ଘରୋଇ ରାମବାଣ ଉପାୟ : ୧୫ ଦିନରେ ଥରେ ନିଶ୍ଚିତ ପିଅନ୍ତୁ, କିଡନି ସବୁବେଳେ ରହିବ ସୁସ୍ଥ…

କିଡନି ରୋଗ କାହାକୁ ନ ହେଉ। କିଡନି ଫେଲ ହେବା , କିଡନିରେ ପଥର ହେବା, ଠିକ୍ ଭାବରେ କାମ ନ କରିବା, ଏହାକୁ ଆମେ କିଡନି ରୋଗ କହିଥାଉ। ଆଗରୁ କିଡନି ରୋଗ ବୋଲି କିଛି ନଥିଲା କିନ୍ତୁ ବର୍ତ୍ତମାନ ଏହି ରୋଗ ଏତେ ଦେଖିବାକୁ ମିଳୁଛିଯେ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ତେବେ ଡାକ୍ତରଙ୍କ ଆପଣ ଗଲେ ଏବଂ ଡାକ୍ତର ଆପଣଙ୍କୁ କହିବେଯେ ଆପଣଙ୍କ କିଡନି ଖରାପ ହୋଇଯାଇଛି । ପେଟରେ କଷ୍ଟ ହେଲେ ଜଣାପଡିଲା ଯେ କିଡନିରେ ଷ୍ଟୋନ ହେଇଯାଇଛି , ଆଉ କେବେ କେବେ କିଡନି ଫେଲ୍ବର ହୋଇଯିବାର ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।

ଆଉ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କିଡନି ରୋଗ ଭଲ ହୋଇନଥାଏ, ଥରେ ଯଦି କିଡନି ଖରାପ ହୋଇଯାଏ ତେବେ ତାକୁ ଠିକ୍ କରିବା ମଧ୍ୟ ବହୁତ କଷ୍ଟ ହୋଇଯାଏ। କିଡନି କରାପ ହେବାର ମୁଖ୍ୟ କାରଣ ହେଉଛି ଆଜି କାଲିର ବି-ଶା-କ୍ତ ଖାଦ୍ୟ ପଦାର୍ଥ। ଆଜିକାଲିର ଜୀବନରେ ବାହାର ଫାଷ୍ଟ ଫୁଡ଼ ଅଧିକ ଖାଇବା ଦୂ-ଷିତ ପାଣି ଏବଂ ବାୟୁର ସେବନ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। କିନ୍ତୁ ଏହି ଜୀବନଶୈଳୀ ଦ୍ୱାରା ସବୁଠାରୁ ବଡ଼ କ୍ଷ-ତି କିଡନୀରେ ହିଁ ଦେଖିବାକୁ ମିଳିଥାଏ। ଆମ ଶରୀରର ଦୁଇ କିଡନୀ ଥାଏ କିନ୍ତୁ ଏକ ଖରାପ ହୋଇଗଲେ ମଧ୍ୟ ଅନ୍ୟ ଏକ କିଡନୀ ଶରୀରକୁ ଜୀବିତ ରଖିଥାଏ।

କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ ଏକ କିଡନୀ ସାହାରାରେ ବଞ୍ଚିବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ଆମର ଛୋଟ ଛୋଟ କିଡନି ଯାହା ଆମକୁ ବ୍ଲଡକୁ ପ୍ୟୁରିଫାୟ କରିବାରେ କାମ କରିଥାଏ। ଯାହା ଆମ ଶରୀରରୁ ବି-ଷକୁ ବାହାରକୁ କାଢି ଥାଏ ତାହା କେତେ ଏପିସିଏନ୍ସି ଦେଖେଇବ, କେତେ କାମ କରିବ ଏବଂ ଏହି ବି-ଷକୁ କାଢିବ

ସେଥିପାଇଁ କିଡନିର ଶକ୍ତି କମିବାକୁ ଲାଗେ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପଚାର ବିଷୟରେ କହିବା ପାଇଁ ଯାଉଛୁ ଯାହାଦ୍ବାରା ଆପଣ କିଡ୍ନୀର ଏପିସିଏନ୍ସିକୁ ବଢାଇ ପାରିବେ ଏବଂ ତାକୁ ସୁସ୍ଥ ରଖିପାରିବେ। ଏହାଦ୍ବାରା ଆପଣଙ୍କର କିଡନି ବହୁତ ଦିନ ପର୍ଯ୍ୟନ୍ତ ଖରାପ ହେବ ନାହିଁ।

ପ୍ରଥମ ଉପାୟ- ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ୨ ଗ୍ଲାସ ପାଣି ନିଅନ୍ତୁ, ସେଥିରେ ଶହେଗ୍ରାମ ଧଣିଆପତ୍ର,ଏକ ଚାମଚ ଜିରା, ଏକଫାଳ ଲେମ୍ବ କାଟି ପକାଇବେ। ରସ ଚିପୁଡିବେ ନାହିଁ ଚୋପା ସହ ପକେଇବେ। ଏହାପରେ ପାଣିକୁ ଫୁଟାଇ ଏକଗ୍ଲାସ କରିଦେବେ ଏବଂ ଉଷୁମ ହେବା ପରେ ଗ୍ଲାସକୁ ଝାଣିଦେବେ। ସପ୍ତାହରେ କେବଳ ଗୋଟିଏ ଦିନ ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ। ଏହା ଆପଣଙ୍କର କିଡନିର ଏଫିସିଏନ୍ସିକୁ ବହୁତ ବଢେଇଦେବ।

Leave a Reply

Your email address will not be published. Required fields are marked *