ଏପଟେ ସାଇବର୍ ଥା-ନାରେ ବର୍ଷା,ସେପଟେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି

ଅନୁଭବ ମହାନ୍ତିଙ୍କ ର ଏକ ଫେସବୁକ୍ ପେଜ ଅଛି ଯାହାର ନାମ ହଉଛି “ଅନୁଭବ ମହାନ୍ତି ଦ ରିଏଲ ହିରୋ ଅଫ କେନ୍ଦ୍ରାପଡ଼ା” । ତାଙ୍କର ଏହି ଫେସବୁକ୍ ପେଜରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମରେ ଓଲଟା ପାଲଟା କିଏ କଣ ପୋଷ୍ଟ କରୁଛି । ବର୍ଷାଙ୍କୁ ବଦ-ନାମ କରୁଥିବା ପେଜ ପଛରେ କାହାର ହାତ ଅଛି ? କାହା ନିର୍ଦ୍ଦେଶରେ ସେହି ଚକ୍ରା-ନ୍ତକାରୀ କରୁଥିଲା ପୋଷ୍ଟ୍। ଖୋଲିଯିବନି ତ ଆଉ ସବୁ ସତ କଥା,ଖୋଲିଯିବା ତ ଆଉ ସବୁ ପୋଲ। କଣ ଏଥିରେ ସାଂସଦ ଅନୁଭବ ମହାନ୍ତି ଙ୍କ କିଛି ସମ୍ପର୍କ ଅଛି ।ସୋସିଆଲ ମିଡ଼ିଆ ର ଫେସବୁକ୍ ପେଜର ପୋଷ୍ଟକୁ ନେଇକି ସାଇବର ପୋଲି-ସରେ ଏ-ତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ବର୍ଷାଙ୍କ କହିବା ଅନୁସାରେ ଅନୁଭବ ମହାନ୍ତି ଦ ରିଏଲ ହିରୋ ଅଫ କେନ୍ଦ୍ରାପଡ଼ା ପେଜରେ ଅନ୍ୟ ଜଣେ କେହି ତାଙ୍କ ବିରୋ-ଧରେ ତାଙ୍କ ସମ୍ବ-ନ୍ଧରେ ଅନେକ ବିଭ୍ରାନ୍ତକାରି ତଥ୍ୟ ବିଭିନ୍ନ ପୋଷ୍ଟ ଓ ଭିଡ଼ିଓ ମାଧ୍ୟମରେ ସୋସିଆଲ ମିଡିଆରେ ଅପଲୋଡ଼ କରି ବର୍ଷାଙ୍କ ଆତ୍ମ ସମ୍ମାନ ଉପରେ ବାଧା ଆଣୁଛନ୍ତି । ଆଉ ଫେସବୁକ୍ ପେଜର ସେହି ପୋଷ୍ଟ ତାଙ୍କ ଚରିତ୍ର ଉପରେ ପ୍ର-ଭାବ ପକାଇଛି ବୋଲି ବର୍ଷା କହିଛନ୍ତି । ଆଉ ପୋଲିସ ମଧ୍ୟ ଏହି କଥା ଉପରେ ମା-ମ-ଲା ରୁ-ଜୁ କରିଛି ।

ଏହି ଆଧାର ରେ ସେହି ସୋସିଆଲ ମିଡିଆର ଆକାଉଣ୍ଟ କୁ କିଏ ହାଣ୍ଡଲେ କରୁଛନ୍ତି,କିଏ ଏମିତି ପୋଷ୍ଟ କରୁଛି ତାକୁ ଖୋଜୁଛି ପୋ-ଲିସ । ଆଉ ଠିକ୍ ଏତିକବେଳେ ବର୍ଷା ଙ୍କ ପୋଷ୍ଟ କୁ କାଉଣ୍ଟର କରିଛନ୍ତି ଅନୁଭବ ମହାନ୍ତି । ଫେସବୁକ୍ ପେଜର ଅନୁଭବ ମହାନ୍ତି ଲେଖିଛନ୍ତି ଯେ ” ଜଣେ ଜନପ୍ରତିନିଧି ହେଇଥିବାରୁ ସୋସିଆଲ ମିଡିଆରେ ଏମିତି ଲେଖିଥିବାରୁ ମୁଁ ଦୁଃ-ଖିତ,କିନ୍ତୁ ମୁଁ ଚୁପ୍ ହେଇ ବସିପାରିବି ନାହିଁ । ଏଭଳି ମିଛ ଲୋକ ଙ୍କୁ ବିଶ୍ୱାସ ନକରିବାକୁ ମୁଁ ଓଡ଼ିଶା ପୋ-ଲିସ ଓ ସାଇବର ବିଭାଗକୁ ଅନୁରୋଧ କରୁଛି,କାରଣ ସେ ଜଣେ ନୁହନ୍ତି ଏହା ପଛରେ ପୁରା ଟିମ୍ କାମ କରୁଛି ।”

Leave a Reply

Your email address will not be published. Required fields are marked *