ନି-ରୀ-ହ ଦେଖାଯାଉଥିବା ଏହି ପିଲା ବଡ଼ ହୋଇ ଟିଭି ଦୁନିଆରେ ଛାଇ ଗଲେ, ପରେ ଅଚାନକ୍ ଦୁନିଆକୁ କହିଦେଲେ ଅଲବିଦା, ଜାଣିପାରିଲେ?

ଟିଭି ଦୁନିଆ ମଧ୍ୟ ବଲିଉଡଠାରୁ କିଛି କମ୍ ନୁହେଁ | ଲୋକମାନେ ଏଠାକୁ ମଧ୍ୟ ଅଭିନୟର ସ୍ୱପ୍ନ ନେଇ ଆସନ୍ତି | କେତେକ ସଫଳ ହୁଅନ୍ତି ଏବଂ କେତେକ ସଂ-ଘ-ର୍ଷ ଜାରି ରଖନ୍ତି | ଅନେକ କଳାକାର ଟିଭିରେ ବହୁତ ହିଟ୍ ହୋଇଗଲେ | ଏପରି ଜଣେ କଳାକାର ଥିଲେ ଯିଏକି ତାଙ୍କ କ୍ୟାରିୟରର ଶିଖରରେ ପହଞ୍ଚିଯାଇଥିଲେ କିନ୍ତୁ ହଠାତ୍ ଏ ଦୁନିଆରୁ ବିଦାୟ ନେଇ ଚାଲିଗଲେ|

ଆମେ ଆପଣଙ୍କୁ ସେହି ପିଲାର ଫଟୋ ଦେଖାଉଛୁ | ଏହି ପିଲାଟିକୁ ଭଲଭାବେ ଦେଖନ୍ତୁ, ବଡ଼ ହୋଇ ଏହି ପିଲାଟି ଜଣେ ଟପ୍ ଟିଭି ଷ୍ଟାର ଵନିଯାଇଥିଲେ | ତାଙ୍କର ପ୍ରଶଂସକମାନେ ଲକ୍ଷ ଲକ୍ଷର ନୁହେଁ ବରଂ କୋଟି କୋବିରେ ମାତ୍ରାରେ ଥିଲେ | ତା’ପରେ ହଠାତ୍ ଗୋଟେ ରୋଗ କାରଣରୁ ଏହି ଷ୍ଟାରଙ୍କର ମୃ-ତ୍ୟୁ ହେଇଗଲା | କଣ ଆପଣ ଜାଣିପାରିଲେ ଆମେ କେଉଁଠି ଅଭିନେତାଙ୍କ ବିଷୟରେ କହୁଛୁ | ଚାଲନ୍ତୁ ଆମେ ଆପଣଙ୍କୁ କହୁଛୁ |

ଏହି ଅଭିନେତାଙ୍କର ଥିଲା ସେହି ପିଲାଦିନର ଫୋଟୋ :-

ଯେଉଁ ପିଲାଙ୍କ ଫୋଟୋ ଦେଖେଇ ଆମେ ଆପଣଙ୍କୁ ଚିହ୍ନିବା ପାଇଁ କହିଥିଲୁ, ସେ ଫୋଟୋ ଆଉ କାହାର ନୁହେଁ ବରଂ ସିଦ୍ଧାର୍ଥ ଶୁକ୍ଲା ଅଟେ | ହଁ ଆଜ୍ଞା, ଏହା ହେଉଛି ତାଙ୍କର ପିଲାଦିନର ଫୋଟୋ ଯେଉଁଥିରେ ସେ ତାଙ୍କ ମା ସହିତ ଛିଡା ହୋଇଛନ୍ତି | ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଆଜି ମଧ୍ୟ ତାଙ୍କୁ ମାନେ ପକାନ୍ତି | ତାଙ୍କର ପ୍ରଶଂସକମାନେ ଚାହାଁନ୍ତି ଯେ ସେ ପୁଣି ଏହି ଦୁନିଆକୁ ଫେରିଆସନ୍ତୁ |

ସିଦ୍ଧାର୍ଥ ଶୁକ୍ଲାଙ୍କ ଷ୍ଟାରଡମ୍ କୌଣସି ବଲିଉଡ ଷ୍ଟାରଙ୍କଠାରୁ କମ୍ ନଥିଲା | ସୋସିଆଲ ମିଡିଆରେ ତାଙ୍କର ଭିଡିଓଗୁଡ଼ିକ ଟ୍ରେଣ୍ଡରେ ରହେ | ତାଙ୍କ ସହ ଶାହନାଜ ଗିଲଙ୍କ ଯୋଡି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିଲା | ଆଜି ବି ପ୍ରଶଂସକଙ୍କ ହୃଦୟରେ ଉଭୟଙ୍କ ଯୋଡି ଭାଙ୍ଗି ନାହିଁ | ଏହା ଅଲଗା କଥା ଯେ ସେ ଆଉ ଏବେ ଏହି ଦୁନିଆରେ ନାହାଁନ୍ତି |

