ନିଜ ପରିସ୍ରା ବିକ୍ରି କରି କୋଟିପତି ହେଲେ ଏହି ମଡେଲ, ଏକ କପ ପରିସ୍ରାକୁ ୫୦୦୦ ଟଙ୍କାରେ ବିକ୍ରି କରୁଛନ୍ତି….ଜାଣନ୍ତୁ ପୁରା ଘଟଣା

ଏହି ଦୁନିଆରେ ବହୁତ୍ କିଛି ଅଜବ ଅଜବ ଘଟଣା ଆମ ସମସ୍ତଙ୍କ ସାମ୍ନାକୁ ଆସିଛି ଯାହା ଏହି ମଣିଷ ହିଁ କାର୍ଯ୍ୟକାରୀ କରୁଛି । ମଣିଷ ଆଜିକାଲି କେହି କାହା ଉପରେ କୌଣସି କଥା ପାଇଁ ବୋଝ ହେବା ପାଇଁ ଚାହୁଁ ନାହାନ୍ତି । ସମସ୍ତେ କିଛି ନା କିଛି କାମ କରି ନିଜର ଭରଣ ପୋଷଣ କରି ନେଉଛନ୍ତି । ଲୋକ ନିଜର ଗୋଟିଏ ପରିଚୟ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ସେ ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏଁ ସମସ୍ତେ ନିଜର ନୂଆ ପରିଚୟ କରି ବିଶିଷ୍ଟ ସ୍ଥାନ ରେ ରହିବା ପାଇଁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡ଼ିଆରେ ସବୁ ପ୍ରକାର ନୂଆ ନୂଆ କାର୍ଯ୍ୟ କରି ନିଜର ନୂଆ ପରିଚୟ ଗଢ଼ିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ । ଆପଣଙ୍କ ବିଶ୍ୱାସ ବାହାରେ କଥା ଆପଣ ଏଥି ପାଇଁ ଆଶ୍ଚର୍ୟ୍ଯ ହୋଇଯିବେ ।

ନିଜ ପରିଶ୍ରା କୁ ବିକ୍ରି କରି କୋଟିପତି ହେଲେ ଗୋଟିଏ ମହିଳା । ଘଟଣା ଟି ଶୁଣିଲେ ନିହାତି ଆପଣଙ୍କୁ ହସ ଲାଗୁଥାଇ ପାରେ ହେଲେ ବାସ୍ତବ ରେ ଘଟଣା ଟି ସମ୍ପୂର୍ଣ ସତ୍ୟ । କଥା ରେ ଅଛି ଲୋକେ ପାଣି ବିକ୍ରି କରି ମଧ୍ୟ ଟଙ୍କା ରୋଜଗାର କରି ପାରିବେ ହେଲେ ଏହି ଏହି ଖବର ଟି ଶୁଣିବା ପରେ ଘଟଣା ଟି ସତ୍ୟ ବୋଲି ବିଶ୍ୱାସ କରୁଛନ୍ତି । ଆଜ୍ଞା ଏହି ମହିଳା ଜଣକ ନିଜ ପରିଶ୍ରା ବିକ୍ରି କରି କୋଟିପତି ହୋଇଛନ୍ତି ।

ଘଟଣାଟି ମିଥ୍ୟା ଲାଗୁଥିଲେ ଭି ଏହା ସମ୍ପୂର୍ଣ ସତ୍ୟ ଘଟଣା । ଏହା ଗୋଟିଏ ମଡେଲ ଙ୍କ କାର୍ଯ୍ୟ । ଏହି ମଡେଲ ଙ୍କ ନାଁ କାର୍ସ୍କୁଟି । ଲୋକ ପରିସ୍ରା କୁ ଫୋପାଡି ଦିଅନ୍ତି ନହେଲେ ବାହାରେ ଛାଡ଼ି ଦିଅନ୍ତି । ହେଲେ ଏହା ଗୋଟିଏ ଅଦ୍ୱିତୀୟ କାର୍ଯ୍ୟ । ଏକ କପ୍ ପରିଶ୍ରା କୁ ୫୦୦୦ ଟଙ୍କାରୁ ଉର୍ଦ୍ଧ ରେ ବିକ୍ରି କରୁଛନ୍ତି ମଡେଲ ଅନଲାଇନ ଜରିଆରେ । ସେ ୨୦୧୬ ରୁ ଏହି ବ୍ୟବସାୟ କୁ ଆରମ୍ଭ କରି ସାରିଲେଣି । ତାଙ୍କ ୟୁରିନ ବହଳିଆ ଲିକୁଇଟ ଭଳି ହୋଇଥାଏ ସେଇଥିପାଇଁ ସେ ନିଜ ପରିସ୍ରାକୁ ଏତିକି ଦାମ୍ ରେ ବିକ୍ରି କରନ୍ତି ।

Leave a Reply

Your email address will not be published. Required fields are marked *