ପାକିସ୍ଥାନର ଏହି ୫ ଜଣ ହିରୋଇନଙ୍କ ବୋଲ୍ଡନେସ୍ ଦେଖି ଭୁଲିଯିବେ ବଲିଉଡକୁ,ପାରି କରିସାରିଛନ୍ତି ସବୁ ସୀମା ।

ଆପଣ ଭାରତର ବୋଲ୍ଡ ହିରୋଇନମାନଙ୍କୁ ତ ଦେଖି ହି ଥିବେ । ବଲିଉଡରେ ଏମିତି ଅନେକ ହିରୋଇନ ଅଛନ୍ତି ଯେଉଁମାନଙ୍କର ବୋଲ୍ଡନେସ୍ ଦେଖି ଲଜ୍ୟା ଆସିଯାଏ । ଏଥିରେ ମଲ୍ଲିକା ଶେରାବତ୍ ହୁଅନ୍ତୁ କି ରାକ୍ଷୀ ସାବନ୍ତ,ଏହା ବ୍ୟତୀତ ମଧ୍ୟ ଅନେକ ନାଁ ଅଛି । ତେବେ ୱେବ ସିରିଜ ରେ ତ ହିରୋଇନମାନେ ସବୁ ମର୍ଯ୍ୟାଦା ହିଁ ଲଙ୍ଘି ଯାଇଛନ୍ତି । ଓଟିଟି ରେ ତ ସବୁ ହିରୋଇନ ବୋଲ୍ଡ ସିନ୍ସର ସୀମା ପାରି କରିଦେଇଛନ୍ତି ।

ଯଦି ଆପଣ ଏମିତି ଭାବୁଛନ୍ତି କି କେବଳ ଭାରତରେ ହି ଏମିତି ବୋଲ୍ଡ ହିରୋଇନ ଅଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ପଡୋଶୀ ଦେଶ ପାକିସ୍ତାନର 5ଜଣ ଅଭିନେତ୍ରୀ ଆପଣଙ୍କ ଭାବନାକୁ ଭୁଲ ପ୍ରମାଣ କରିବା ପାଇଁ ଯଥେଷ୍ଠ । ତାଙ୍କର ବୋଲ୍ଡନେସ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ବିନା ରହିପାରିବେ ନାହିଁ । ଚାଲନ୍ତୁ ଆମେ ଆପଣଙ୍କୁ ଏହି 5ଜଣ ହିରୋଇନଙ୍କ ସହ ଭେଟ କରାଉଛୁ ଯିଏ କି ଶରୀର ଦେଖାଇବା ମମାଲା ରେ ବହୁତ ଆଗରେ ଅଛନ୍ତି ।

ଅଭିନେତ୍ରୀ ମଥିରା :-

ସର୍ବପ୍ରଥମ ନାଁ ଯଦି ଆସେ ତେବେ ସେ ହେଉଛନ୍ତି ଅଭିନେତ୍ରୀ ମଥିରା । ପାକିସ୍ତାନର ସବୁଠୁ ବୋଲ୍ଡ ଏବଂ ପ୍ରସିଦ୍ଧ ଅଭିନେତ୍ରୀ,ହୋଷ୍ଟ ଏବଂ ଆଙ୍କର ମଥିରା ବହୁତ ଚର୍ଚ୍ଚାରେ ରହିଛନ୍ତି । ସେ ଅନେକ ଟିଭି ସିରିଜ ଏବଂ ଫିଲ୍ମ ରେ କାମ କରିଛନ୍ତି ।ତାଙ୍କର ଡ୍ରେସ ଏତେ ବୋଲ୍ଡ ହୋଇଥାଏ କି ଆପଣ ବୁଝିହିଁ ପାରିବେ ନାହିଁ କି କଣ ସେ ପାକିସ୍ତାନ ଅଭିନେତ୍ରୀ ଅଟନ୍ତି । ସେ ଆଂକରିଙ୍ଗ ମଧ୍ୟ କରନ୍ତି ଏବଂ ଗୋଟିଏ ଥର ତ ତାଙ୍କୁ ଲାଇଭ ପ୍ରୋଗ୍ରାମ ରେ ହିଁ ଖରାପ୍ କଥାର ଶିକାର ହେବାକୁ ପଡିଯାଇଥିଲା ।

