ପ୍ରେମିକଙ୍କ ସହ ଦେଖା କରିବାକୁ 6000 KM ଦୂର ଗଲେ ଯୁବତୀ , କିନ୍ତୁ ତା’ପରେ ଆସିଲା ମୃତ୍ୟୁ ଖବର,ଜାଣନ୍ତୁ ପୁରା ଘଟଣା

19 ବର୍ଷୀୟା ଝିଅ Ashley Wadsworth ତାଙ୍କ ବୟେପ୍ରେଣ୍ଡ Jack Sepple ଙ୍କୁ ଦେଖା କରିବା ପାଇଁ ପ୍ରାୟ 6000 କିଲୋମିଟର ଦୂର UK କୁ ଯାଇଥିଲେ | ଯେଉଁଠାରେ ତାଙ୍କୁ ଛୁରୀ ମାରି ତାଙ୍କର ହତ୍ୟା କରାଯାଇଥିଲା |

ଗୋଟେ ଝିଅ ନିଜ ବୟେପ୍ରେଣ୍ଡ ଙ୍କୁ ଦେଖା କରିବାକୁ 600 କିଲୋମିଟର ଦୂରକୁ ଗଲେ | କିନ୍ତୁ ସେଠାରେ କେହି ତାଙ୍କ ଜୀବନ ନେଇଗଲେ | ପୋଲିସଙ୍କ ଅନୁସାରେ ଘରକୁ ଫେରିବାର ଠିକ ଦୁଇ ଦିନ ପୂର୍ବରୁ ଝିଅଟିକୁ ଛୁରୀ ମାରି ହତ୍ୟା କରାଯାଇଥିଲା | ବିଦେଶରୁ ଯେତେବେଳେ ଝିଅ ମୃତ୍ୟୁର ଖବର ଆସିଲା ସେତେବେଳେ ଘରେ ହାଃ-ହାଃ କାର ମଚିଗଲା | ବର୍ତ୍ତମାନ ଯାଞ୍ଜ-ଏଜେନ୍ସି ଏହି ହତ୍ୟାକାଣ୍ଡର ତଦନ୍ତରେ ଯୋଡି ହୋଇଛି |

‘ମିରର୍ ୟୁକେ’ ର ରିପୋର୍ଟ ଅନୁଯାୟୀ, 19 ବର୍ଷୀୟ କାନାଡିଆନ ଝିଅ ଆଶ୍ଳେୟ ୱାଡସ୍ୱର୍ଥ ତାଙ୍କ ପ୍ରେମିକ ଜ୍ୟାକ୍ ସେପଲେ ଙ୍କୁ ଭେଟିବା ପାଇଁ ପ୍ରାୟ 6000 କିଲୋମିଟର ଦୂରରେ ୟୁକେ ଯାଇଥିଲେ | କିନ୍ତୁ ଗତ ଦିନରେ ଚେଲମସଫୋର୍ଡର ଏସେକ୍ସର ଏକ ଫ୍ଲାଟରୁ ତାଙ୍କ ଲାସ୍ ମିଳିଥିଲ

ବୟେପ୍ରେଣ୍ଡଙ୍କୁ ଦେଖା କରିବା ପାଇଁ କାନାଡାରୁ ୟୁକେ ଆସିଥିଲେ ଝିଅ :-

ଏଶଲେ କାନାଡାର Vernon ସହରର ବାସିନ୍ଦା ଥିଲେ | ସେ 12 ନଭେମ୍ବରକୁ ନିଜ ବୟେପ୍ରେଣ୍ଡ ଜ୍ୟାକ୍ ଙ୍କୁ ଦେଖା କରିବାକୁ ୟୁକେ ଆସିଥିଲେ | କିନ୍ତୁ ତାଙ୍କର ଲାସ୍ ୟୁକେର ଗୋଟେ ପ୍ଲାଟରୁ ମିଳିଛି |

ସୂଚନାଯୋଗ୍ୟ ଯେ ଏଶଲେଙ୍କୁ ଜଲ୍ଦି ହିଁ ନିଜ ଦେଶ କାନାଡ଼ା ଫେରିଯିବାର ଥିଲା | କିନ୍ତୁ ଏହା ପୂର୍ବରୁ ହିଁ ତାଙ୍କର ହତ୍ୟା କରିଦିଆଗଲା | ଏହି ଘଟଣା ପରେ ଏଶଲେ ୱାଡସୱର୍ଥଙ୍କ ପରିବାରଙ୍କର କାନ୍ଦି-କାନ୍ଦି ଅବସ୍ଥା ବହୁତ ଖରାପ ହୋଇପଡିଛି |

ୟୁକେକୁ ଯିବା ନିଜ ଯାତ୍ରା ସମୟରେ ଏଶଲେ ଲଣ୍ଡନରେ ବକିଙ୍ଗହମ୍ ପ୍ୟାଲେସ୍ ଆଉ ବିଗ୍ ବେନ୍ (ଏଲିଜାବେଥ୍ ଟାୱାର୍) ସହିତ ଅନେକଗୁଡ଼ିଏ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିଥିଲେ | ବର୍ତ୍ତମାନ, ଯାଞ୍ଜ-ଏଜେନ୍ସି ଅନୁଯାୟୀ 23 ବର୍ଷୀୟ ବୟେପ୍ରେଣ୍ଡ ଜ୍ୟାକ୍ ଙ୍କୁ ଏହି ହତ୍ୟାର ସନ୍ଦେହରେ ପଚରା-ଉଚରା କରୁଛି |

ଏଜେନ୍ସିଙ୍କର କହିବା କଥା ହେଉଛି କି “ଯାଞ୍ଜ ଭଲ ଭାବରେ ଆଗକୁ ବଢୁଛି,ଆମେ ଆଉ କିଛି ଦିନ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହିବୁ | ଆମେ ପ୍ରମାଣ ସଂଗ୍ରହ କରିବା ଆଉ ତଥ୍ୟକୁ ଯାଞ୍ଚ କରିବା ଜାରି ରଖିବୁ। “

Leave a Reply

Your email address will not be published. Required fields are marked *