ଲୋକଟି କୁକୁଡା କାଟିବାକୁ ଯାଉଥିବା ବେଳେ ଅଚାନକ ଆସିଲା ସିଂହ ଏବଂ ତା ପରେ ଯାହା ହେଲା …ଦେଖନ୍ତୁ ଭିଡ଼ିଓ

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟ-ଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ଏମିତି କିଛି କିଛି ଭିଡିଓ ଆସିଥାଏ ଯେଉଁଠି ଟିକେ ଟିକେ ପାଇଁ ଜୀବନ ବଞ୍ଚିଯାଏ । ଯେପରି ଏକ ଭିଡିଓ ରେ ଦେଖାଯାଇଥିଲା ଯେ କୌଣସି ଏକ ଘର ତିଆରି ସ୍ଥାନ ରେ ଜଣେ ନୂଆ କାର ଟି ରଖିଦେଇଥିଲ । ତା ପରେ ଏକ କ୍ରେନ୍ ମେସିନ ଟି ହଠାତ୍ ନିଜ ଭାରସାମ୍ୟ ହରାଇ ସେହି କାର ଓ କାର ପାଖରେ ଥିବା ଲୋକ ଟି ଆଡ଼କୁ ମାଡ଼ି ଆସୁଥିଲା । କିନ୍ତୁ ଅଳ୍ପକେ ଦୁହେଁ ମୃ-ତ୍ୟୁ ମୁଖରୁ ବର୍ଟିଯାଇଥିଲେ । ତେବେ ଆଉ ଏକ ଭିଡିଓ ରେ ଜଣେ ଫୋଟ ଗ୍ରାଫର୍ କୁମ୍ଭୀର ର ଫୋଟ ନେବା ପାଇଁ କୁମ୍ଭୀର ପାଖକୁ ଚାଲିଯାଏ ଓ ନିଜ ସଙ୍ଗ କୁ କୁହେ ମାଂସ ପକାଇବା ପାଇଁ ।

ତେବେ ସେ ଫୋଟ ନେଉ ନେଉ ଏତେ ବ୍ୟସ୍ତ ହୋଇଯାଏ ଯେ ଆଉ ଏକ କୁମ୍ଭୀର ତା ପାଖକୁ ଚାଲି ଆସିବା ସେ ଜାଣିପାରେ ନାହିଁ । ତେବେ ପାଖରେ କୁମ୍ଭୀର କୁ ଦେଖି ସେ ସେଠାରୁ ସଙ୍ଗେସଙ୍ଗେ ଚାଲି ଆସି ମରଣ ମୁହଁରୁ ବଞ୍ଚିଗଲା । ଆଉ ଏକ ଭିଡିଓ ରେ ଗୁଜୁରାଟ ର ଗିର ଜଙ୍ଗଲ ଆଖପାଖ ବିଷୟ ରେ ଦେଖା ଯାଇଥିଲା । ଜଣେ ଲୋକ ଏକ କୁକୁଡ଼ା ଧରି ସିଂହି ସହିତ ଖେଳିବା ନଜର ଆସିଥିଲେ । ସେଦିନ ଶିଂହି ଟି ର ନଜର କୁକୁଡ଼ା ଉପରେ ଥିବାରୁ ଲୋକ ଜଣକ ସିଂହୀ ର ଶି-କା-ର ମୁଖରୁ ବଞ୍ଚି ଯାଇଥିଲେ । ଦୁଇ ଜଣ ବୈଜ୍ଞାନିକ ରିସର୍ଚ୍ଚ ପାଇଁ ଆନ୍ତାର୍କଟିକ ଯାଇଥିଲେ । କିନ୍ତୁ ହଠାତ୍ ବରଫ ପାହାଡ଼ ଭା-ଙ୍ଗିଯିବା ସମୟରେ ସେମାନେ ବୋଟ ନେଇ ଚାଲି ଆସି ନିଜ ଜୀବନ ବଞ୍ଚାଇଥିଲେ । ସେହିପରି ବଳିଦିଆ ରେ ପୂର୍ବ ପ୍ରେସିଡେଣ୍ଟ ଙ୍କ ହେଲିକପ୍ଟର ଲାଣ୍ଡିଂ କରିବା ସମୟ ରେ ପବନ ଯୋଗୁଁ ଭାରସାମ୍ୟ ହରାଇ ପଡ଼ିଯିବା କୁ ଥିବା ବେଳେ ପବନ କମିଯିବାରୁ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ।

Leave a Reply

Your email address will not be published. Required fields are marked *