କିଏ ଚଳାଉଛି ବାଇକ ? ପୋଲିସ ଦେଖି ବଣା,ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନା କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚାଜ୍ୟ କରିଥାଏ ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । ଯାହା ଆପଣଙ୍କ ଆଖି ଆଗରେ ଘଟି ଥାଏ ଓ ଆମେ କିଛି କରି ପାରି ନଥାଉ ଆଉ ଯାହା ଦେଖିଲେ ଆପଣଙ୍କୁ କଷ୍ଟ ବି ହୋଇଥାଏ ଆଉ ବେଳେବେଳେ ଏମିତି ଘଟଣା ଘଟିଥାଏ ଯାହା ଆମକୁ ହସିବାକୁ ମଧ୍ୟ ବାଧ୍ୟ କରିଥାଏ।

ତେବେ ରାସ୍ତାରେ ଅନେକ ଲୋକ ଗାଡି ନେଇ ଯିବା ଆସିବା କରୁଥାନ୍ତି। ହେଲେ ବେଳେବେଳେ ଏମିତି ଜିନିଷ ସାମ୍ନାରେ ପଢେ ଯାହା ଆମକୁ ଆଶ୍ଚଜ୍ୟ କରିଦିଏ। ଜଣେ ବ୍ୟକ୍ତି ରାସ୍ତାରେ ଅନେକ ଭିଡ଼ ଥିବା ସତ୍ତ୍ବେ ମଧ୍ୟ ଗାଡିର ହେଣ୍ଡେଲ ନ ଧରି ଗାଡି ଚଳାଉଥିବାର ଦୃଶ୍ୟ ସାମ୍ନା କୁ ଆସିଥିଲା। ନା ତାଙ୍କ ମୁଣ୍ଡରେ ହେଲ୍ମେଣ୍ଟ ଥିଲା ନା ଗାଡ଼ିର ହେଣ୍ଡେଲେକୁ ଧରିଥିଲେ। କିନ୍ତୁ ଗାଡି ଟି ଚଳିବା ରେ ଲାଗିଥିଲା। ଯାହା ସେଠାରେ ଥିବା ପୋଲିସ ବାବୁଙ୍କ ନଜରରେ ପଢିଥିଲା ।

ଏହାପରେ ସେ ସେହି ବାଇକ୍ ଚଳାଉଥିବା ବ୍ୟକ୍ତିକୁ ତାଙ୍କ ପାଖକୁ ଆସିବାକୁ କହିଥିଲେ ଏବଂ ତାଙ୍କର ଏଭଳୀ ଗାଡ଼ି ଚଳାଇ ବାର କାରଣ ପଚାରିବାରୁ ସେ ବ୍ୟକ୍ତି ଜଣ ଉତରା ରେ କହିଥିଲେ କି ସେ ତାଙ୍କ ଖୁସିରେ ଏହା କରିଥିଲେ। ପୋଲିସ ବାବୁ ନିଜେ ଜାଣି ପାରି ନଥିଲେ କି ସେ ଏହି କାରଣ କୁ ନେଇ ଚାଲାଣ କରିବେ। ଏହି ସବୁ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କୟେଦ ହେଇଥିଲା । ଯାହା ଏବେ ପ୍ରଚୁର ମାତ୍ରାରେ ଭାଇରଲ ହେଉଛି।

Leave a Reply

Your email address will not be published. Required fields are marked *