ଆଜିର ଯୁଗ ବହୁତ ସ୍ମାର୍ଟ ହୋଇଗଲାଣି, ଆଜିର ଯୁଗକୁ ସ୍ମାର୍ଟ ଯୁଗ ବୋଲି ମଧ୍ୟ କୁହାଯାଉଛି। ଆଜିର ଯୁଗରେ ସମସ୍ତ କାର୍ଯ୍ୟ ଟେକ୍ନୋଲୋଜି ଦ୍ୱାରା ହିଁ ହେଉଛି। ଆଜିର ଯୁଗ ଯେତେ ସ୍ମାର୍ଟ ନୁହେଁ ତାହାଠାରୁ ଅଧିକ ସ୍ମାର୍ଟ ଆଜିର ଯୁବପିଢି। ଏବେ ତ ପିଲାମାନେ ବହୁତ ଅଧିକ ସ୍ମାର୍ଟ ହୋଇଗଲେଣି, ଆଜିକାଲି ସୋସିଆଲ୍ ମିଡିଆ ବିଜି। ଆଉ ଏବେର ପିଲାଙ୍କୁ ଏହି ସୋସିଆଲ୍ ମିଡିଆରୁ ହିଁ ପ୍ରେମ ହେଉଛି, ଆଉ ସେମାନେ ଏହି ପ୍ରେମ ପାଇଁ କିଛି ବି କରିବାକୁ ପଛଉ ନାହାଁନ୍ତି।
ଆଜିକାଲିର ପିଲା ମାନେ ବର୍ତ୍ତମାନ ଯୁଗରେ ସମସ୍ତେ ପ୍ରେମ କରୁଛନ୍ତି। ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଯାଇଛି। ସେମାନେ ପାଠ ପଢା ନାଁ ରେ ଘରେ ମିଛ କଥା କହି ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁଚି ଲୁଚି ବାହାରେ ଆସି ପ୍ରେମ କରୁଛନ୍ତି।ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଗୋଡ଼ରେ ଆଡେଇ ଦେଇ ଓ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି।
ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ।ଆଜିକାଲିର ପିଲା ମାନେ ପାଠ ପଢା ନାଁ ରେ ସବୁବେଳେ ଏଭଳି କାର୍ଯ୍ୟ କରି ଚାଲୁଛନ୍ତି। ସେମାନେ ନିଜ ପରିବାର କଥା ଭାବୁ ନାହାନ୍ତି କି ପରିବାରର ମାନ ସଂମାନ କଥା ମଧ୍ୟ ଚିନ୍ତା କରୁ ନାହାଁନ୍ତି। ସେମାନେ ନିଜ କଥା ହିଁ ସବୁବେଳେ ଭାବି ଥାଆନ୍ତି ଓ ସବୁବେଳେ ମଜା ଓ ମସ୍ତୁ କରିବା ପାଇଁ ଚାହିଁ ରହି ଥାଆନ୍ତି।ସେମାନେ ଏଭଳି କାର୍ଯ୍ୟ କରି ସେମାନେ ନିଜ ଭବିଷ୍ୟତକୁ ନିଜେ ନଷ୍ଟ କରି ଦେଉଛନ୍ତି। ଏଥି ସହିତ ସମାଜ ମଧ୍ୟ ଧୀରେ ଧୀରେ କଳୁଷିତ ହେବାକୁ ଲାଗୁଛି।
ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ପିଲା ମାନେ ମଧ୍ୟ ଖରାପ ଏହାକୁ ଦେଖି ଖରାପ ବାଟରେ ଆଗେଇ ଯାଉଛନ୍ତି।ଆଜି ମଧ୍ୟ ଆମେ ସେହିପରି ଏକ ଖବର ସମ୍ପର୍କରେ ଆପଣଙ୍କୁ କହିବୁ, ଏହି ଭିଡିଓଟି ଉତ୍ତର ପ୍ରଦେଶର ବୋଲି ଜଣା ପଡିଛି ।ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢିବା ବେଳେ ସ୍କୁଲ ନାଁ କହି ନିଜ ପ୍ରେମିକ ସହ ଜଙ୍ଗଲକୁ ଆସିଥିଲେ । ଜଙ୍ଗଲରେ ଉଭୟ ଛାତ୍ରୀ ଓ ପ୍ରେମିକ ରାସଲୀଳା କରୁଥିଲେ ହେଲେ ସେହି ସମୟରେ ଗାଁର କିଛି ପିଲା ସେଠାରେ ପହଞ୍ଚି ଭିଡିଓ ସୁଟିଙ୍ଗ କରିଥିଲେ ।