ଆଜିର ଆଧୁନିକ ସମାଜରେ ଯୁବପିଢି ମାନେ ବହୁ କୁଜାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଯଦ୍ୱାରା ସମାଜ କଳୁ-ଷିତ ହେବାରେ ଲାଗିଛି । ବର୍ତ୍ତମାନ ର ଯୁବପିଢି ଶିକ୍ଷିତ ସଂ-ସ୍କା-ରୀ ହୋଇ ମଧ୍ୟ ଅସା-ମାଜିକ କାର୍ଯ୍ୟ ଆଡ଼କୁ ମନ ବୋଳାଉଛନ୍ତି । ତେବେ ଧନୀ ଶ୍ରେଣୀର ଉଚ୍ଚ ଆଭିଜାତ୍ୟର ସମ୍ପନ୍ନ ଘରର ପିଲାମାନେ ଏହିଭଳି କାର୍ଯ୍ୟ କରିଥାନ୍ତି । ତେବେ ନିକଟରେ ଡ୍ର-ଗ୍ସ ମା-ମ-ଲାକୁ ନେଇ ଏକ ଘ-ଟ-ଣା ସାମ୍ନା କୁ ଆସିଛି ।
ଆଜିକାଲି ଯୁବପିଢି ଅଧିକତର ନି-ଶା ଦ୍ରବ୍ୟ ପ୍ରତି ଆସକ୍ତ ରହିଥାନ୍ତି । ଯୁବକ ଙ୍କ ସହିତ ଆଜିକାଲି ଯୁବତୀ ମାନେ ମଧ୍ୟ ମ-ଦ୍ୟପା-ନ କରୁଛନ୍ତି । ସାଙ୍ଗ ସାଥି ମାନଙ୍କ ମେଳ ରେ ବସି ମ-ଦ ପିଇବା କୁ ଟ୍ରେଣ୍ଡ କହୁଛନ୍ତି । ତେବେ ଜଣେ ଯୁବତୀ ମ-ଦ ପିଇ ନିଜର ଭାରସାମ୍ୟ ହରାଇ ରାସ୍ତା ରେ କିପରି କା-ରନା-ମା କରିଛନ୍ତି ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଆସନ୍ତୁ ଜାଣିବା କଣ ରହିଛି ଘ-ଟଣା ।
ମ-ଦ ପିଇ ରାସ୍ତା ରେ ବିଭିନ୍ନ ଅଭିନୟ କରୁଥିବା ଭିଡ଼ିଓ ଆପଣ ମାନେ ଆଗରୁ ଦେଖିଥିବେ । ଆଉ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମାତାଲ୍ ଯୁବତୀ ଙ୍କ ହାଇ ଡ୍ରାମା । ଅଭ-ଦ୍ର ଭାଷା ରେ ଗା-ଳି ଗୁ-ଲଜ ସହିତ ମାର୍କେଟ ରେ କରିଲେ ଉତ୍ପାତ । କାହାକୁ ମାନି ନ ଥିଲେ । କିଛି ନେବିନି କି ଏଠାରୁ ଯିବିନି ମୋର କିଏ କଣ କରିବ କର । ଭୁବନେଶ୍ୱର ର ଏକ ହୋଟେଲ କୁ ଆସି ଅସଭ୍ୟ ଭାଷା ରେ ଗା-ଳି ଗୁ-ଲଜ୍ କଲେ ମାତାଲ୍ ଯୁବତୀ ।
ହୋଟେଲ କର୍ମଚାରୀ ବି-ରୋ-ଧ କରିବାରୁ ହାଇ ଡ୍ରାମା ଆରମ୍ଭ ହୋଇ ଯାଇଥିଲା । ଯୁବତୀ ଜଣଙ୍କ ମ-ଦ ପିଇଦେଇ ରାସ୍ତା ରେ ଡ୍ରାମା କରିଛନ୍ତି । ଏମିତିକି ଯିବା ଆସିବା କରୁଥିବା ଲୋକଙ୍କୁ ଅ-ଶ୍ଳୀ-ଳ ଭାଷା ପ୍ରୟୋଗ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ଷ୍ଟୁଡିଓ ଛକ ରେ ଏହି ଘ-ଟ-ଣା ଦେଖିବାକୁ ମିଳିଛି। ଏହା ପରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।