ଭୂତ କରେଇଲା ଗାଡି ଦୁର୍ଘଟଣା ଏବଂ ତା ପରେ ଯାହା ଘଟିଲା,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ଏହି ଇଣ୍ଟରନେଟର ଯୁଗରେ ପ୍ରତି ମିନିଟରେ ହଜାର ହଜାର ଭିଡ଼ିଓ ଇଣ୍ଟରନେଟରେ ଅପ୍ଲୋଡ୍ ହୋଇଥାଏ। କିନ୍ତୁ ଜାଣତରେ ହେଉ କିମ୍ବା ଅଜାଣତରେ ଏମିତି କିଛି ଭିଡିଓ ରେକର୍ଡ ହୋଇଯାଏ ଯାହା ସମସ୍ତଙ୍କର ହୃଦୟକୁ ଥରେଇ ଦିଏ ଏହି ଘଟଣା ଗୁଡିକ ଏତେ ରହସ୍ୟମୟ ଅଟେଯେ ଯାହାକୁ ନଦେଖିଲେ ଆପଣ ଆଦୌ ବିଶ୍ୱାସ କରିବେ ନାହିଁ। ଦର୍ଶକ ବନ୍ଧୁ ଯଦି କୌଣସି ବ୍ୟକ୍ତି ଆମକୁ କୁହେକି ତାର ସାମ୍ନା ଏକ ଭୂତ ସହ ହୋଇଛି ତେବେ ଆମେ ସେ ପର୍ଯ୍ୟନ୍ତ ବିଶ୍ୱାସ କରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ ନିଜ ଆଖିରେ ସେହି ଭୂତକୁ ଦେଖିଛୁ।

ଏହି ଭିଡିଓରେ କିଛି ଲୋକ ଦୋକାନରେ ଲାଗିଥିବା ଏକ ସିସିଟିଭି କ୍ୟାମେରା ଚେକ କରୁଥିଲେ ଏବଂ ଭିଡିଓ ଦେଖୁଥିବା ଏହି ଲୋକଟି ଅନ୍ୟ ଅନ୍ୟକୁ କହିଲାକି ଯେତେବେଳେ ସେ ବାଇକ ନେଇ ଯାଉଥିଲା ସେତେବେଳେ ଧଳା ବସ୍ତ୍ର ପିନ୍ଧି ଏକ ଝିଅ ତାର ବାଇକ ସାମ୍ନାକୁ ଆସିଗଲା ହଠାତ ରାସ୍ତା ମଝିରେ ବାଇକକୁ ରୋକିଦିଏ। କିନ୍ତୁ ହଠାତ୍ ଝିଅଟି ଅଦୃଶ୍ୟ ହୋଇଗଲା ଏହାପରେ ସେ ବାଇକରୁ ଓହ୍ଲାଇ ଚେକ କରେ ସେହି ଝିଅଟି ପୁଣି ଦେଖାଯାଏ ବର୍ତ୍ତମାନ ଲୋକଟି ଏତେ ଡରି ଯାଇଥିଲାକି ସେଠାରୁ ଭୟରେ ଦୌଡ଼ି ପଳେଇଯାଏ ଏହି ଘଟଣା ସତରେ ବହୁତ ରହସ୍ୟମୟ ଥିଲା।

କୌଣସି ମଣିଷ ବା ପଶୁ ବିନା ମୁଣ୍ଡରେ ଜୀବିତ ରହି ପାରିବେ ନାହିଁ କିନ୍ତୁ ଚାଇନର ଏକ ରୋଡରେ ଏମିତି ଏକ ଲୋକକୁ ଦେଖା ଯାଇଥିଲା ଯାହାର ମୁଣ୍ଡ ନଥିଲା କାରରେ ବସିଥିବା ବସିଥିବା ଗୋଟିଏ ଲୋକ ଏହି ମୁଣ୍ଡ ନଥିବା ଲୋକକୁ ରେକର୍ଡ କରିନେଲା। ଆପଣମାନେ ଭାବୁଥିବେକି ଏହି ଲୋକଟି ପ୍ରାଙ୍କ କରିବା ପାଇଁ ଏମିତି କରୁଥିବ କିନ୍ତୁ ଏମିତି ସୁଟକୁ ପିନ୍ଧିବା ପରେ ବହୁତ ହାଇଟ ଦେଖାଯିବ ଯେଉଁଥିରୁ ସିଧା ସିଧା ଜଣା ପଡିଯାଏକି ଏହା ଫେକ ଅଟେ କିନ୍ତୁ ଏଠାରେ ଚାଲୁଥିବା ଲୋକଟିର ହାଇଟ ଠିକ ଲାଗିଥିଲା। ଏହି ଭିଡିଓରେ କିଛି ଲୋକ କୁକୁଡ଼ାକୁ ମାରିବା ପାଇଁ କୁକୁଡ଼ାର ମୁଣ୍ଡ କାଟିଦେଲେ କିନ୍ତୁ ମୁଣ୍ଡ କାଟିବା ପରେ ମଧ୍ୟ ଏହି କୁକୁଡ଼ା ଜୀବିତ ଥିଲା ଏବଂ କେବଳ ଏତିକି ନୁହେଁ ଏହି କୁକୁଡ଼ା ଚାଲିବି ପାରୁଥିଲା।

https://youtu.be/mr31Psspb58

ଆମ ଦୁନିଆରେ ଏମିତି ଘଟଣା ବର୍ତ୍ତମାନ ମଧ୍ୟ ଘଟୁଛି ଯାହା ଆମ ମଣିଷର ବୁଦ୍ଧିକୁ ଗାୟବ କରିଦିଏ, ଦର୍ଶକ ବନ୍ଧୁ ଗୋଟିଏ ପରିବାର ପାହାଡିଆ ରାସ୍ତାରେ ଯାଉଥିଲେ ଏବଂ କାରରେ ବସିଥିବା ମହିଳା ଜଣଙ୍କ ନିଜର ମୋବାଇଲ କ୍ୟାମେରା ଦ୍ଵାରା ବଜାରର ଭିଡିଓ ରେକର୍ଡ କରୁଥିଲେ କିନ୍ତୁ ସେହି ସମୟରେ ତାଙ୍କର କ୍ୟାମେରାରେ କିଛି ଏମିତି ରେକର୍ଡ ହୋଇଗଲା ଯାହାଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।ସେମାନେ ଦେଖିଲେଯେ ରାସ୍ତା କଡ଼ରେ ଏକ ଗଛ ଉପରେ କୌଣସି ମଣିଷ ଝୁଲି ରହିଛି। ଯିଏ ଧଳା ବସ୍ତ୍ର ପିନ୍ଧିଛି ଲୋକମାନଙ୍କର ଏହି ଭିଡିଓ ଉପରେ ଅଲଗା ଅଲଗା ମତ ରହିଛି। କିଛି ଲୋକ ଏହା କହୁଛନ୍ତିଯେ ଏହା ଏକ ଭୂତ ଥିଲା କିନ୍ତୁ ଅନ୍ୟ କିଛି ଲୋକମାନଙ୍କ ମତରେ ଏହା କୌଣସି ମହିଳାଙ୍କର ମୃତ ଦେହ ଅଟେ।

ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଯଦି ଏହି ଘଟଣା ରେକର୍ଡ ନ ହୋଇଥାନ୍ତା ତେବେ ଏହାକୁ କେହି ବିଶ୍ବାସ କରିନଥାନ୍ତେ ରାତି ଅଧରେ ଏହି ଝିଅଟି ଶୋଇବାକୁ ଯିବା ପୂର୍ବରୁ ନିଜର ମୁହଁ ହାତ ଧୋଉଥିଲା ମୁହଁ ହାତ ଧୋଉବା ପରେ ଝିଅଟି ନିଜର ବେଡ ରୁମକୁ ଗଲା କିନ୍ତୁ ଏହି ସମୟରେ ଏହି ଝିଅକୁ ଏକ ଜୋରସେ ଧକ୍କା ଲାଗେ ଭିଡ଼ିଓକୁ ଧ୍ୟାନର ସହ ଦେଖିଲେ ଏମିତି ଲାଗେଯେ କିଏ ତାକୁ ଜୋରସେ ଧକ୍କା ଦେଲା। ଏହି ଅଦୃଶ୍ୟ ଶକ୍ତି କିଏ ଥିଲା ଜଣା ପଡ଼ିଲା ନାହିଁ।

ଏଠାରେ ରାସ୍ତା ମଝିରେ ସବୁକିଛି ଠିକ ଠାକ ଚାଲିଥିଲା କିନ୍ତୁ ଅଚାନକ ଏକ ଅଟୋ ଆସେ ଏବଂ ରୋଡ ସାଇଟରେ ଗାଡି ରୋକି ପ୍ୟାସେଞ୍ଜରକୁ ଓହ୍ଲାଇ ଦିଏ ଏହାପରେ ଗୋଟି ଗୋଟି କରି ଗାଡ଼ି ପଛରେ ଲାଗିଯାନ୍ତି କିନ୍ତୁ ହଠାତ୍ କଣ ହୁଏ କେଜାଣି ସବୁ ଗାଡ଼ି ପରସ୍ପର ମାଡ଼ ହୋଇଯାଇଥାନ୍ତି। ଏକା ସାଙ୍ଗରେ ୪ଟି ଗାଡ଼ି ଆକ୍ସିଡେଣ୍ଟ ହେବା ଘଟଣା ଯେତିକି ରହସ୍ୟମୟ ସେତିକି ବିରଳ ଅଟେ। ଆନ୍ଧ୍ରପ୍ରଦେଶ ପୋଲିସ ଦ୍ଵାରା ରେକର୍ଡ ହୋଇଥିବା ଏହି ଭିଡିଓରେ ଶେଷ ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁକି ଏତେ ଗାଡ଼ି ଏକା ସାଙ୍ଗରେ ଆକ୍ସିଡେଣ୍ଟ ହେବାର କାରଣ କଣ ଅଟେ।

Leave a Reply

Your email address will not be published. Required fields are marked *