ପୃଥିବୀରୁ ମିଳିଲା କିଛି ଏମିତି ଜିନିଷ ଯାହା ସାରା ଦୁନିଆକୁ ଚକିତ କରିଦେଲା,ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆମର ପୃଥିବୀର ମାଟି ତଳେ ଅନେକ ରହସ୍ୟମୟ ଜିନିଷ ଆଜି ମଧ୍ୟ ଲୁ-ଚି ହୋଇ ରହିଛି । ପ୍ରାୟ ଦିନ ବୈଜ୍ଞାନିକ ମାନେ ନିଜର ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ମାଟି ତଳୁ ଅନେକ ଚକିତ କରିଦେବା ଭଳିଆ ଜିନିଷ ସ-ନ୍ଧା-ନ କରନ୍ତି । ଯାହାକୁ ଦେଖି ସାରା ଦୁନିଆ ହୋସ ଉଡ଼ି ଯାଇଥାଏ । ତେବେ ବୈଜ୍ଞାନିକ ଙ୍କ ମତରେ ୪ ଗୋଟି ହୋସ ଉଡାଇଲା ଭଳି ସ-ନ୍ଧା-ନ ବିଷୟରେ ଜାଣିବା ।

୧. ଦୁଇ ମୁହଁ ମମି:- ଆପଣ ମାନେ ସିନେମାରେ ଦୁଇ ମୁଣ୍ଡ ଥିବା ଦାନବ ଦେଖିଥିବେ କିନ୍ତୁ ତାହା ଏକ କାଳ୍ପନିକ କ୍ୟାରେକ୍ଟର ହୋଇଥାଏ । କିନ୍ତୁ ଦୁଇ ମୁଣ୍ଡ ଥିବା ମନୁଷ୍ୟର କ-ଙ୍କା-ଳ ବୈଜ୍ଞାନିକ ମାନେ ଆବିଷ୍କାର କରିଛନ୍ତି ଯାହାକୁ ଦେଖିଲେ କୌଣସି ଭୂତ ଫିଲ୍ମର ଭୂ-ତ ଠାରୁ କମ୍ ଭ-ୟାନ-କ ଦେଖା ଯାଉନାହିଁ । ସାଉଥ୍ ଆମେରିକାରେ ଏହି ଦୁଇ ମୁଣ୍ଡ ଥିବା କ-ଙ୍କା-ଳକୁ ସ-ନ୍ଧା-ନ କରା ଯାଇଛି । ଯାହାର ଉଚ୍ଚତା ୧୧.୫ ଫୁଟ । ଏହି କ-ଙ୍କା-ଳ ଦେଖିବାକୁ ବହୁତ ରହସ୍ୟମୟ ଓ ବିଚିତ୍ର ଅଟେ । ରିସର୍ଚ୍ଚ ରୁ ଜଣା ପଡ଼ିଲା ଉକ୍ତ କ-ଙ୍କା-ଳ ୧୬ ଦଶକ ମନୁଷ୍ୟର ଅଟେ ।

୨. ଦୁଇ ଶହ କ-ଙ୍କା-ଳ:- ଆମ ଦେଶରେ ଏପରି ଅନେକ ରହସ୍ୟମୟ ଜିନିଷ ସବୁ ସ-ନ୍ଧା-ନ କରା ଯାଇଛି, ଯାହା ସମସ୍ତଙ୍କୁ ଚକିତ କରିଛି ସେସବୁ ମଧ୍ୟରୁ ଅନ୍ୟତମ ଅଟେ କ-ଙ୍କା-ଳ ନଦୀ । ଉତ୍ତରାଖଣ୍ଡ ରେ ଥିବା ରୂପଖଣ୍ଡ ନଦୀରେ ପ୍ରାୟଦିନ କ-ଙ୍କା-ଳ ଦେଖିବାକୁ ମିଳୁଛି । ଏଥିଯୋଗୁଁ ଏହି ନଦୀକୁ କ-ଙ୍କା-ଳ ନଦୀ ବୋଲି କୁହାଯାଉଛି । ଏହି କଙ୍କାଳ ଗୁଡ଼ିକ ଉପରେ ପ୍ରଥମଥର ୧୯୪୨ ମସିହାରେ ବ୍ରିଟିଶ୍ ଫରେଷ୍ଟ ଗାର୍ଡ ମାନଙ୍କର ନଜର ପଡ଼ିଲା । ପାରେ ସେହି ନଦୀରେ ଅନେକ ଦିନ ପର୍ଯ୍ୟନ୍ତ ଛାନଭିନ୍ କରାଗଲା ତୋ ସେହି ନଦୀରୁ ଗୋଟେ ଦୁଇଟା ନୁହଁ ପ୍ରାୟ ୨୦୦ଟି କ-ଙ୍କା-ଳ ବାହାରିଲା । ବୈଜ୍ଞାନିକଙ୍କ ଅନୁସାରେ ଏହି କ-ଙ୍କା-ଳ ଗୁଡ଼ିକ ୮୦୦ ଶତାବ୍ଦୀର ଅଟେ ।

୩. ଏନ୍ଜେନ୍ଟ ୱିପନ୍:- ସମୁଦ୍ରର ଗଭୀର ସ୍ଥାନ ଯେଉଁଠି ଭୂମି ଅପେକ୍ଷା ଅନେକ ରହସ୍ୟ ଲୁ-ଚି ରହିଛି । ବୈଜ୍ଞାନିକ ମାନଙ୍କୁ ଅନେକଥର ସମୁଦ୍ରର ଗଭୀରରୁ କିଛି ନା କିଛି ଚକିତ କରିଦେବା ଭଳି ଜିନିଷ ମିଳିଥାଏ । ସେମିତି କିଛି ଦିନ ତଳେ ୨୦ ଅକ୍ଟୋବର ୨୦୨୧ରେ ଇଶ୍ରାଇଲ ର ସ୍କୁବା ଡ୍ରାଇଭର ମାନଙ୍କୁ ସମୁଦ୍ରର ଗଭୀରରୁ ଗୋଟେ ପ୍ରାଚୀନ ଅ-ସ୍ତ୍ର ମିଳିଲା । ଏହି ଖଣ୍ଡା ଉପରେ ଯେବେ ରିସର୍ଚ୍ଚ କରାଗଲା ତେବେ ଜଣା ପଡ଼ିଲା ଯେ ଏହା ୯୦୦ ବର୍ଷ ତଳର ପୁରୁଣା ଅ-ସ୍ତ୍ର ଅଟେ ଏହି ଅ-ସ୍ତ୍ରକୁ ସେହି ସମୟରେ କୌଣସି ରାଜା ହିଁ ବ୍ୟବହାର କରୁଥିବ । କାହିଁକି ଏହି ଖଣ୍ଡାଟି ଓଜନିଆ ଥିବା ସହିତ ବହୁତ ଆକର୍ଷଣୀୟ ଥିଲା ।

୪. ବଡ଼ ଡ଼ାଇନେସର୍ ସ୍କେଲିଟନ୍:- ୧୯୮୭ ମସିହାରେ ଆର୍ଜେନ୍ଟିନା ର ଜଣେ ଚାଷୀ ନିଜ କ୍ଷେତରେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ଏକ ବଡ଼ ହାଡ଼ ଖଣ୍ଡ ମିଳିଲା । ଯାହାକି ମଣିଷ ଆକାରର ଥିଲା । ସେହି ହାଡ଼ ଖଣ୍ଡ ଉପରେ ଯେବେ ଗବେଷଣା କରାଗଲା ତ ଏହା ଜଣା ପଡ଼ିଲା ଯେ ଏହା ଡ଼ାଇନେସର୍ ମାନଙ୍କର ଏକ ନୂଆ ପ୍ରଜାତିର ସ୍କେଲିଟନ ଅଟେ । ଯାହାକି ସାଧାରଣ ଡ଼ାଇନେସର୍ ମାନଙ୍କ ଠାରୁ ଆକାରରେ ବହୁତ ବଡ଼ ଥିବ । ସେହି ଡ଼ାଇନେସର୍ ନାଆଁ ଆର୍ଜେନ୍ଟିନା ସୋରସ୍ ଅଟେ ।

Leave a Reply

Your email address will not be published. Required fields are marked *