ହେ ଭଗବାନ … ୟୁକ୍ରେନରେ ଏକ ଚଳନ୍ତା କାରକୁ ଦଳିଦେଲା ରୁଷର ଏକ ଟ୍ୟାଙ୍କର,ଭିଡ଼ିଓ ଦେଖିଲେ ଥରି ଉଠିବେ ଆପଣ,ଦେଖନ୍ତୁ ଭିଡ଼ିଓ

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ଟ୍ୟାଙ୍କର ରାସ୍ତାରେ ଗତି କରୁଛି କିନ୍ତୁ ହଠାତ୍ ସେ ନିଜର ଗତିପଥ ବଦଳାଇ ଏକ କାରକୁ ଭୟାନକ ଭାବେ ଦଳି ଦେଉଥିବାର ଦେଖାଯାଉଛି।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଟ୍ୟାଙ୍କର କାର ଉପରେ ଚଢିଯାଇଛି। ଏହି କାରଣରୁ କାରଟି ନଷ୍ଟ ହୋଇଯାଇଛି। କାରର ଅବସ୍ଥା ଦେଖି ଆପଣ ଭୟଭୀତ ହୋଇଯିବେ।

ୟୁକ୍ରେନର ରାସ୍ତାରେ ବୁଲୁଛି ଋଷିଆର ଟ୍ୟାଙ୍କ।

ୟୁକ୍ରେନର କାରକୁ ଦଳି ଦେଇଥିବା ଟ୍ୟାଙ୍କର ଟି ଋଷର ଅଟେ। ମିଡିଆ ରିପୋର୍ଟ ଅନୁଯାୟୀ ଆଜିକାଲି ଅନେକ ଟ୍ୟାଙ୍କ ୟୁକ୍ରେନ ରାସ୍ତାରେ ବୁଲୁଛି।

ଭିଡିଓ ଦେଖିବା ପରେ ଲୋକମାନେ ଏହାକୁ ଋଷ ସେନାର ଏକ ଅମାନବୀୟ କାର୍ଯ୍ୟ ବୋଲି କହୁଛନ୍ତି। ଲୋକମାନେ କହୁଛନ୍ତି ଯେ ଏହାଠାରୁ ଅଧିକ କଷ୍ଟଦାୟକ କିଛି ହୋଇପାରିବ ନାହିଁ।

ଡ୍ରାଇଭର ବଞ୍ଚିଗଲା ଜୀବନ।

ଭଲ କଥା ହେଉଛି ଏହି ଦୁର୍ଘଟଣାରେ କାର ଚଳାଉଥିବା ଡ୍ରାଇଭରର ଜୀବନ ବଞ୍ଚିଯାଇଛି। ଡ୍ରାଇଭରକୁ ରକ୍ଷା କରାଯାଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *