ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନା କିଛି ଘ-ଟଣା ଘ-ଟୁଛି । ଯାହା ଆମକୁ ଆଶ୍ଚଜ୍ୟ କରିଥାଏ ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । ଯାହା ଆପଣଙ୍କ ଆଖିଁ ଆଗରେ ଘଟି ଥାଏ ଓ ଆମେ କିଛି କରି ବି ପରି ନଥାୟେ ଆଉ ଯାହା ଦେଖିଁଳେ ଆପଣ କଷ୍ଟ ବି ହୋଇଥାଏ ।
ତେବେ ଏହି ପରି ଏକ ଘ-ଟଣା ଘଟିଛି ଏକ ଦୋକାନୀଙ୍କ ସହିତ। ଜନାଲା ଫାଣ୍ଡିଠାରୁ ମାତ୍ର କିଛି ଦୂରରେ ଏକ ଗହଣା ଦୋକାନରୁ ହେଇଚି ଲୁ-ଟ। ଦୋକାନ ଭିତରେ ଦୋକାନର ମଲିକ ସମେତ ଅନ୍ୟ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଆଉ ଏହି ସମୟରେ ଦୁଇ ଜଣ ବ୍ୟକ୍ତି ଗାଡିରେ ଆସି ରାସ୍ତା ଉପରେ ଗାଡ଼ିଟିକୁ ଛିଡ଼ା କରିଥିଲେ ଓ ହାତରେ ବ-ନ୍ଧୁ-କ ଧରି ସେହି ଗହଣା ଦୋକାନରେ ଅଚାନକ ଭାବରେ ପଶି ଯାଇଥିଲେ।
ଗହଣା ଦୋକାନରେ ଥିବା ଲୋକେ ଏହି ମାନଙ୍କୁ ଦେଖି ଡ-ରରେ ଦୌଡ଼ିବାକୁ ଲାଗିଥିଲେ । ଆଗ ପରେ ଚୋର ସେଠାରେ ଥିବା ଗହଣାକୁ ନେଇ ପୋଲାଇବ ସମୟରେ ଦୋକାନର ମାଲିକ ସେ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସେହି ଚୋ-ରମାନେ ଦୋକାନୀକୁ ସେଠାରେ ଠେଲି ଦେଇ ଗାଡି ଧରି ଯିବାକୁ ବାହାରିବା ସମୟରେ ସେହି ଗାଡି ଟି ଆଉ ଷ୍ଟାର୍ଟ ହେଉ ନଥିଲା।
ଯାହା ଫଳରେ ସେମାନେ ସେଠାରୁ ତୁରନ୍ତ ଯାଇପାରି ନଥିଲେ ଯେତେବେଳେ ଏହିପରି ପରିସ୍ଥିତି ରେ ସେହି ଚୋ-ରକୁ ଆଉଥରେ ଧରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନେ ସେହି ମାଲିକଙ୍କ ଉପରେ ବ-ନ୍ଧୁ-କ ଦ୍ବାରା ଆକ୍ର-ମଣ କରିଥିଲେ । ଆଉ ସେଠାରୁ ଗାଡି ନେଇ ପଲାଇ ଯାଇଥିଲେ । ଆଉ ଏହି ସବୁ ଘ-ଟ-ଣା ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ ରେ ରେ-କଡ ହୋଇଥିଲା।