ସୋନାଲି ତୁ ଗୋଟେ ରିଲେସନରେ ରହି ୧00 ଘଇତା ସହ ସହ ବୁଲିବାର ଅଭ୍ୟାସ ଅଛି ,ତୁ ସୌମ୍ୟକୁ ମର୍ଡର କରିଛୁ…….

ପ୍ରେମ ମଣିଷ ଜୀବନର ଅଭିନ୍ନ ଏକ ଅଙ୍ଗ ବୋଲି କୁହାଯାଏ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜୀବନକାଳ ମଧ୍ୟରେ ଅତିକମରେ ଥରେ କାହାକୁ ପ୍ରେମ କରିଥାନ୍ତି । କାହାର ପ୍ରେମ ସଫଳ ହୁଏତ ତ ଆଉ କାହାର ଅଧୁର ରହିଯାଏ । ପ୍ରେମରେ ଯେତିକି ମଧୁରତା ରହିଥାଏ, ପରିସ୍ଥିତିରେ ପଡିଲେ ସେତିକି ତିକ୍ତତା ମଧ୍ୟ ଭରିଯାଏ । ପ୍ରେମରେ ଧୋକା ଏବଂ ପ୍ରତ୍ୟାଖ୍ୟାନର ଭୟରେ ମଣିଷ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉଚିତ ମଣିଥାଏ । ଏହିଭଳି ଏକ ପ୍ରେମ ଏବଂ ପ୍ରତାରଣାର କାହାଣୀ ଯାହା ଏବେ ସାରା ଓଡିଶା ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀ ଙ୍କ କଥା । ପ୍ରେମିକା ସୋନାଲି ନନ୍ଦଙ୍କ ପ୍ରତାରଣା ସହି ନପାରି ଶେଷରେ ନିଜ ଜୀବନ ନେଇଯିବାକୁ ନିର୍ଣ୍ଣୟ ନେଇଥିଲେ ସୌମ୍ଯ । ଆଉ ଏହା ପୂର୍ବରୁ ଦୁନିଆ ପାଇଁ ଛାଡି ଯାଇଥିଲେ ପ୍ରେମିକା ସୋନାଲିଙ୍କ ଠାରୁ ପାଇଥିବା ପ୍ରେମ, ପ୍ରତିଶ୍ରୁତି ଏବଂ ପ୍ରତାରଣାର । ଯାହା ସୌମ୍ଯ ନିଜେ ଲେଖି ଦୁନିଆକୁ ଜଣାଇଥିଲେ ଯେ ପ୍ରେମ କିଭଳି ତାଙ୍କ ଜୀବନ ନେବାକୁ ବାଧ୍ୟ କଲା ।

ଅନ୍ୟ ଜଣେ ଯୁବକ ସାରସ୍ଵତଙ୍କ ପାଇଁ ସୋନାଲି ତାଙ୍କୁ ଛାଡିଥିବା କଥା ଲେଖିଛନ୍ତି ସୌମ୍ଯ । ତେବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଘଟଣା ଉପରେ ଏବେ ସୌମ୍ୟଙ୍କ ସାଙ୍ଗ ମନ୍ତବ୍ୟ ଦେଇଛନ୍ତି ଆଉ କହିଛନ୍ତି ଏହି ପରି ସୌମ୍ୟ କ ମୂତ୍ୟୁ ତଙ୍କୁବନେକ ଦୁଃଖ ଦେଇଛି।

ସୋନାଲିଙ୍କ ପାଈ ସୌମ୍ୟ ମୃତ୍ୟୁ ବରଣ କରିଛନ୍ତି ବୋଲି ସେ କହିଛନ୍ତି। ସୋନାଲିଙ୍କର ଅନ୍ୟ ପିଲା କ ସହିତ ସମ୍ପର୍କ ଥିବାର ସେ କହିଛନ୍ତି। ଆଉ ଏହା ମଧ୍ୟ କହିଛନ୍ତି କି ସୋନାଲିଙ୍କ ସୌମ୍ୟଙ୍କ ପ୍ରତି ଥିବା ବ୍ୟବହାର ଅତିଁ ଖରାପ୍ ଥିଲା ଯାହା ସହି ନ ପାରି ସୌମ୍ୟ ଆତ୍ମହତ୍ୟା କରିବାର ନିଷ୍ପତି କରିଥିଲେ । ଆଉ ସେ ସବୁ ଯୁବ ମାନ କୁ କହିଛନ୍ତି କି ସୌମ୍ୟଙ୍କ ପରି ଏହି ପରି ନିଷ୍ପତି କେବେ ନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *