Student କୁ ଯେତେବେଳେ କପି କରିବା ପଡିଗଲା ମ-ହ-ଙ୍ଗା | ଧରା ପଡିବା ପରେ କଣ ହେଲା…

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ତେବେ ପରୀକ୍ଷା ରେ କପି ହେବା ଆପଣ ନିଶ୍ଚୟ ସୁଣିଥିବେ। ଅନେକ କିଛି ପରିବର୍ତ୍ତନ ହେବା ସତ୍ତ୍ୱେ ପରୀକ୍ଷାରେ କପି କରିବା ଉପାୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି କପି ପ୍ରଥା ଦେଖିବାକୁ ମିଳିଛି

ତେବେ ସିଏସଇ ର ଏକ ଅନଲାଇନ୍ ମୌଖିକ ପରୀକ୍ଷାରେ ରିତେଶ ନାମକ ଏହି ଛାତ୍ରଙ୍କୁ ପଚରା ଯାଇଥିଲା, ‘what is virtualization ?’ ପ୍ରଶ୍ନ ଶୁଣି ରିତେଶ ତୁରନ୍ତ ଗୁଗୁଲରେ ସର୍ଚ୍ଚ କରି ଉତ୍ତର ଦେବାକୁ ଲାଗିଲେ ।କିନ୍ତୁ ସେ ଭୁଲି ଯାଇଥିଲେ କି ତାଙ୍କ ସ୍କ୍ରିନ ଶେୟାର କରାଯାଇଛି । ଯାହା ତାଙ୍କୁ ପରୀକ୍ଷକ କହିବା ପରେ ସେ ଜାଣି ପାରିଥିଲେ । ସେହିପରି ୨୦୨୧ ରେ ହରିୟାଣା ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାରେ କପି କରୁଥିବା ବେଳେ କ୍ୟାମେରାରେ ଧରା ପଡି ଯାଇଥିଲେ । ୨୦୧୭ ରେ ଅହମ୍ମଦାବାଦରେ ଜୁନିୟର କ୍ଳର୍କ ପରୀକ୍ଷା ସମୟରେ ନିଜ ଉତ୍ତର ଖାତା ତଳେ କପି ରଖି କପି କରୁଥିବା ବେଳେ ଛାତ୍ର ଜଣକ ଧରା ପଡ଼ିଥିଲେ ।

କିନ୍ତୁ ଧରାପଡିବା ଭ-ୟରେ ସେ ନିଜ କପି ଚିଟ୍ କୁ ଚୁଇଙ୍ଗମ ଭଳି ଚୋବେଇ ଝରକା ବାଟେ ଫୋପାଡି ଦେଇଥିଲେ । ମାତ୍ର ଦୁର୍ଭା-ଗ୍ୟବ-ଶତଃ ଶିଶି ଟିଭି କ୍ୟାମେରା ମାଧ୍ୟମରେ ସବୁ ଧରା ପଡ଼ି ଯାଇଥିଲା।ପରୀକ୍ଷା ଦେବା ସମୟରେ ଏହି ଯୁବତୀଙ୍କ ଉପରେ ପରୀକ୍ଷକଙ୍କର ସ-ନ୍ଦେ-ହ ହୋଇଥିଲା । ତାଙ୍କୁ ସାଇଡରେ ନେଇ ଯାଞ୍ଚ ମଧ୍ୟ କରାଗଲା, କିନ୍ତୁ ତାଙ୍କ ପାଖରୁ କୌଣସି ଚିଟ୍ ମିଳି ନଥିଲା ।କିନ୍ତୁ ଭଲରେ ଯା-ଞ୍ଚ କରିବା ପରେ ଟିଚର ଙ୍କ ମୁଣ୍ଡ ଖରାପ୍ ହେଇଗଲା । ସେ ନିଜ ଦୁଇ ଗୋଡରେ ହିଁ ଫୁଲ କରି କପି ଲେଖି ଆଣିଥିଲେ ।

Leave a Reply

Your email address will not be published. Required fields are marked *