ଖାତାକୁ ଆସିଲା ବିଜୁ ପକ୍କାଘର ମରାମତି ଟଙ୍କା,ପାଇନଥିଲେ ଏମିତି କରନ୍ତୁ ଆବେଦନ !

ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବେ ଘୋଷଣା କରିଥିଲେକି ଯେଉଁମାନେ ବିଜୁପକ୍କାଘର ପାଇଥିଲେ, ସେମାନଙ୍କୁ ଏହାର ମରାମତି କରିବା ପାଇଁ ୩୦୦୦ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଆବାଶ ଯୋଜନା ପାଇଁ ୫୦୦୦ ହଜାର ଟଙ୍କା ପର୍ଯ୍ଯନ୍ତ ମରାମତି ପାଇଁ ଖର୍ଚ୍ଚ ମିଳିବ।

ତେବେ ଆପଣମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଥିବକି ଆପଣମାନଙ୍କୁ ଏହି ମରାମତି ଖର୍ଚ୍ଚ କେବେ ମିଳିବ ବୋଲି ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବରେ ଜାଣିବା। ତେବେ ଆଜି ଠାରୁ ବିଜୁପକ୍କାଘର ପାଇଥିଲେ ସେମାନଙ୍କୁ ମରାମତି କରିବା ପାଇଁ ୩୦୦୦ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଆବାଶ ଯୋଜନା ପାଇଁ ୫୦୦୦ ହଜାର ଟଙ୍କା ପର୍ଯ୍ଯନ୍ତ ମରାମତି ପାଇଁ ଖର୍ଚ୍ଚ ଦେବାପାଇଁ ଆରମ୍ଭ କରିଛନ୍ତି।

ଆମ ମୂଖ୍ୟମନ୍ତ୍ରୀ ପକ୍କାଘର ପାଇଥିବା ପ୍ରତ୍ଯେକ ପରିବାର ପାଇଁ ୩୦୦୦ ଟଙ୍କା ଲେଖାଏଁ ମରାମତି ସହାୟତା ରାଶି ଦେବେ ଓ ଏହି ଘୋଷଣା ୭ ଜାନୁଆରୀ ୨୦୨୨ରେ ହୋଇଥିଲା ଓ ଏହି ସୁବିଧା ମିଳିବ। ଗତ ୭ ଜାନୁଆରୀରେ ମାନ୍ୟବର ମୂଖ୍ୟମନ୍ତ୍ରୀ, ଯେଉଁମାନେ ବିଜୁପକ୍କାଘର ପାଇଥିଲେ ସେମାନଙ୍କୁ ମରାମତି କରିବା ପାଇଁ ୩୦୦୦ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଆବାଶ ଯୋଜନା ପାଇଁ ୫୦୦୦ ହଜାର ଟଙ୍କା ଲେଖାଏଁ ମରାମତି ପାଇଁ ଖର୍ଚ୍ଚ ପଠେଇଛନ୍ତି।

ଏହା ସହ ଯେଉଁମାନେ ନିର୍ମାଣ ସମୟରେ ପକ୍କାଘର ପାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯାଇଛି। ଏହା ପାଇଁ ଆମ ରାଜ୍ୟର ୩୦ ଲକ୍ଷରୁ ଅଧିକ ପରିବାର ମଧ୍ୟ ଉପକୃତ ହୋଇପାରିବେ। ବନ୍ଧୁଗଣ ଯଦି ଆପଣମାନେ ବିଜୁ ପକ୍କାଘର ପାଇଛନ୍ତି ତେବେ ଆପଣମାନେ ନିଜର ଏକାଉଣ୍ଟକୁ ଚେକ କରିଦିଅନ୍ତୁ, ପଇସା ଆସିଛି କି ନାହିଁ।

Leave a Reply

Your email address will not be published. Required fields are marked *