ଦେଖନ୍ତୁ “ପାପା କି ପରୀ” ମାନଙ୍କର ଏହି ଭିଡ଼ିଓ ଦେଖିଲେ ଆପଣଙ୍କର ହୋସ ଉଡିଯିବ !

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କଥାକୁ ନେଇ ଏକ ଟ୍ରେଣ୍ଡ ଚାଲିଛି, ଯାହା ହେଉଛି ଝିଅ ମାନଙ୍କ ପାଇଁ ଏବଂ ସେମାନଙ୍କର ବ୍ୟବହାର ଓ କାର୍ଯ୍ୟ କଳାପକୁ ନେଇ । “ପାପା କି ପରୀ” ନାମରେ ଏହି ଟ୍ରେଣ୍ଡ ଚାଲିଛି । ଅର୍ଥାତ୍ ବାପା ମାଆଙ୍କ ଗେହ୍ଲା ଝିଅ ମାନେ କିପରି ଭାବରେ କାମ ସବୁ କରୁଛନ୍ତି ଏବଂ ବାପା ମାଆଙ୍କ ସମ୍ମାନ କୁ ବଢାଉଛନ୍ତି । ତେବେ ଏହା କାହାକୁ ଖରାପ୍ ଇଙ୍ଗିତ କରି ନୁହେଁ ବରଂ ଏକ ମଜାଦାର ଢଙ୍ଗରେ ମଜାକ କରି ଏମିତି ସୋସିଆଲ ମିଡ଼ିଆରେ କୁହା ଯାଉଥିବା ଦେଖିବାକୁ ମିଳୁଛି ।

ତେବେ ଆଜି ଆମେ କିଛି ଭିଡିଓ କଥା କହିବା ଯେଉଁଥିରେ ଦେଖିବା ଝିଅ ମାନଙ୍କର କିଛି ଏମିତି କାର୍ଯ୍ୟ କଳାପ ଯାହାକୁ ଦେଖୁ ଆପଣ ବି ହସି ହସି ଗଡିଯିବେ ଏବଂ ଏହାକୁ ଦେଖିଲା ପରେ ଆପଣ ବି ନିଶ୍ଚିତ କହିବେ ଯେ ହଁ ଏମାନେ ହେଉଛନ୍ତି “ପାପା କି ପରୀ” । ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥୁବେ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ନିଆରା ।

କାରଣ ତାହା ଆମକୁ ଟିକିଏ ମନୋରଂଜନ ର ସୁରାକ ଯୋଗାଇଥାଏ । ତେବେ ସ୍ବାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖୁଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ବାସ ମଧ୍ୟ କରିଥାଉ । ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ ।

ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଏବଂ ମଜାଦାର ଘଟଣା ମାନ ଦେଖିବା ପାଇଁ ମିଳିଥାଏ । ଆଉ ସେହିଭଳି କିଛି ଘଟଣା ଆମେ ହଠାତ୍ ଦେଖୁ ଆଶ୍ଚର୍ଯ୍ୟ ହୋଇ ଯାଇଥାଉ ଏବଂ ବିଶ୍ବାସ କରି ପାରି ନଥାଉ । ସେହିପରି କିଛି ଘଟଣାର ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ଆପଣ ଦେଖିବେ କିପରି ଯୁବତୀ ମାନେ ରାସ୍ତାରେ ଗାଡି ଚଳାଉଛନ୍ତି ।

କିଏ ବାମକୁ କାଟିବା ସମୟରେ ରାଇଟ ଇଣ୍ଡିକେଟର ଦେଉଛି ତ ପୁଣି କିଏ ବିନା ଇଣ୍ଡିକେଟରରେ ଟର୍ଣିଂ ନେଇ ନେଉଛି । ତେବେ ପ୍ରଥମ ଏକ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୁବତୀ ରାସ୍ତା ମଝିରେ ଗାଡ଼ିକୁ ଠିଆ କରି ଗାଡିରୁ ଉଲ୍ଲାଇ ଆଉ ଜଣଙ୍କୁ ଦେଖା କରିବା ପାଇଁ ଚାଲି ଯାଉଛନ୍ତି । ଫଳରେ ଗାଡ଼ି ସବୁ ଭିଡ଼ ହୋଇ ହର୍ଣ୍ଣ ମାରିବା ପରେ ସେ ଆସି ଗାଡ଼ିକୁ ସାଇଡ କରୁଛନ୍ତି । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୁବତୀ ନିଜର ଭାରସାମ୍ୟ ହରାଇ ବସି ଗାଡ଼ିକୁ ସଂପୂର୍ଣ୍ଣ ସିଧା ଚଲାଇ ନେଇ ରାସ୍ତା ତଳକୁ ଗୋଟେ ବୁଦାରେ ଗଳି ପଡୁଛନ୍ତି ।

ତୃତୀୟ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ପାପକି ପରୀ ମନ୍ଦିର ସାମ୍ନାରେ ଗାଡ଼ି ଅଟକାଇବା ପରିବର୍ତ୍ତେ ସିଧା ମନ୍ଦିର ଭିତରକୁ ଗାଡ଼ି ପୁରାଇ ନେଇଗଲା ଏବଂ ଠାକୁରଙ୍କ ସାମ୍ନାରେ ସ୍କୁଟି ସହିତ ଝିଅଟି ଗଳି ପଡ଼ିଲା । ତେବେ ଏହି ସମସ୍ତ ଭିଡିଓ ଦେଖିଲେ ଆପଣ ହସି ହସି ଗଡି ଯିବେ ।

Leave a Reply

Your email address will not be published. Required fields are marked *