ଭିନା ମଲିକ :-

ଭିନା ମଲିକଙ୍କ ନାଁ ସହ ତ ଆପଣ ପରିଚିତ ହିଁ ହେଇଥିବେ। ପାକିସ୍ତାନ ଠାରୁ ଅଧିକ ସେ ଭାରତରେ ପ୍ରସିଦ୍ଧ ଅଟନ୍ତି । ତାଙ୍କର ବୋଲ୍ଡ ବୟାନ ମଧ୍ୟ ହେଡଲାଇନ ରେ ରହିଥାଏ । ସେ ଟପଲେସ ପୋଜ୍ ମଧ୍ୟ ଦେଇସାରିଛନ୍ତି । ତେବେ ସେ ତାଙ୍କ ବିକିନି ଶୁଟ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥିଲେ ।ବଲିଉଡରେ ମଧ୍ୟ ଭିନା ମଲିକ ଫିଲ୍ମ କରିଛନ୍ତି । ତାଙ୍କ ଫିଲ୍ମକୁ ପସନ୍ଦ ମଧ୍ୟ କରାଯାଇଥିଲା । ଯଦିଓ ସେ ପରେ ପାକିସ୍ତାନ ଫେରିଯାଇଥିଲେ । ତାଙ୍କର ବୋଲ୍ଡନେସ୍ କାରଣରୁ ପାକିସ୍ତାନ ଲୋକ ତାଙ୍କୁ ଧମକ ମଧ୍ୟ ଦେବାକୁ ଲାଗିଥିଲେ ।

ହୁମୈମା ମଲିକ :-

ପାକିସ୍ତାନୀ ବୋଲ୍ଡ ଅଭିନେତ୍ରୀଙ୍କ ଲିଷ୍ଟ ରେ ପରବର୍ତ୍ତୀ ନାଁ ହେଉଛି ହୁମୈମା ମଲିକଙ୍କର । ତାଙ୍କ ବୋଲ୍ଡ ଫୋଟୋର ଚର୍ଚ୍ଚା ତ ପୁରା ପାକିସ୍ତାନରେ ହେଉଛି । ନିଜ ଅଙ୍ଗ ପ୍ରଦର୍ଶନ କରଣରୁ ସେ ବହୁତ ହେଡଲାଇନ ସୃଷ୍ଟି କରିଛନ୍ତି ।ତାଙ୍କୁ ପିଲାଦିନରୁ ହିଁ ଗ୍ଲାମରର ବହୁତ ସଉକ ଥିଲା । ଏହି କାରଣରୁ ଯେତେବେଳେ 14ବର୍ଷର ଥିଲେ ସେବେଠୁ ନିଜ କ୍ୟାରିଅର ଆରମ୍ଭ କରିଦେଇଥିଲେ । ତାଙ୍କର ଜନ୍ମ 18 ନଭେମ୍ବର 1987 କ୍ୱେଟା ରେ ହୋଇଥିଲା । ତାଙ୍କର ବୟାନ ମଧ୍ୟ ଚର୍ଚ୍ଚାରେ ରହିଥାଏ ।

ଉମନା ଇଲିଆସ :-

ଇସଲାମ ଦେଶର ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କର ବୋଲ୍ଡ ଫଟୋଗୁଡ଼ିକର ଦୃଶ୍ୟ ତାଙ୍କ ଆକାଉଣ୍ଟରେ ଦେଖିବାକୁ ମିଳେ । ତାଙ୍କର ବୋଲ୍ଡନେସ୍ ଦେଖି ଆପଣ ଭାରତର ହିରୋଇନମାନଙ୍କୁ ମଧ୍ୟ ଭୁଲିଯିବେ । ତେବେ ଅମନାଙ୍କ ନାଁ ପଡୋଶୀ ଦେଶର ସବୁଠୁ ସୁନ୍ଦର ହିରୋଇନମାନଙ୍କ ମଧରେ ଆସିଥାଏ । ତାଙ୍କ ସୌନ୍ଦର୍ଯ୍ୟ ସହିତ ତାଙ୍କ ଶରୀରର ପ୍ରଦର୍ଶନ ପାଇଁ ପାକିସ୍ତାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ନାମ ବହୁତ ଉଠା ଯାଇଛି । ସେ ତାଙ୍କ ପ୍ରଶଂସକମାନଙ୍କ ସହିତ ନିଜର ବୋଲ୍ଡ ଫଟୋ ସେୟାର କରନ୍ତି ।

ମହଭିଶ ହାୟାତ୍ :-

ଅଙ୍ଗ ପ୍ରଦର୍ଶନ କରୁଥିବା ତାଲିକାରେ ପାକିସ୍ତାନର ମେହଭିଶ ହାୟାତ୍ ମଧ୍ୟ ସ୍ଥାନ ପାଇଛନ୍ତି । ଇଏ ମଧ୍ୟ ଶରୀର ଦେଖେଇବା ପାଇଁ ପଡୋଶୀ ଦେଶରେ ବହୁତ ପ୍ରସିଦ୍ଧ । ତେବେ ତାଙ୍କର ଅଭିନୟ ମଧ୍ୟ ଆଶ୍ଚର୍ଯ୍ୟଜନକ । ତାଙ୍କର ଫିଲ୍ମ ‘ପଞ୍ଜାବ ନେହି ଯାଉଙ୍ଗି’ ମଧ୍ୟ ଭଲ ପ୍ରଶଂସା ପାଇଥିଲା ।

Leave a Reply

Your email address will not be published. Required fields are marked *