ପ୍ରକୃତରେ ଏଠାରେ କାହାର ଭୁଲ : ତୋ ବାପା ରାସ୍ତା କହି ଯୁବକଙ୍କୁ ମାରିଲେ ଯୁବତୀ,ଦେଖନ୍ତୁ ଭିଡ଼ିଓ !

ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ବର୍ତମାନର ସମୟ ଭାରି ଜଟିଳତର । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହାକୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନରେ ଘଟିବାକୁ ଯାଉଚି ତାହା କେବେ ଭି ଆଶା କରାଯାଇ ନଥାଏ । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ ।

ବର୍ତ୍ତମାନର ସମୟ ଏପରି ଯେ ଘରୁ ବାହାରିବା ମାତ୍ରେ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ୁଚି । ବର୍ତ୍ତମାନ ର ସମୟ ଏପରି ଏକ ସ୍ଥିତି ରେ ରେ ଚୋରୀ, ଧର୍ଷଣ, ହତ୍ୟା, ଏସବୁ ନିତିଦିନିଆ କଥା ହୋଇଗଲାଣି । ସାମାନ୍ୟ କଥା ରେ ଆଜିକାଲି ଗୁଳି ଫୁଟୁଛି । ଆଜି କା ସମୟରେ ଶାନ୍ତିରେ ନିଃଶ୍ୱାସ ମଧ୍ୟ ନେଇ ହେଉନାହିଁ । ତେଣୁ ସମୟ ବର୍ତମାନ ଅନେକ ଖରାପ ଚାଲିଛି

ତେବେ କୌଣସି ଏକ ସ୍ଥାନରେ ଟ୍ରାଫିକ ସିଗ୍ନାଲ ପରେ ମଧ୍ୟ ଗାଡ଼ି ନେଇ ବାହାରି ଆସିବାକୁ କେନ୍ଦ୍ର କରି ଏକ ପୁରୁଷ ଓ ଏକ ମହିଳାଙ୍କ ମଧ୍ୟ ରେ ରାସ୍ତା ମଝିରେ ଯୁକ୍ତି ତର୍କ ଦେଖା ଯାଇଥିଲା । ତେବେ ସେଠାରେ ଉପସ୍ଥିତ ଟ୍ରାଫିକ ପୋଲିସ ସେମାନଙ୍କୁ ରାସ୍ତା ସାଇଡକୁ ନେଇ ଗଲେ । ତାପରେ ବୁଝିଥିଲେ କଣ ଘଟଣା । ତେବେ ଝିଅ ଜଣକ ଜୋରରେ ପାଟି କରି କହୁଥିବା ଦେଖାଯାଇଛି ।

ଝିଅ ଜଣଙ୍କର କହିବା କଥା ହେଲା ପୁରୁଷ ଜଣକ ନିଜେ ଏକ ସ୍କୁଟି ଚଳାଇ ଅଧିକ ପରିମାଣରେ ଜିନିଷ ଲୋଡ୍ କରି ପୁଣି ଏକ ଟାୟାରକୁ ବେକରେ ଦେଇ ଯାଉଛନ୍ତି । କିନ୍ତୁ ଟ୍ରାଫିକ ସିଗ୍ନାଲକୁ ନମାନି ପାର ହେଉଥିଲେ ରାସ୍ତା । ଯାହା ଫଳ ରେ ମହିଳା ଜଣକ ଯାଇ ଧକ୍କା ହୋଇଥାନ୍ତେ ପୁରୁଷ ଙ୍କ ସହିତ । ଯାହା ଫଳରେ ରାସ୍ତାରେ ପଡିଥାନ୍ତି ଓ ଆକ୍ସିଡେଣ୍ଟ ହୋଇଥାନ୍ତା ।

ତେଣୁ ପୁରୁଷଟିଙ୍କୁ ଉଚିତ୍ ଦଣ୍ଡ ଦରକାର । ତେବେ ସେହି ପୁରୁଷ ଜଣଙ୍କର ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ । କିନ୍ତୁ ମହିଳା ଜନକ ପୁରୁଷଟିକୁ ମାରିବାକୁ ଉଠାଇଥିଲେ ବୋଲି ତାଙ୍କର କହିବା କଥା । ତେବେ ଟ୍ରାଫିକ ପୋଲିସ ସେଠାରେ ଉପସ୍ଥିତ ଥିଲେ । ବର୍ତମାନ ଟ୍ରାଫିକ ପୋଲିସ ଏହି କେସଟି ନିଜ ଅଣ୍ଡରରେ ନେଇ ଏହାକୁ ସମାଧାନ କରିଛନ୍ତି । ତେବେ ସମାଧାନ ପରେ କଣ ଘଟିଛି ତାହା ଜଣାନାହିଁ । ତେବେ ସବୁ ବେଳେ ହେଲମେଟ ପିନ୍ଧି ଟ୍ରାଫିକ ସିଗ୍ନାଲ ମାନି ଗାଡ଼ି ଚଳେଇବା ଉଚିତ୍ । ଯାହା ଫଳରେ ଦୁର୍ଘଟଣା ଆଉ ଘଟିବ ନାହିଁ ।

Leave a Reply

Your email address will not be published. Required fields are marked *