ନାୟିକାଙ୍କ ବଳାତ୍କାର ଘଟଣାକୁ ନେଇ ମୁହଁ ଖୋଲିଲେ ସୁର ବାବୁ – “ଭୟଙ୍କର ରମ୍ପା..ଯିଏ ଯାହାକୁ ଯୋଉଠି ପାରିଲା ରାମ୍ପିଲା”

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଏହି କିଛିଦିନ ତଳେ ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାକି ବାଣପୁର ଅଞ୍ଚଳର ଥିଲା। ମିଛି ମିଛିକା ଦୁଷ୍କର୍ମ ସିନ୍‌ ପାଲଟିଗଲା ସତ। ନାୟିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କରିଥିଲେ ନାୟକ। ପ୍ରିୟା ନାମକ ୧୬ ବର୍ଷୀୟା ଝିଅ ଟି ଅଭିନେତ୍ରୀ ହେବା ପାଇଁ ଭୁବନେଶ୍ୱର ଆସିଥିଲେ। ଆଉ ତାଙ୍କୁ ଆଲ୍‌ବମ୍‌ରେ ନାୟିକା ଭାବେ ଅଫର ଦିଆଯାଇଥିଲା। ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲବମରେ ନାୟିକା ଭାବେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା।

ଆଲବମ୍ ଟିର ପ୍ରଥମ ଭାଗ ସୁଟିଂ ସରିଥିଲା, ଗୁରୁବାର ଦ୍ୱିତୀୟ ଭାଗର ସୁଟିଂ ଭରତପୁର ଅଞ୍ଚଳରେ ଚାଲିଥିଲା।ଏହି ସୁଟିଂ ସମୟରେ ଏକ ବଳାତ୍କାର ସିନ୍ ର ସୁଟିଂ ଚାଲିଥିଲା, ଆଉ ସେହି ମିଛି ମିଛିକା ଅଭିନୟ ନାୟିକାଙ୍କ ପାଲଟିଥିଲା ସତ। ତାଙ୍କର ହାତ ଗୋଡକୁ ବାନ୍ଧି ଦେଇ ତାଙ୍କୁ ବଳାତ୍କାର କରିଥିଲେ ନାୟକ ଜଣକ। ଏହି ଖବର ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା।

ଆଉ ଏହି ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ଓଡିଶାର ଖୁବ୍ ଚର୍ଚ୍ଚିତ ଚେହେରା ତଥା ଖୁବ୍ ଟାଣୁଆ ନେତା ସୁର ରାଉତରାୟ। ସିଏ କହିଛନ୍ତି ରାଜ୍ୟର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲାଣି, ଅର୍ଥାତ୍ ରାଜ୍ୟର ଶାସକଙ୍କୁ ସେ ଖରାପ କହିଛନ୍ତି। ସେ କହିଛନ୍ତି ନବୀନ ବାବୁ ଭଲ ଲୋକଟିଏ, ହେଲେ ସେ ରାଜ୍ୟର ଶାସନ ବ୍ୟବସ୍ଥାକୁ ସଠିକ୍ ଭାବେ ତୁଲାଇ ପାରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *