ଯଦି ମୋର ୩ଟି ସର୍ତ୍ତ ମାନିବେ,ତା ହେଲେ ୟୁକ୍ରେନରୁ ଫେରି ଆସିବେ ମୋ ସୈନିକ : ଭ୍ଲାଦିମିର ପୁଟିନ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜ ର ଦେଶ ନାଗରିକ ଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ।

ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ବୋଲି ମଧ୍ୟ କୁହାଯାଇଛି ମାଳିକା ରେ ବର୍ଣ୍ଣନା ରହିଚି ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି ମଧ୍ୟ କହୁଚି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ । ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତେବେ ଏହା ବିନାଶକାରୀ ହେବବୋଲି ସୂଚନା ମିଳୁଚି । ଋଷୀୟକୁ ସେମିତି କିଛି ଉଦ୍ୟମ ମୂଳକ ସଫଳତା ମିଳି ନଥିଲା । ସେଥି ପାଈ ସେ ୟୁକ୍ରେନ ଆଗରେ ସେ 3 ଟି ସର୍ତ୍ ନାମା ରଖିଛି । ଯଦି ଏହି ସର୍ଥ ରେ ୟୁକ୍ରେନ ରାଜି ହୁଏ ତେବେ ଆଜି ଯୁଦ୍ଧ ବନ୍ଦ ହେଇଯିବ ବୋଲି ସୂଚନା ରୁ ଜଣ ପଢ଼ିଛି

ୟୁକ୍ରେନ ଓ ଋଷୀୟ ମଧ୍ୟ ରେ ଯୁଦ୍ଧ ଭୟଙ୍କର ରୁପ ନେବା ସହ ଦିନ ଗଢ଼ି ଚାଳିଛି । ସଫଳତା ନ ମିଳିବା ପରେ ଏକ ବୟାନ ଜାରି କରିଥିଲେ। ୟୁକ୍ରେନ ସହର ଉପରେ ଋଷ ଉପରେ ହେଉଥିବା ବୋମା ମାଡକୁ ଅସ୍ବୀକାର କରିବା ସହିତ ଯଦି ୟୁକ୍ରେନ ଏହି ତିନଟି ସର୍ତା ରେ ରାଜି ହେଲେ ଯାଇ ଯୁଦ୍ଧ ବନ୍ଦ ହେବ । ୟୁକ୍ରେନ ସହର ରୁ ଋଷ ଉପରେ ହେଉଥିବା ବୋମା ମାଡ଼ ନେଇ ଆସିଥିବା ଅଭିଯୋଗ ସମ୍ପୃଣ ମିଥ୍ୟା ଅଟେ।

ୟୁକ୍ରେନ ର ଭଳି ବୟାନ ତାଙ୍କର ଚାନ୍ସେଲର ଆଲାବଙ୍କ ସହ ଆଲୋଚନା ବେଳେ ଆସିଚି । ଏହି ଆଲୋଚନା ରେ କୁତିଁ ଆଲୋଚନା ବେଳେ କହିଛନ୍ତି ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ୟୁକ୍ରେନ ଋଷର ସମସ୍ତ ସର୍ତ ମାନି ନବ । ଅନ୍ୟ ପଟେ ସବୁ ସହର ସହ ଆଲୋଚନା କରିବାକୁ ଋଷ ପ୍ରସ୍ତୁତ ରହିଥିବା କଥା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *