‘ବାହୁବଳି’ ର ଫେମ୍ ପ୍ରଭାସଙ୍କ ପାଇଁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏକ ଅନ୍ୟ ପ୍ରକାରର ପାଗଳମୀ ଅଛି | ଫ୍ୟାନ୍ସମାନେ ତାଙ୍କର ଗୋଟେ ଝଲକ୍ ଦେଖିବା ପାଇଁ ଅଗ୍ରହୀ ହୋଇ ରହୁଥାନ୍ତି ସେହିଠାରେ ତାଙ୍କ ଫିଲ୍ମି ପାଇଁ ମଧ୍ୟ ସେମାନେ ବହୁତ ଉତ୍ସାହିତ ରହନ୍ତି | ଏହି ନିକଟରେ ପ୍ରଭାସଙ୍କ ଫିଲ୍ମ ‘ରାଧେଶ୍ୟାମ୍’ ରିଲିଜ୍ ହୋଇଥିଲା ଯେଉଁଥିରେ ତାଙ୍କ ସାଥିରେ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ପ୍ରଭାସଙ୍କ ଫିଲ୍ମ ମିଶା-ମିଶି ପ୍ରତି-କ୍ରିୟା ମିଳୁଛି | ଯେଉଁଠାରେ ଅନେକ ଫ୍ୟାନ୍ସ ପ୍ରଭାସଙ୍କ ଏହି ଫିଲ୍ମିକୁ ପସନ୍ଦ କରୁଛନ୍ତି ତ ଅନେକ ଲୋକ ଏହି ଫିଲ୍ମି ପସନ୍ଦ ଆସିଲାନି | କିନ୍ତୁ ସବୁଠାରୁ ଦୁଃ-ଖର ବିଷୟ ହେଉଛି ଏହା କି ଜାଣେ ଫ୍ୟାନ୍ ଙ୍କୁ ଏହି ଫିଲ୍ମକୁ ନ ଆସିବାରୁ ସେ ଆ-ତ୍ମହ-ତ୍ୟା କରିଦେଇଛନ୍ତି |
ହଁ ଆଜ୍ଞା, ରି-ପୋ-ର୍ଟ ଅନୁଯାୟୀ ନିକଟରେ ରିଲିଜ୍ ହୋଇଥିବା ପ୍ରଭାସ ଫିଲ୍ମ ‘ରାଧେଶ୍ୟାମ୍’କୁ ଦେଖି ତାଙ୍କୁ ଭଲ ଲାଗିଲାନି ଆଉ ନିଜର ପ୍ରିୟ ତାରକାଙ୍କ ବିଷୟରେ ନେଗେଟିଭ ରିଭିୟୁ ମିଳିବ ପରେ ଫ୍ୟାନ୍ ଜଣଙ୍କ ପଙ୍ଖାରେ ଟାଙ୍ଗୀ ହୋଇ ଆ-ତ୍ମହ-ତ୍ୟା କରିଦେଲେ | କୁହାଯାଉଛି ଯେ ପ୍ରଭାସଙ୍କର ଏହି ଫ୍ୟାନ୍ ଆନ୍ଧ୍ରପ୍ରଦେଶର କୁରନୁଲ୍ ସ୍ଥିତି ତିଲକ ନାଗରର ବାସିନ୍ଦା ଅଟନ୍ତି |
ବ୍ୟକ୍ତିଙ୍କ ନାମ ‘ମୁଥାଲା ରବି ତେଜା’ କୁହାଯାଉଛି କି ସେ 24 ବର୍ଷର ବାଳକ ଥିଲେ | ରି-ପୋର୍ଟ ଅନୁଯାୟୀ ମୁଥାଲା ରବି ତେଜା ରିଲିଜ୍ ହେବାର ପ୍ରଥମ ଦିନ ପ୍ରଭାସଙ୍କର ଫିଲ୍ମି ଦେଖିଲେ | ଏହା ପୂର୍ବରୁ ସେ ଏହି ଫିଲ୍ମି ପାଇଁ ବହୁତ ଉତ୍ସାହିତ ଥିଲେ | ଯେମିତି ହିଁ ଫିଲ୍ମି ରିଲିଜ ହେଲା ସେ ଯାଇ ଫିଲ୍ମି ଦେଖିବାକୁ ପହଞ୍ଜିଥିଲେ,କିନ୍ତୁ ତାଙ୍କୁ ଫିଲ୍ମି ଟି ସେତେ ଖାସ୍ ଲାଗିନଥିଲା | ଏହା ପରେ ସେ ପରିବାର ଲୋକଙ୍କୁ ଆସି କହିଲେ ଫିଲ୍ମିର କାହାଣୀ ପସନ୍ଦ ଆସିଲାନି | ଏହା ପରେ ସେ ନିଜ ରୁମ୍ ର ପଙ୍ଖାରେ ଟାଙ୍ଗୀ ହୋଇଥିବାର ମିଳିଲେ | ବର୍ତ୍ତମାନ ପୋ-ଲିସ ଏହି ମାମ-ଲାର ଯାଞ୍ଜ କରୁଛି |
ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, ଏହା ପୂର୍ବରୁ ପ୍ରଭାସଙ୍କ ପାଇଁ ଜାଣେ ଫ୍ୟାନ ଆ-ତ୍ମହ-ତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ | ପ୍ରକୃତରେ, ଫ୍ୟାନ ଫିଲ୍ମି ରାଧେଶ୍ୟାମ୍ ର ମେକର୍ସଙ୍କ ତରଫରୁ କୌଣସି ଆପ୍-ଡେଡ଼ ନ ମିଳିବ କାରଣରୁ ଆ-ତ୍ମହ-ତ୍ୟା କରିବାର ଧ-ମକ୍ ଦେଇଦେଇଥିଲେ ଆଉ ଫିଲ୍ମି ମେକର୍ସଙ୍କ ବିରୁ-ଧରେ ଗୋଟେ ସୁସା-ଇଡ଼ ନୋଟ ମଧ୍ୟ ଲେଖିଥିଲେ |
ଏହା ବ୍ୟତୀତ ଜାଣେ ବ୍ୟକ୍ତି ପ୍ରଭାସଙ୍କ ସହ ଦେଖା ହେବା ପାଇଁ ମୋବାଇଲ ଟାୱାର ଉପରେ ଚଢି ଯାଇଥିଲେ | ହଁ ଆଜ୍ଞା, ତେଲେଙ୍ଗାନା ର ଜନଗାମରେ ଜାଣେ ଫ୍ୟାନ୍ ପ୍ରଭାସଙ୍କ ସହ ଭେଟିବାର ଜିଦିରେ ମୋବାଇଲ ଟାୱାର ଉପରେ ଚଢି ଯାଇଥିଲେ ଆଉ ଆ-ତ୍ମହ-ତ୍ୟା କରିଦେବାର ଧ-ମକ ଦେବାକୁ ଲାଗିଥିଲା | 2019 ମସିହାରେ ହୋଇଥିବା ଏହି ମା-ମ-ଲା ସୋସିଆଲ ମେଡ଼ିଆରେ ଖୁବ ହେଡ଼ଲାଇନ୍ ରେ ରହିଥିଲା | ଆଉ ଏହି ବ୍ୟକ୍ତିଙ୍କ ଫୋଟୋ ମଧ୍ୟ ଖୁବ ଭାଇରାଲ୍ ହୋଇଥିଲା |
ସେହିଠାରେ ଆମେ ଯଦି ଫିଲ୍ମି ‘ରାଧେଶ୍ୟାମ୍’ ବିଷୟରେ କଥା ହେବା ତେବେ ଏହି ଫିଲ୍ମି ବକ୍ସ ଅଫିସରେ କିଛି ଖାସ କମାଲ୍ ଦେଖେଇପାରିନାହିଁ | ଏହି ଫିଲ୍ମିରେ ବିବେକ୍ ଅଗ୍ନିହୋତ୍ରୀଙ୍କ ଫିଲ୍ମି ‘ଦି କାଶମୀର ଫାଇଲିସ୍’ ଆଗରେ ତଳକୁ ନଈ ଯାଇଛି | ଏହା ବ୍ୟତୀତ କ୍ରେଟିକ୍ସ ଆଉ ଲୋକମାନେ ମଧ୍ୟ ଏହି ଫିଲ୍ମି କୁ ନା-ପସନ୍ଦ କରିଛନ୍ତି | କହିରଖୁଛୁ କି ଏହି ଫିଲ୍ମି ରାଧା କୃଷ୍ଣ କୁମାର ଙ୍କ ନିର୍ଦେଶ ରେ କରାଯାଇଥିଲା ଯେଉଁଥିରେ ପ୍ରଭାସ ଜାଣେ ରୋମାଣ୍ଟିକ ଭୂମିକାରେ ନଜର ଆସିଥିଲେ | ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପ୍ରଭାସଙ୍କ ଫିଲ୍ମି ‘ସାହୋ’ ମଧ୍ୟ ଫ୍ଲପ୍ ପ୍ରମାଣିତ ହୋଇଥିଲା | ଏମିତିରେ ବର୍ତ୍ତମାନ ତାଙ୍କର ଏହି ଦ୍ୱିତୀୟ ଫିଲ୍ମି ବହୁତ ବଡ଼ ଫ୍ଲପ୍ ଫିଲ୍ମି ଅଟେ |