନ ନ-ଷ୍ଟ କରିଛନ୍ତି। ଆଜି ସବୁ ଭୋଗିବେ। ପ୍ରଭୁ ଜଗନ୍ନାଥ କାହାକୁ ବି ଛାଡିବେନି। ଏମାନଙ୍କୁ ସିଧାସଳଖ ମା-ରିବା ବଦଳରେ ଏହିପରି ରୋଗ ଦେଇ ମା-ରିଲେ ଠିକ। “

Leave a Reply

Your email address will not be published. Required fields are marked *