ବର୍ତ୍ତମାନର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ ।
ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।
ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ଏହି ଘଟଣା ବହୁତ୍ ଅଜବ ଆଜି କାଲି ଦୁନିଆ ରେ ଆଖିରେ ବଳି ପକେଇ ଦେବା ପାଇଁ ବହୁତ୍ ଲୋକ ଅଛନ୍ତି ।
ଭଦ୍ରକ ବଡ଼ ଡାକ୍ତର ଖାନା ରୁ ଆସିଛି ଏକ ବଡ଼ ଘଟଣା । ଜଣେ ମହିଳା ଲାଇନ୍ ରେ ଠିଆ ହୋଇ ଆଗ ଲୋକ ପକେଟ୍ ରୁ କିଛି ଟଙ୍କା କାଢି ନେବା ପରେ ପଛରେ ଠିଆ ହୋଇଥିବା ଗୋଟିଏ ମହିଳା ଙ୍କ ପର୍ସ ରୁ ନିଜର ଷ୍ଟଲ ପକାଇ ଟଙ୍କା କାଢି ନେଇଛନ୍ତି ଓ ପିଲାଇଛନ୍ତି ।
ଟଙ୍କା ଚୋରି ହୋଇଥିବା ମହିଳା ବୟାନ ରେ କହିଛନ୍ତି ସେ ୧୫ ହଜାର ଟଙ୍କା ନିଜ ପର୍ସ ରେ ରଖିଥିଲେ ନିଜ ସ୍ବାମୀ ଙ୍କ ଅପରେସନ ପାଇଁ ତେବେ ସେ କୋଭିଡ ପରୀକ୍ଷା କରିବା ପାଇଁ ସେହି ସମୟରେ ଟଙ୍କା ଚୋରି ହୋଇଛି ଯାହା ପାଇଁ ସେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି ଓ ସେହି ମହିଳା ବହୁତ୍ ହିଁ ଗରିବ ପରିବାର ର । ସେ କହିବା କଥା ଅନୁସାରେ ଚୋରି କରିଥିବା ମହିଳା ଜଣକ ଯାଇଥିଲେ ତାଙ୍କ ଘରକୁ ଟଙ୍କା ମାଗିବା ପାଇଁ ଆଉ ନାରାସ ହେବାରୁ ଚୋରି କରିଥିଲେ ।