ମଦ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଝିଅଟି କଣ କହୁଛି ଶୁଣନ୍ତୁ ,,,,,,,

ବର୍ତ୍ତମାନର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ଅନେକ ସମୟ ରେ ଆମ ଦେଶ ରେ ନାରୀ ମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ , ଯାହା ଫଳରେ ଅନେକ ନାରୀ ନିଜ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାନ୍ତି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତେବେ ଘଟଣାଟି ହେଉଛି ଏକ ସ୍ଥାନରେ କୌଣସି ଏକ ଝିଅ ଉପରେ ହୋଇଛି ଅତ୍ୟାଚାର । ତେବେ ରାସ୍ତା ରେ ସେ ବ୍ଲେଡ୍ ଧରି ନିଜ ଶରୀରରେ କ୍ଷତ କରିବା ଦେଖିବାକୁ ମିଳିଛି । ମଦ ମଧ୍ୟ ପିଇଥିବା ଦେଖିବାକୁ ମିଳିଛି । ମଦ ପିଇ ୟାଡୁ ସିଆଡୁ କହୁଥିବା ଦେଖା ଯାଉଚି ।

ତେବେ ସେ କହିବା ଅନୁସାରେ ତାଙ୍କୁ ବୋଧ ହୁଏ ଶଶୁର ଘରେ ଅତ୍ୟାଚାର ହୋଇଛି । ସେ କହିଛନ୍ତି ଯେ ତାଙ୍କ ଶାଶୁ ଭଲ ଲୋକ ନୁହନ୍ତି । ତାଙ୍କ ଶାଶୁ ତାଙ୍କୁ ଚରିତ୍ର ହିନା ସହିତ ଅନେକ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଝିଅଟି । ତେବେ ସେ କହୁଛନ୍ତି ଯେ ତାଙ୍କୁ କିଏ କୁଆଡେ ଉଠାଇ ନେଇ ଯାଇଥିଲେ । ତା ପରେ ତାଙ୍କୁ ମଦ ପିଇବାକୁ ଦେଇଛନ୍ତି । ମଦ ମଧ୍ୟ ସେହି ଝିଅଟି ଛୋଟ ବେଳୁ ପିଇଥାଏ ।

ତେବେ ତାଙ୍କ ପାଖକୁ କେହି ଆସିବା ବେଳକୁ ସେ ନିଜକୁ ବ୍ଲେଡ ରେ କାଟି କ୍ଷତାକ୍ତ କରୁଚି । ଧମକ ଦେଇଛି କୁ କେହି ବି ପାଖକୁ ଆସିଲେ ସେ ହାତ କରି ଆତ୍ମହତ୍ୟା କରିବା । ତେବେ ତାଙ୍କ ଘର କେଉଁଝର । ତେବେ ସେ ଝିଅ ଟି ସ୍କୁଲ ରେ ପଢୁଥିବା ବେଳେ ତା ସହିତ ଅନେକ ପୁଅ ଅନେକ କିଛି କରିଛନ୍ତି ବୋଲି କହୁଚି ଓ ଅନେକ କିଛି ସ୍ବପ୍ନ ଦେଖେଇବା କଥା କହୁଚି ଝିଅ ଟି । ତେବେ ସେ କହୁଚି କୁ ସେ ବ୍ରାହ୍ମଣ ଘର ର ଝିଅ । ଏହିପରି ନାନା କଥା କହୁଚି ଝିଅ ଟି । ତେବେ ଏସବୁ କୁ ରେକର୍ଡ କରି କେହି ଭାଇ ରାଲ୍ କରିଛି ।

Leave a Reply

Your email address will not be published. Required fields are marked *