୨୬ ଦିନର ପ୍ରେମ ଜା-ଲରେ ଯୁବକଙ୍କୁ ଫସାଇ ହଇ-ରାଣ କଲେ ଯୁବତୀ, ଟଙ୍କା ନଦେବାରୁ ଅନ୍ତରଙ୍ଗ ଫଟୋ କଲେ ଭାଇରାଲ,ଜାଣନ୍ତୁ ପୁରା ଘ-ଟଣା

ଆଜିର ଯୁବପିଢି ମାନେ ଦୁନିଆ ଠାରୁ ଗୋଟେ ପାଦ ଆଗରେ ଚାଲୁଛନ୍ତି କହିଲେ କିଛି ବି ଭୁଲ୍ ହେବ ନାହିଁ, କାରଣ ଆଜିକାଲିର ପିଲାମାନେ ନିଜର ବୟସ ଯେଉଁ ସବୁ କାମ କରୁଛନ୍ତି ତାହା ବହୁତ ଖରାପ ଲାଗୁଛି। ଏବେର ପିଲାମାନେ ନିଜର ବୟସ ଅନୁସାରେ ବହୁତ ବଡ ବଡ କାମ କରୁଛନ୍ତି, ଆଗପଛ କିଛି ବି ଚିନ୍ତା କରୁ ନାହାଁନ୍ତି, ସମାଜକୁ କି ନିଜର ପରିବାର ପାଇଁ କିଛି ବି ଭାବୁ ନାହାଁନ୍ତି। ସେମାନେ କିଛି କିଛି ଖରାପ କାମ କରି ଦେଉଛନ୍ତି ଯାହାକି ଏହି ସମାଜ ଆଖିରେ ବହୁତ ଖରାପ କାମ। ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ସେହି ପ୍ରେମ ଶବ୍ଦରୁ ।

କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲିର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଲୋକ ଲ-ଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅ-ପଶ-ବ୍ଦ ସହିବାକୁ ପଡ଼ିଥାଏ ଜୀବନସାରା ପାଇଁ । ଆଜିର ଯୁବପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କଳ-ଙ୍କିତ କରି ସାରିଲେଣି ।

ପ୍ରେମ ନିଶାରେ ଭଲ-ମନ୍ଦ ସବୁ ଭୁଲି ଯାଉଛନ୍ତି। ଟଙ୍କା ନଦେବାରୁ ଯୁବକଙ୍କ ଫଟୋ ଭାଇରାଲ କଲେ ଯୁବତୀ।ନ୍ୟା-ୟ ପାଇଁ ସାଇବର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଘ-ଟି-ଛି ଏହି ଘ-ଟଣା।ଅଭି-ଯୋଗ ମୂତାବକ, ଗତ ୨୬ ଦିନ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।ପ୍ରେମ ଜା-ଲରେ ଫସାଇ ଯୁବତୀ ଜଣକ ୫୦ ହଜାର ଟଙ୍କା ଲୁ-ଟି ନେଇଥିବା ଅଭି-ଯୋଗ କରିଛନ୍ତି ଯୁବକ ଜଣକ।ଏହା ପରେ ଅଧିକ ୨ ଲକ୍ଷ ଟଙ୍କା ମାଗିଥିଲେ।ହେଲେ ଟଙ୍କା ନଦେବାରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଯୁବତୀ ଜଣକ।ଏନେଇ ସାଇବର ଥା-ନାରେ ଅଭି-ଯୋଗ କରିଛନ୍ତି ଯୁବକ।

Leave a Reply

Your email address will not be published. Required fields are marked *