ପବ୍ଲିକ ପ୍ଲେସରେ ଷ୍ଟେ-ସ-ନ କଡରେ ଛିଡା ହୋଇ ଏମିତି କାମ କରୁଥିଲେ କପଲ,ଭିଡ଼ିଓ ଭାଇରଲ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ସଟେ ଡୋମ୍ବୀବଲି ରେଲୱେ ଷ୍ଟେ-ସ-ନରୁ ଏକ ବହୁତ ଆଶ୍ଚର୍ଯ୍ୟକର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଡୋମ୍ବୀବଲି ରେଲୱେ ଷ୍ଟେ-ସ-ନରେ ଲୋକ ଯିବା ଆସିବା କରନ୍ତି ଏହି ସମୟରେ ଏକ ଯୋଡ଼ି ଖୋଲା ସ୍ଥାନରେ ପରସ୍ପରକୁ କି-ସ କରୁଥିଲେ। ଦୁଇଜଣ ପ୍ରେମୀ-ପ୍ରେମିକଙ୍କର କିସିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଭିଡିଓ ସାମ୍ନାକୁ ଆସିବା ପରେ ପୋ-ଲି-ସ ଏକ ମା-ମ-ଲା ରୁ-ଜ୍ଜୁ କରିଛି।

ଖୋଲାରେ କି-ସ କରୁଥିଲେ ଯୋଡ଼ି:-

ମିଡିଆ ରି-ପୋ-ର୍ଟ ଅନୁସାରେ ଏକ ଝିଅ ଓ ଏକ ପୁଅ ପ୍ଲାଟଫର୍ମର କଡରେ ଛିଡା ହୋଇ ପରସ୍ପରକୁ କି-ସ କରିବାରେ ଏତେ ବ୍ୟସ୍ତ ଥିଲେକୁ ସେମାନେ କାହାରି କଥା ଭାବୁନଥିଲେ। ଏହି ଯୋଡ଼ି ସବୁକିଛି ଭୁଲି ପରସ୍ପରକୁ ଲଗାତାର କି-ସ ଓ ହଗ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ପଛରେ ରେଲୱେ ଏନାଉନସମେଣ୍ଟ ମଧ୍ୟ ହେଉଥିଲା କିନ୍ତୁ ସେଥିରେ ତାଙ୍କର କୌଣସି ଅର୍ଥ ନଥିଲା। ତାଙ୍କୁ କୌଣସି ଫରକ ପଡୁନଥିଲାକି ଲୋକ କଣ ଭାବିବେ।

ଘ-ଟ-ଣା ମୁମ୍ବାଇର ଥାନେ ଜିଲ୍ଲାର ଡୋମ୍ବିବଲି ରେଲୱେ ଷ୍ଟେ-ସ-ନର ଅଟେ। ଯେତେବେଳେ ଏହି ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ବବାଲ ହୋଇଗଲା। ଏହା ଅଳରେ ଡୋମ୍ବିବଲି ରେଲୱେ ପୋ-ଲି-ସ କପଲଙ୍କ ବିରୁ-ଦ୍ଧରେ ଏକ ମା-ମ-ଲା ରୁ-ଜ୍ଜୁ କରିନେଲେ। ପୋ-ଲି-ସ ଏହି ଭିଡିଓର ସତ୍ୟତା ଯାଞ୍ଚ କରିବାରେ ଲାଗିଛି। ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ହେଉଥିବା ଏନାଉନସମେଣ୍ଟରେ ଶୁଣାଯାଇପାରିବକି ‘ପ୍ଲାଟଫର୍ମ ନମ୍ୱର ୪ରେ ଆସୁଥିବା ମୁମ୍ୱାଇ ଲୋକାଲ ୧୧ଟା ବାଜି ୪ମିନିଟre’ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଯାତ୍ରୀ ଭିଡିଓ କରି ସେୟାର କରିଲେ:-

କୁହାଯାଉଛିକି ଯେତେବେଳେ ଏହି କପଲ ପରସ୍ପରକୁ ସମସ୍ତଙ୍କ ସାମ୍ନାରେ କି-ସ କରୁଥିଲେ। ସେତେବେଳେ କେହି ଜଣେ ଯାତ୍ରୀ ନିଜ ଫୋନରେ ଭିଡିଓ ତିଆରି କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ କମେଣ୍ଟ କରୁଛନ୍ତିକି କପଲଙ୍କୁ ଅତିକମରେ ଯା-ଆସ କରୁଥିବା ଲୋକଙ୍କ ବିଷୟରେ ଚିନ୍ତା କରିବା ଉଚିତ। ସମସ୍ତଙ୍କ ସାମ୍ନାରେ ଏମିତି ହରକତ ଭଲ ନୁହେଁ।

Leave a Reply

Your email address will not be published. Required fields are marked *