ଇନ୍ସଟା ରିଲ ବନାଇବା ପଡିଲା ମହଙ୍ଗା,ଦେଖନ୍ତୁ ମଜାଦାର ଭିଡ଼ିଓ

ଆମ ଚାରିପାଖରେ ପ୍ରତୀକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସହିତ ଆମକୁ ହସିବାକୁ ବାଧ୍ୟ କରିଥାଏ। ଲୋକ ବେଳେ ବେଳେ ଏମିତି କାର୍ଯ୍ୟ କରି ବସନ୍ତି ଯାହା ମଣିଷ କଳ୍ପନାର ବାହାରେ ହେଇଥାଏ। ଆସନ୍ତୁ ଆଜି ସେହି ପରି କିଛି ଘଟଣା ବିଷୟରେ ଶୁଣିବା ଯାହା ଆପଣଙ୍କୁ ହସିବାକୁ ବାଧ୍ୟ କରି ଦେବ ।

ମାର୍କେଟରେ ଦୁଇ ଜଣ ସାଙ୍ଗ ବୁଲିବାକୁ ଯାଇଥିବା ସମୟରେ ଦୁଇ ସାଙ୍ଗ ରାସ୍ତା କଡର ଖାଦ୍ୟ ଖାଉଥିଲେ । ଏହି ସମୟରେ ଜଣେ ସାଙ୍ଗ ହାତର ହାତରୁ ହଠାତ୍ ଖାଇବାଟି ଖସି ପଢ଼ିଥିଲା । ସେହି ସାଙ୍ଗ ଖାଇବାକୁ ଉଠାଇ ଅନ୍ୟ ସାଙ୍ଗ ଟିକୁ ଏପରି ଦେଲା ଯେ ଯେମିତି ସେ ତାକୁ ଦେବା ପାଇଁ ଆଗରୁ ଅପେକ୍ଷାରେ ଥିଲା ।

ସେହିପରି ଅନ୍ୟ ଏକ ଘଟଣାରେ 20 ସେପ୍ଟେମ୍ବର 2020 ରେ ଭିୟେତନାମରେ ଜଣେ ଯୁବକ ଗୋଟିଏ ଘରର ସାମ୍ନାରେ ହେଲମେଣ୍ଟ ପିନ୍ଧି ଯାଉଥିଲେ । ହଠାତ୍ ସେହି ସମୟରେ ସେହି ଘରେ ଥିବା କୁକୁରଟି ସେହି ଲୋକୋ ଆଡ଼କୁ ପ୍ରବଳ ମାତ୍ରାରେ ଆସିବାକୁ ଲାଗିଲା ।ଏହା ଦେଖିବା ପରେ ସେହି ଲୋକୋଟି ଧରିଯାଇ ନିଜ ର ହାତକୁ ଏପରି ଷ୍ଟାଇଲ ରେ ସେ କୁକୁରକୁ ଦେଖେଲେ ଯେ ସେ କୁକୁରଟି ସଙ୍ଗେ ସାଙ୍ଗ ଯେମିତି ଛେଳି ପାଲଟି ପରି ଧୀରେ କି ପଳାଇ ଗୋଲା।

20 ଅଗଷ୍ଟରେ ଭିୟେତନାମରେ ଏକ ରାସ୍ତାରେ ଜଣେ ଯୁବତୀ ପ୍ରବଳ ବର୍ଷରେ ଏକ ବେଞ୍ଚ ଉପରେ ବସିଥିବାର ଦେଖିବାକୁ ମିଳିଥିଲା । ଏମିତି ଅନେକ ସମୟ ବସିବା ପରେ ସେପଟୁ ତାଙ୍କର ବଏଫ୍ରେଣ୍ଡ ଆସି ତାଙ୍କୁ ସେଠାରୁ ଯିବାକୁ କହିଥିଲେ। ହେଲେ ସେ ସେହିଭଳି ରାଗରେ ବସିଥିଲେ ।

ଏହାପରେ ସେହି ସେହି ଯୁବକ ଜଣକ ବି ନିଜେ ରେନିକର୍ଟ କାଢି ଦେଇଥିଲେ ଆଉ ସେହି ଯୁବତୀ ସାମ୍ନା ରେ କିଛି କୌତୁହଳ ଭଙ୍ଗିରେ ନାଚି ବାକୁ ଲାଗିଥିଲେ। ଯାହା ଦେଖିବା ପରେ ଯୁବତୀ ନିଜର ହସ କୁ ରୋକି ପାରିନଥିଲେ । ଆଉ ଦୁହେଁ ସେଥି ସେହି ଗୋଟେ ରେନିକୋଟରେ ସେଠାରୁ ଯାଇଥିଲେ ।

Leave a Reply

Your email address will not be published. Required fields are marked *