40 ବର୍ଷରେ ହୋଇଗଲା ମୃ-ତ୍ୟୁ :-

ସିଦ୍ଧାର୍ଥ ଶୁକ୍ଲା ଜଣେ ମଡେଲ ଏବଂ ଅଭିନେତା ଥିଲେ | ସେ 12 ସେପ୍ଟେମ୍ବର 1980 ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ | ଜନ୍ମଦିନର 10 ଦିନ ପୂର୍ବରୁ ସେ 2 ସେପ୍ଟେମ୍ବର 2021 ରେ ସେ ଶେଷ ନି-ଶ୍ୱା-ସ ତ୍ୟା-ଗ କରିଥିଲେ | ତାଙ୍କର ହୃ-ଦଘା-ତ ହୋଇଥିଲା ଯାହା ପରେ ତାଙ୍କର ମୃ-ତ୍ୟୁ ହୋଇଥିଲା। ତାଙ୍କ ପିତା ଅଶୋକ ଶୁକ୍ଲା ରିଜର୍ଭ ବ୍ୟାଙ୍କରେ ଇଞ୍ଜିନିୟର ଥିଲେ | ମାତା ରୀତା ଶୁକ୍ଲା ଘର ସମ୍ଭାଳୁ ଥିଲେ|

ଯେତେବେଳେ ସିଦ୍ଧାର୍ଥ ମଡେଲିଂ କରୁଥିଲେ, ସେତେବେଳେ ହିଁ ତାଙ୍କ ପିତାଙ୍କର ଏକ ଫୁସଫୁସରେ ଗୋଟେ ଗଭୀର ରୋଗ ହୋଇଯାଇଥିଲା | ଏହି କାରଣରୁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା | ସେ ସେଣ୍ଟ ଜାଭିୟର ହାଇସ୍କୁଲ ଫୋର୍ଟ, ମୁମ୍ବାଇରେ ଅଧ୍ୟୟନ କରିଥିଲେ | 2005 ମସିହାରେ, ଟର୍କୀରେ ଆୟୋଜିତ ମଡେଲିଂ ପ୍ରତିଯୋଗିତାରେ ସେ ଅନେକ ଦେଶର ମଡେଲଙ୍କୁ ପରାସ୍ତ କରି ଟାଇଟଲ୍ ନିଜ ନାରେ ଜିତିଥିଲେ | ସେ ଏପରି କରିଥିବା ପ୍ରଥମ ଏସୀୟାନ ଥିଲେ |

ଏହି ଶୋ’ରେ ଟିଭିରେ କରିଥିଲେ ଡେଭ୍ୟୁ, ଶାହନାଜ ଙ୍କ ସହ ହେଲା ପ୍ରେମ :-

ମଡେଲିଂ ପରେ ତାଙ୍କୁ ବଡ-ବଡ଼ କମ୍ପାନୀଗୁଡିକରୁ ବିଜ୍ଞାପନ ମିଳିବା ଆରମ୍ଭ ହୋଇଗଲା | ତା’ପରେ 2008 ରେ, ସେ ଶୋ ବାବୁଲ କା ଆଙ୍ଗନ ଛୁଟେ ନା ସହିତ ଟିଭି ଅଭିନୟ ଆରମ୍ଭ କରିଥିଲେ | 2012 ରେ, ସେ ବାଳିକା ବଧୂ ସିରିଏଲରେ କଲେକ୍ଟର ଭୂମିକାରେ ଅଭିନୟ କରି ଘରେ-ଘରେ ପରିଚିତ ହୋଇଥିଲେ | ପରେ ତାଙ୍କୁ ‘ହମ୍ପ୍ଟି ଶର୍ମା କି ଦୁଲହନିଆ’ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା |

ସେ ବିଗ୍ ବସ୍ 13 ରେ ମଧ୍ୟ ଆସିଥିଲେ | ଏଠାରେ ସେ ଶାହାନାଜ ଗିଲଙ୍କୁ ଭେଟିଥିଲେ | ଦୁହେଁ ପ୍ରଥମେ ବନ୍ଧୁ ହେଲେ ଏବଂ ପରେ ଉଭୟ ପରସ୍ପରଙ୍କୁ ପ୍ରେମ କରିଥିଲେ | ସିଦ୍ଧାର୍ଥ ଏହି ଶୋ’ରେ ଜିତିନେଇଥିଲେ | ଶୋ ’ପରେ ମଧ୍ୟ ଶାହାନାଜ ଏବଂ ତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​| ତାଙ୍କ କ୍ୟାରିୟର ଶିଖରରେ ପହଞ୍ଚିଥିଲା ​​କି ହୃ-ଦଘା-ତ ପାଇଁ ଅଚାନକ 2 ସେପ୍ଟେମ୍ବର 2021ରେ ତାଙ୍କର ମୃ-ତ୍ୟୁ ହୋଇଗଲା |

Leave a Reply

Your email address will not be published. Required fields are marked *